ସବୁଠୁ ଅଧିକ ରୋମାଣ୍ଟିକ ହୋଇଥାନ୍ତି ଏହି ୬ଟି ନାମର ଝିଅ, କଣ ଆପଣଙ୍କ ପାର୍ଟନରଙ୍କ ନାମ ଅଛି ଏଥିରେ, ଦେଖନ୍ତୁ

କୁହାଯାଏ କି ଝିଅମାନେ ପ୍ରାୟତଃ ନିଜର ପ୍ରେମକୁ ଜାହିର କରିବା ପାଇଁ ଲଜ୍ୟା କରିଥାନ୍ତି ଓ ଆଉ କିଛି ପୁଅମାନେ ମଧ୍ୟ ଏହିପରି ହୋଇଥାନ୍ତି । କିନ୍ତୁ ସତ କଥା ଏହା ଅଟେ କି ବର୍ତ୍ତମାନର ଜମାନା ବହୁତ ବଦଳି ଯାଇଛି । ବର୍ତ୍ତମାନ ପୁଅ କିମ୍ବା ଝିଅମାନଙ୍କର ଚିନ୍ତାଧାରା ବହୁତ ବଦଳି ଯାଇଛି । ଆଜି ଆମେ ଆପଣଙ୍କୁ ସେହି ଝିଅମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ବହୁତ ରୋମାଣ୍ଟିକ ହୋଇଥାନ୍ତି, ରୋମାନ୍ସ କରିବାରେ ସେ ନିଜ ପାର୍ଟନର ଠାରୁ କମ ନୁହନ୍ତି ।

A ନାମର ଝିଅମାନେ

ଯେଉଁ ଝିଅମାନଙ୍କର ନାମ A ରୁ ଆରମ୍ଭ ହୋଇଥାଏ ସେମାନେ ବହୁତ ହିଁ ଅଧିକ ସୁନ୍ଦର ହୃଦୟର ଅଟନ୍ତି । ଏମାନେ ପ୍ରେମ କରିବା ଭଲ ଭାବରେ ଜାଣିଛନ୍ତି । ଏମାନେ ନିଜର ପ୍ରେମକୁ ଜାହିର କରିବା ପାଇଁ ବ୍ୟସ୍ତ ଜୀବନରେ ବି ସମୟ ବାହାର କରି ନିଅନ୍ତି । ଏମାନେ ନିଜର ପାର୍ଟନର ର ଖୁସି ପାଇଁ କିଛି ବି କରି ପାରନ୍ତି ।

L ନାମର ଝିଅମାନେ

ଯେଉଁ ଝିଅମାନଙ୍କର ନାମ L ରୁ ଆରମ୍ଭ ହୋଇଥାଏ, ତାଙ୍କ ଜୀବନରେ ପ୍ରେମ ଓ ରୋମାନ୍ସ ବହୁତ ମହତ୍ଵପୂର୍ଣ ରଖିଥାଏ । ସେଥିପାଇଁ ଏମାନେ ବହୁତ ରୋମାଣ୍ଟିକ ହୋଇଥାନ୍ତି । ଏହି ଝିଅମାନଙ୍କ ବିଷୟରେ କୁହାଯାଏ କି ଏମାନେ ହୃଦୟରୁ ଚିନ୍ତା କରିଥାନ୍ତି, ଯେଉଁ କାରଣରୁ ସମ୍ପର୍କକୁ ତୁଲାଇବାରେ ଏମାନେ ନିପୁଣ ହୋଇଥାନ୍ତି ।

N ନାମର ଝିଅମାନେ

N ନାମର ଝିଅମାନେ ବଭୁତ ରୋମାଣ୍ଟିକ ହୋଇଥାନ୍ତି କିନ୍ତୁ ଅଳ୍ପ ଭାବୁକ ବି ହୋଇଥାନ୍ତି । ଯେତେବେଳେ ଏମାନଙ୍କର ପ୍ରେମର କଥା ଆସିଥାଏ ତେବେ ଏମାନେ ଛୋଟ ଛୋଟ କଥାକୁ ନେଇ ବି ବହୁତ ଭାବୁକ ହୋଇ ଯାଆନ୍ତି ।

P ନାମର ଝିଅମାନେ

ଏହି ନାମର ଝିଅମାନେ ସ୍ଵଭାବରେ ନିଜର ପାର୍ଟନର ସହିତ ବହୁତ ରୋମାଣ୍ଟିକ ହୋଇଥାନ୍ତି । ଏମାନଙ୍କର ଅନ୍ଦାଜ କିଛି ଏମିତି ହୋଇଥାଏ କି  ପାର୍ଟନର ରାଗିଲେ ମଧ୍ୟ ଅଧିକ ସମୟ ପର୍ଯ୍ୟନ୍ତ ରାଗି ରହି ପାରେ ନାହିଁ । ଏମାନେ ନିଜର ବୁଦ୍ଧିମତା ଦ୍ଵାରା ନିଜର ପାର୍ଟନରକୁ ମନାଇ ଦିଅନ୍ତି ।

R ନାମର ଝିଅମାନେ

ଏହି ଝିଅମାନେ ତ କିଛି ଅଧିକ ହିଁ ରୋମାଣ୍ଟିକ ହୋଇଥାନ୍ତି । ଯେଉଁ କାରଣରୁ ଏମାନଙ୍କର ବୈବାହିକ ଜୀବନ ତ ବହୁତ ସୁଖମୟ ହୋଇଥାଏ । ଏମାନଙ୍କ ପାର୍ଟନରକୁ କେବେ ବି ଏମାନଙ୍କ ଦ୍ଵାରା କୌଣସି ଅସୁବିଧା ହୋଇ ନ ଥାଏ ।

S ନାମର ଝିଅମାନେ

ଏହି ଝିଅମାନେ ନିଜ ପାର୍ଟନରକୁ ଖୁସି କରିବା ପାଇଁ ସବୁବେଳେ ନୂଆ ନୂଆ ଉପାୟ ଆପଣାଇ ଥାଆନ୍ତି । ଏହି ଝିଅମାନେ ବହୁତ ରୋମାଣ୍ଟିକ ବି ହୋଇଥାନ୍ତି । ଏହି କାରଣରୁ ଏହି ଝିଅମାନଙ୍କର ଇଚ୍ଛା ଥାଏ କି ଏମାନଙ୍କ ପାର୍ଟନର ବି ତାଙ୍କ ଭଳି ରୋମାଣ୍ଟିକ ହୋଇଥାଉ ।