ପାଣି ପାଇଁ ଭୁଇଁ ଖୋଳି ବୋରିଙ୍ଗ ମେସିନ ଲଗାଉଥିଲେ, କିନ୍ତୁ ପାଣି ବଦଳରେ ସେଠାରୁ ଯାହା ବାହାରିଲା ଦେଖିଲେ ଆପଣଙ୍କ ହୋସ୍ ଉଡିଯିବ, ଦେଖନ୍ତୁ Video

ମଧ୍ୟପ୍ରଦେଶର ପନ୍ନା ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଖବର ସାମନାକୁ ଆସିଛି । ସେଠାକର ଗୋଟିଏ ସ୍କୁଲରେ ବୋରିଙ୍ଗ ମେସିନ ସାହାଯ୍ୟରେ ପାଣି ବାହାର କରିବାକୁ ଖ-ନ-ନ କାର୍ଯ୍ୟ କରାଯାଉ ଥିଲା । କିନ୍ତୁ ପାଣି ଜାଗାରେ ସେହି ଖାତ ମଧ୍ୟରୁ ଯାହା ବାହାରିଲା ଜାଣିଲେ ଆପଣଙ୍କ ହୋସ୍ ଉଡିଯିବ । ଖୋ-ଳା ଯାଇଥିବା ଗା-ତ ମଧ୍ୟରୁ ପାଣି ଜାଗାରେ ବାହାରିଲା ଭୟଙ୍କର ନି-ଆଁ । ଆଜ୍ଞା ହଁ, ପାଣି ସମସ୍ଯା ଦୂର କରିବା ପାଇଁ ବୋରିଙ୍ଗ ମେସିନ ଲଗା ଯାଉଥିବା ବେଳେ ସେଥିମଧ୍ୟରୁ ନି-ଆଁ ହୁ-ଳା ବାହାରି ଥିଲା ।

ଏମିତି ଆଶ୍ଚର୍ଯ୍ୟଜନକ ବିଷୟ ଆପଣ କେବେ ଶୁଣି ନଥିବେ କି ଦେଖି ନଥିବେ । ଏହା ଦେଖି ସେଠାକାର ଲୋକଙ୍କ ମଧ୍ୟରେ ଭ-ୟ-ର ଆ-ତ-ଙ୍କ ଖେଳି ଯାଇଥିଲା । ପ୍ରାୟ ୫୦ ଫୁଟ ଖୋଳିବା ପରେ ସେହି ସ୍ଥାନରୁ ପାଣି ବଦଳରେ ଅଚାନାକ ନି-ଆଁ ବାହାରିବାକୁ ଲାଗିଥିଲା । ଦେଖୁ ଦେଖୁ ନି-ଆଁ ଜୋରରେ ଜ-ଳି-ଲା ଓ ଲଗା ଯାଉଥିବା ମେସିନ ମଧ୍ୟ ଜ-ଳି-ବା-କୁ ଲାଗିଲା । ଏପରି ଭ-ୟ-ଙ୍କ-ର ଦୃଶ୍ୟ ଦେଖି ଆଖପାଖ ଲୋକଙ୍କ ବୁଦ୍ଧି ହଜି ଯାଇଥିଲା । ଏହା ପରେ ସ୍ଥାନୀୟ ଲୋକମାନେ ତୁରନ୍ତ ପ୍ରଶାସନ ଓ ସ୍ଥାନୀୟ ଦମକଳକୁ ସୂଚନା ଦେଇଥିଲେ ।

ସୂଚନା ପାଇବା ମାତ୍ରେ ନଗର ପରିଷଦର ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ଅନେକ ଘଣ୍ଟା ଧରି କଠିନ ପରିଶ୍ରମ କରିବା ପରେ ଯାଇ ନିଆଁ ଲିଭାଇବାକୁ ସକ୍ଷମ ହୋଇଥିଲେ ଅଗ୍ନିଶମ ବିଭାଗର ସଦସ୍ୟ ମାନେ । ଏହାପରେ ସେହି ସ୍ଥାନରେ ନି-ଆଁ କେମିତି ଲାଗିଲା ଏହି ଘଟଣାର ଯା-ଞ୍ଚ ଆରମ୍ଭ ହୋଇଛି । ତେବେ ସନ୍ଦେହ କରାଯାଉଛି ସେହି ସ୍ଥାନରେ କୌଣସି ଗ୍ଯାସ ମହଜୁଦ ଥାଇପାରେ କିମ୍ବା କୌଣସି ଜ୍ଵ-ଳ-ନ-ଶୀ-ଳ ପଦାର୍ଥ ଉପଲବ୍ଧ ରହିଛି । ଯାହାଫଳରେ ଘ-ର୍ଷ-ଣ ହେତୁ ସେହି ସ୍ଥାନରୁ ନି-ଆଁ ବାହାରିବାକୁ ଲାଗିଥିଲା ।

ଏହି ଘ-ଟ-ଣା-ର ଭି-ଡି-ଓ ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆ-ରେ ଖୁବ ଭା-ଇ-ରା-ଲ ହେବାରେ ଲାଗିଛି । ତେବେ ସେହି ପଦାର୍ଥ କଣ ତାହା ଜାଣିବା ପାଇଁ ବର୍ତ୍ତମାନ ସେଠାରେ ଯା-ଞ୍ଚ କାର୍ଯ୍ୟ ଆରମ୍ଭ ହୋଇଛି । ଆପଣ କେବେ ଏମିତି ଭୁଇଁ ତଳୁ ନି-ଆଁ ବାହାରିବା କଥା ଶୁଣିଥିଲେ କି ? ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ ଲୁ ଲାଇକ କରନ୍ତୁ ।