ଅଧିକାରୀ ହେବା ପରେ ଗରିବ ମା’ର ରୁଣ ସୁଝିବା ପାଇଁ ଚାହୁଁଥିଲା ପୁଅ, ମା କହିଲା – କରି ଦେ ମୋର ଏହି ଦୁଇଟି କାମ ଆଉ ତା ପରେ…

ମା ବାପାଙ୍କର ଉପକାରକୁ କେହି କେବେ ବି ଫେରାଇ ପାରିବ ନାହିଁ କିନ୍ତୁ ମଣିଷ ଏହି ସବୁ କଥା ଗୁଡିକୁ ଭୁଲି ଯାଇ ନିଜର ଜୀବନକୁ ସେହିଭଳି ବିତାଇ ଥାଏ ଯେଉଁଭଳି ଭାବରେ ସେ ବଞ୍ଚିବାକୁ ଚାହେଁ । ବ୍ୟକ୍ତିକୁ କେବେ ବି ଭୁଲିବା ଉଚିତ ନୁହେଁ କି ଆମେ ଯାହା ବି କିଛି କରିଥାଉ ତାହା ନିଜର ମାତା – ପିତାଙ୍କର ତ୍ୟାଗ ଏବଂ ବୁଦ୍ଧିମତା ଯୋଗୁ ହୋଇଥାଏ । ସବୁଠୁ ବଡ ମହତ୍ଵ ପୂର୍ଣ କଥା ଏହା ଅଟେ କି କେବେ ବି କେହି ମାର ରୁଣକୁ ସୁଝି ପାରିବ ନାହିଁ । ଅଧିକାରୀ ହୋଇଥିବା ନିଜ ମାର ରୁଣକୁ ସୁଝାଇବା ପାଇଁ ଚାହୁଁଥିଲା ପୁଅ, ଏହା ପରେ ମା ଏମିତି କିଛି କହିଲେ କି ସେ କାନ୍ଦି ବାକୁ ଲାଗିଲେ ।

ଅଧିକାରୀ ହୋଇଥିବା ଗରିବ ମାର ରୁଣ ସୁଝିବାକୁ ଚାହୁଁଥିଲା ପୁଅ

ଆମେ ଏକ ମା – ପୁଅର କଥାବାର୍ତ୍ତା କରିବାକୁ ଯାଉଛୁ । ଯେଉଁଥିରେ ଗୋଟିଏ ଗରିବର ପରିବାର ପୁଅ ପାଠ ପଢି ଅଧିକାରୀ ହେଲା, ତାହାର ପିତା ପିଲାବେଳେ ହିଁ ଏହି ଦୁନିଆ ଛାଡି ଚାଲି ଯାଇଥିଲେ ଏବଂ ତାହାର ମା ଦିନ – ରାତି କଷ୍ଟ କରି ପୁଅକୁ ଅଧିକାରୀ କରିଦେଲେ । ଏହା ପରେ ଦିନେ ପୁଅ ଆସି ମାକୁ କହିଲା କି, ‘ମା ଆପଣ ଜୀବସାରା ମୋ ପାଇଁ ବହୁତ କଷ୍ଟ କରିଛନ୍ତି ତେବ ଆଜି ମୁଁ ଆପଣଙ୍କର ଏହି ରୁଣକୁ ସୁଝିବାକୁ ଚାହୁଁଛି ।‘

ଏହା ପରେ ମା ଆଶ୍ଚର୍ଯ୍ୟ ହୋଇ କହିଲେ, ନାହିଁ ପୁଅ ମୋତେ ନିଜର ମମତା ଏବଂ ପ୍ରେମ ବଦଳରେ କିଛି ବି ଦରକାର ନାହିଁ । ନିଜ ସନ୍ତାନ ପାଇଁ ତ୍ୟାଗ କରିବା ସବୁ ମାର କର୍ତବ୍ୟ ହୋଇଥାଏ । ଏହା ପରେ ପୁଅ ବାରମ୍ବାର ଜିଦ କରିବାକୁ ଲାଗିଲା । ସେଥିପାଇଁ ମା ତାହାର ଜିଦକୁ ମାନିନେଲେ । ମା କହିଲେ କି ସେ ତାଙ୍କର ପିଲାବେଳ ଭଳି ଶୋଇ ପାରିବ । ପୁଅ କହିଲେ ହଁ ।

ଏହା ପରେ ରାତି ହେଲା ପୁଅ ନିଜର ମା ପାଖରେ ଶୋଇବା ପାଇଁ ଗଲେ । ଯେତେବେଳ ପୁଅ ନିଜର ମା ପାଖକୁ ଯାଇ ଶୋଇଗଲେ ସେତେବେଳେ ମା ଏକ ବୋତଲରେ ପାଣି ତାହା ଆଡକୁ ଢାଳି ଦେଲେ ଏବଂ ପୁଣି ଶୋଇବାର ବାହାନା କରିଲେ । ପୁଅ କୌଣସି ଭାବରେ ଓଦା ଜାଗାକୁ ଶୁଖାଇଲା କିନ୍ତୁ ଯେତେବେଳେ ମା ବାରମ୍ବାର ଏହିଭଳି କରିବାକୁ ଲାଗିଲେ ତେବେ ସେ ଚିଲାଇବାକୁ ଲାଗିଲା ।

ସେତେବେଳେ ମା ପୁଅକୁ କହିଲେ ଏହି ଗଭୀର କଥା

ପୁଅ ଚିଲାଇବା ଦ୍ଵାରା ମା ହସିଲେ । ପୁଅ କହିଲେ କି ଯଦି ତୁମ ମୋ ପାଖରେ ଶୋଇବା ପାଇଁ ଇଚ୍ଛା ନାହିଁ ତେବ କହି ଦିଅ ମୁଁ  ଚାଲିଯିବି । ଏହ ପରେ ମା କହିଲେ କି ଯଦି ଦୁଇ ତିନି ଥର ପାଣି ପଡିବାରୁ ତୁ ଚିଲେଇଲୁ ତେବେ ଟିକେ ଭାବ ତୁ ପୁରା ୩ ବର୍ଷ ଏହିଭଳି କରିଛୁ ତେବ ମୁଁ କେତେ ଚିଲେଇଥିବି ? ମା ଆଖିରେ ଲୁହ ଆଣି କହିଲେ କି ମାର ରୁଣ କେହି କେବେ ବି ସୁଝି ପାରିବ ନାହିଁ ।

ଏହା ପରେ ପୁଅ କାନ୍ଦି କାନ୍ଦି କହିଲେ କି ମା ସବୁବେଳେ ମୁଁ ଓଦା ବିଛଣାରେ ଶୋଇବା ପାଇଁ ପ୍ରସ୍ତୁତ ଅଛି ଏବଂ ଆପଣଙ୍କର ଧ୍ୟାନ ବି ରଖିବି । କିନ୍ତୁ ମୁଁ କେବେବ ବି ଆପଣଙ୍କର ରୁଣ ସୁଝି ପାରିବି ନାହିଁ । ଆଶାକରୁଛୁ ଆମର ଏହି ଲେଖାଟି ଆପଣଙ୍କୁ ନିଶ୍ଚୟ ଭଲ ଲାଗିଥିବ । ଭଲ ଲାଗିଲେ ସେଆର କରନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।