ଇଜରାଇଲ ବିପକ୍ଷରେ ଚୀନର ବଡ ଘେରାବନ୍ଦୀ, ସି ଜିନପିଙ୍ଗଙ୍କ ଉପରେ ବେଞ୍ଜାମିନ ନେତନ୍ୟାହୁଙ୍କ ତୀବ୍ର ପ୍ରତିକ୍ରିୟା

ଇଜରାଇଲ ପ୍ରଥମରୁ ହିଁ ମିଡଲ ଇର୍ଷ୍ଟ ଏସିଆ ରେ ବହୁତ ବିରୋଧୀଙ୍କ ମଧ୍ୟରେ ଫସି ରହିଛି । ଚୀନ ଇଜରାଇଇଲ ପାଇଁ ବହୁତ ବଡ ସମସ୍ୟା ହବାକୁ ଯାଉଛି । କିଛି ଦିନ ପୂର୍ବରୁ ଆମେରିକା ମିଡିଲ ଇର୍ଷ୍ଟ ଏସିଆ ରୁ ଧ୍ୟାନ ହଟେଇକି ସାଉଥ ଏସିଆ ଆଡକୁ ଧ୍ୟାନ ଲଗେଇ ଦେଇଛନ୍ତି । ସେଥିପାଇଁ ଚୀନ ଏହାର ଫାଇଦା ଉଠେଇ ମିଡିଲ ଇଷ୍ଟ ଏସିଆ ଭିତରେ ରହି ସେହି ଦେଶ ମାନଙ୍କୁ ମୋହରା ବନଉଛି, ଯେଉଁମାନେ ଇଜରାଇଲ ଓ ଆମେରିକାର ବଡ ଶତ୍ରୁ ଅଟନ୍ତି ।

ଆମେରିକାର ବହୁତ ଚେଷ୍ଟା କରିବା ଫଳରେ ଇଜରାଇଲ ଓ ସାଉଦି ଆରବ ଦୁଇ ପକ୍ଷଙ୍କ ମଧ୍ୟରେ ସମ୍ବନ୍ଧ ଠିକ ହେଲା । ଇରାକ, ଇରାନ, ବୃନେଇ, ଆଲଜେରିଆ ଆଦି ଦେଶ ଆଜି ମଧ୍ୟ ଇଜରାଇଲ ଦେଶକୁ ପୃଥିବୀରୁ ହଟେଇବାକୁ ଚାହୁଞ୍ଚନ୍ତି । କିନ୍ତୁ ଏହି ଦେଶ ପାଖରେ କିଛି ମଝବୁତ ମାଧ୍ୟମ ନ ଥିଲା ।

ସେଥିପାଇଁ ଚୀନ ମିଡିଲ ଇର୍ଷ୍ଟ ଏସିଆ ଭିତରେ ରହିକି ଇଜରାଇଲ ଶତ୍ରୁ ଦେଶ ମାନଙ୍କ ସହ ମିଶି ମଜବୁତ ମାଧ୍ୟମ ହେବାକୁ ଚାହୁଁଛି । ଚୀନ ଭାବୁଛି ଇଜରାଇଲ ଶତ୍ରୁ ଦେଶମାନଙ୍କରେ ଚିନୀ ହତିଆର ର ନୂଆ ବଜାରର ଖୋଲାଯାଇପାରିବ ।

କିଛି ଦିନ ଆଗରୁ ବେଞ୍ଜାମିନ ନେତନ୍ୟାହୁ କହିଥିଲେ ଯେ ଏସିଆ ଭିତରେ ଇଜରାଇଲ ଦେଶକୁ ଅସୁବିଧାରେ ପକେଇବାକୁ ଚେଷ୍ଟା ଚାଲିଛି । ଇଜରାଇଲ ନେସନଲ ଶିକୁରୀଟି ଷ୍ଟାଡିଜ ଗୋଟେ ରିପୋର୍ଟ ରେ କହିଥିଲେ ଚୀନ ଆମେରିକା ସହିତ ଭୟଙ୍କର ଯୁଦ୍ଧ କରିବାରର ସମ୍ଭାବନା କମ ଅଛି । ଚୀନ ଇଜରାଇଲ ଓ ଆମେରିକାର ଶତ୍ରୁ ଦେଶମାନଙ୍କୁ ଯୁଦ୍ଧ କରିବା ପାଇଁ ପ୍ରସ୍ତୁତି କରୁଛି ।

ଚୀନ ଶତ୍ରୁ ମାନଙ୍କ ମଧ୍ୟରେ ଇଜରାଇଲ ଓ ଆମେରିକା ମଧ୍ୟରେ ଭୁଲ ବୁଝାମଣା କରିବାକୁ ଚେଷ୍ଟା କରୁଛି । ଯାହାଫଳରେ ଏରୋ ଟର୍ମ ମିସାଇଲ ସଫଳ ପରୀକ୍ଷଣ ପରେ ଇଜରାଇଲ ରକ୍ଷା ମନ୍ତ୍ରୀ କହିଛନ୍ତି ଯେ ଶତ୍ରୁ ମାନଙ୍କ ଆଗରେ ସେ ସବୁବେଳେ ଆଗରେ ଅଛନ୍ତି । ଯଦି ଇଜରାଇଲ ଇଉପିଏ କେହି ଯଦି ଆକ୍ରମଣ କରେ ତେବେ ଇଜରାଇଲ ଭଲ ଭାବେ ଜବାବ ଦବାକୁ ପଛେଇବ ନାହିଁ ।

ଆମେରିକାରର ଡୋନାଲ ଟ୍ରମ୍ଫ ଦେଖାଶୁଣା ନ କରିବାରୁ ମିଡିଲ ଇର୍ଷ୍ଟ ଏସିଆ ଭିତରେ ରୁସ ଓ ଚୀନର ମୂଳଦୁଆ ମଜବୁତ ହୋଇଛି । ଏହା ଡୋନାଲ ଟ୍ରମ୍ଫଙ୍କର ବିଦେଶ ନୀତିର ଏକ ବହୁତ ବଡ ଭୁଲ ଅଟେ । ଏହି ଭୁଲ କାରଣରୁ ଇରାନକୁ ଆମେରିକାର ବିରୁଦ୍ଧରେ ଏକ ଗୋଟେ ବଡ ହତିଆର ରୂପରେ ପ୍ରୟୋଗ କରିବାର ମଉକା ମିଳିଗଲା ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।