ଆଦିତ୍ୟ ଠାକରେଙ୍କ ବିରୁଦ୍ଧରେ ସୁପ୍ରିମ କୋର୍ଟ କୁ ଚିଠି ଲେଖିଲେ CBI, ଫସିଲେ AU

ସୁଶାନ୍ତଙ୍କ କେଶରେ ଧୀରେ ଧୀରେ ବଡ଼ ବଡ଼ ରହସ୍ୟ ସାମ୍ନାକୁ ଆସିଚି । ଆଦିତ୍ୟ ଠାକରେ ହୁଅନ୍ତୁ ବା ମୁମ୍ବାଇ ପୋଲିସ୍ ସମସ୍ତେ ସୁଶାନ୍ତଙ୍କ କେଶରେ ସାମିଲ ଥିବାର ଜଣା ପଡ଼ିଛି । ଚାଲନ୍ତୁ ଜାଣିବା CBI କଣ ଲେଖିଲେ ସୁପ୍ରିମ କୋର୍ଟକୁ । CBI ସୁପ୍ରିମ କୋର୍ଟକୁ ଲିଖତରେ ଦେଲେ କି ସୁଶାନ୍ତଙ୍କ କେଶ ପାଇଁ ମୁମ୍ବାଇ ପୋଲିସ ତାଙ୍କୁ ସାହାଯ୍ୟ କରୁନାହିଁ ।

FIR ରିପୋର୍ଟ ମାଗିବା ପରେ ମଧ୍ୟ୍ୟ ମୁମ୍ବାଇ ପୋଲିସ୍ ଦେଇ ନାହିଁ । CBI ସୁପ୍ରିମ କୋର୍ଟକୁ ଏହା ମଧ୍ୟ ଲେଖିଛନ୍ତି କି ମୁମ୍ବାଇ ପୋଲିସ ତାଙ୍କୁ କୌଣସି ବି ପ୍ରମାଣ ଦେଇନାହିଁ ଏବଂ ମାଗିବାରୁ କହିଛିି ତାଙ୍କ ପାଖରେ କିଛି ପ୍ରମାଣ ନାହିଁ । ସୁଶାନ୍ତଙ୍କ ମୃତ ଦେହ କିଏ ଓହ୍ଲାଇଥିଲେ? ଏମିତି ପ୍ରଶ୍ନ ପଚାରିବା ପରେ ମୁମ୍ବାଇ ପୋଲିସ କିଛି ଉତ୍ତର ଦେଇ ନଥିଲେ ।

ବର୍ତମାନ CBI କୁ ମୁମ୍ବାଇ ଯିବାକୁ ମନା କରାଯାଉଛି । ବହୁତ୍ ଧମକ ଦିଆ ଯାଉଚି । ଏବେ ଶିବ ସେନା ଦଳର ଜଣେ ରାଜନେତା ସୁଶାନ୍ତଙ୍କ ପରିବାରକୁ ଧମକାଇ କହିଛନ୍ତି ସୁଶାନ୍ତଙ୍କ କେଶ ସଲଭ ହେବା ପର୍ଯ୍ୟନ୍ତ ଚୁପ୍ ରୁହନ୍ତୁ । ବର୍ତମାନର ସବୁଠାରୁ ବଡ଼ ପ୍ରଶ୍ନ ଶିବ ସେନା ଏବଂ ମହାରାଷ୍ଟ୍ର ସରକାର କାହାକୁ ରକ୍ଷା କରିବାକୁ ଚାହୁଁଛନ୍ତି? କେବଳ ରିୟାଙ୍କୁ ରକ୍ଷା କରିବାକୁ ତ ଏମିତି କରୁ ନାହାନ୍ତି ।

ଏହା କୌଣସି ବଡ଼ ବ୍ୟକ୍ତିଙ୍କୁ ବଞ୍ଚାଇବା ପାଇଁ କରାଯାଉଛି । ଧମକ ଦିଆ ଯାଉଚି, CBI ଯାଞ୍ଚ୍ ପାଇଁ ସହଯୋଗ କରାଯାଉନାହିଁ । CBI ଙ୍କୁ ବି କିଛି ଦିନ ପୂର୍ବରୁ ଧମକ ଦିଆ ଯାଇଥିଲା କି ସେ ମୁମ୍ବାଇରେ ତଦନ୍ତ କରିକୀ ଦେଖାନ୍ତୁ । ସୁପ୍ରିମ କୋର୍ଟରୁ ଅର୍ଡର୍ ଆସିବ ପରେ CBI କୁ ମୁମ୍ବାଇ ରେ ଏଣ୍ଟ୍ରି କରା ଯାଇଥିଲା । କିନ୍ତୁ ଏବେ କୌଣସି ଭାବରେ ସାହାଯ୍ୟ କରାଯାଉନାହିଁ ।

ଏହି ସବୁ ଅସୁବିଧା କୁ ନେଇ CBI ସୁପ୍ରିମ କୋର୍ଟକୁ ଗୋଟେ ଚିଠି ଲେଖିଛନ୍ତି । ରିୟାଙ୍କ କଲ ରେକର୍ଡ ପରେ ଗୋଟେ ଗୋଟେ କଥା ସାମ୍ନାକୁ ଆସିଚି । ଆଦିତ୍ୟ ଠାକରେଙ୍କ ନା ଆସିଚି ଏବଂ ଏହା ପ୍ରମାଣ ହୋଇ ସାରିଲାଣି କି ରିୟା ଆଦିତ୍ୟଙ୍କ ସହିତ କଥା ହେଇଥିଲେ । ଆଦିତ୍ୟ ଠାକରେଙ୍କୁ ରକ୍ଷା କରିବାକୁ ଯାଇ ମହାରାଷ୍ଟ୍ର ସରକାର ବହୁତ୍ ଧମକ ଦେଇଛନ୍ତି ।

CBI ମୁମ୍ବାଇ ପୋଲିସକୁ ପୋଷ୍ଟମର୍ଟମ୍ ରିପୋର୍ଟ ବିଷୟରେ ଜାଣିବାକୁ ଚାହିଁଥିଲେ କିନ୍ତୁ ମୁମ୍ବାଇ ପୋଲିସ କୌଣସି ଉତ୍ତର ଦେଇ ନଥିଲେ । CBI ସିଧା ସିଧା ଲେଖିଛନ୍ତି କି ତାଙ୍କୁ ତଦନ୍ତ କରିବାକୁ ଦିଆ ଯାଉନାହିଁ ଏବଂ ତାଙ୍କୁ କୌଣସି ଭାବରେ ବି ସାହାଯ୍ୟ କରା ଯାଉନାହିଁ ।

ତେବେ ଏହା ସବୁ କାହାକୁ ବଞ୍ଚାଇବା ପାଇଁ କରାଯାଉଛି? କିଏ ରହିଛି ଏହି ସବୁ ପଛରେ । କଣ ଆସିବ ସତ୍ୟ ସାମ୍ନାକୁ? କଣ ମିଳିବ ନ୍ୟାୟ ସୁଶାନ୍ତଙ୍କୁ? ଜାଣିବା ପାଇଁ ଆମ ସହିତ ରୁହନ୍ତୁ । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ ।

ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମେ ଏହି ପେଜରେ ଦୈନିକ ନ୍ୟୁଜ, ମନୋରଞ୍ଜନ, ବିଶେଷ, ଖେଳ, ସ୍ୱାସ୍ଥ୍ୟ, ଜୀବନଶୈଳୀ, ଜ୍ୟୋତିଷ ସମ୍ବଧୀୟ ତଥ୍ୟ ସବୁବଳେ ଆଣିଥାଉ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।