ଆମେମାନେ ସାଧାରଣତଃ ପ୍ରତ୍ୟେକ ଦିନ ପୂଜା କରିଥାନ୍ତି । ଆମ ପୂର୍ବ ପୁରୁଷମାନେ ଯଜ୍ଞ ଦ୍ବାରା ଭଗବାନଙ୍କୁ ଆରାଧନା କରୁଥିଲେ । କିନ୍ତୁ ବର୍ତ୍ତମାନ ଆମେ ସାଧାରଣ ତ ଠାକୁର ଘରେ ବିଭିନ୍ନ ପ୍ରକାରର ମୂର୍ତ୍ତି ବା ଫୋଟୋ ରଖି ପୂଜା କରୁଛନ୍ତି । ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ଇସାନ କୋଣ ରେ ଠାକୁର ଘର ରହିବା ଉଚିତ । ଏହା ହେଉଛି ଭଗବାନ ଙ୍କ ସ୍ଥାନ । ଏହା କରିବା ଦ୍ୱାରା ଘର ର ସମୃଦ୍ଧି ହେଇ ଥାଏ ଏବଂ ଘରେ ସୁଖ ଶାନ୍ତି ବନି ରହି ଥାଏ । ଠାକୁର ଘରେ ଏହି ସବୁ ଜିନିଷ ରଖିବା ଦ୍ଵାରା ଆପଣ ଙ୍କୁ ଅଧିକ ଧନ ପ୍ରାପ୍ତ ହେବ ଏବଂ ଆପଣ ସୁଖ ଶାନ୍ତି ରେ ରହିବେ ।
୧ . ପ୍ରଥମ ରେ ରହିଛି ପଞ୍ଚା ମୃତ
ଏହା ପାଞ୍ଚ ଟି ଅମୃତ ରେ ତିଆରି ହୋଇ ଥାଏ ସେ ଗୁଡିକ ହେଉଛି କ୍ଷୀର ଦହି ମହୁ ଘିଅ ଓ ମିଶ୍ରି । ଏହା ଅନେକ ରୋଗ ନିବା ରଣ କରି ଥାଏ । ଏହା ପୃଷ୍ଟି କର ମଧ୍ୟ ହୋଇ ଥାଏ
୨ . ଦ୍ୱିତୀୟ ରେ ରହିଛି ଚନ୍ଦନ
ଏହା ଶାନ୍ତି ଓ ଶୀତଳତା ର ପ୍ରତୀକ ହୋଇ ଥାଏ । ଏହା ପ୍ରତ୍ୟେକ ଦିନ ମଥା ରେ ଲଗାଇଲେ ଆପଣ ଙ୍କ ମଙ୍ଗଳ ହୋଇ ଥାଏ ।
୩ . ତୃତୀୟ ରେ ରହିଛି ଅରୁଆ ଚାଉଳ
ଠାକୁର ଘରେ ଗୋଟା ଅରୁଆ ଚାଉଳ ରଖିବା ଶୁଭ ହୋଇ ଥାଏ । ଏହାକୁ ଅଭଙ୍ଗା ଚାଉଳ ମଧ୍ୟ କହନ୍ତି ।
୪ . ଚତୁର୍ଥ ରେ ରହିଛି ଫୁଲ
ଏହା ସୁନ୍ଦର ତା ର ପ୍ରତୀକ ହୋଇ ଥାଏ । ଏହା ପ୍ରତି ଦିନ ଠାକୁର ଙ୍କ ପାଖରେ ଲଗାଇଲେ ଆପଣ ଙ୍କ ଜୀବନ ସୁନ୍ଦର ହୋଇଥାଏ ।
୫. ପଞ୍ଚମ ରେ ରହିଛି ମିଠା
ଆପଣ ଠାକୁର ଙ୍କୁ ମିଠା ଅର୍ପଣ କଲେ ଆପଣ ଙ୍କ ର ଶୁଭ ହୋଇ ଥାଏ । ଏହା ମଧୁର ତା ଓ ସୌମ୍ୟ ତା ପ୍ରଦାନ କରି ଥାଏ । ମିଠା କୁ ପ୍ରତ୍ୟେକ ଦିନ ଠାକୁର ଙ୍କ ପାଖରେ ଭୋଗ ଲଗାଇଲେ ଅତ୍ୟନ୍ତ ଶୁଭ ହୋଇ ଥାଏ ।
୬ . ଷଷ୍ଠ ରେ ରହିଛି ଦ୍ୱୀପ
ଏହା ଠାକୁର ଘରେ ଅନ୍ଧକାର ଦୁର କରିଥାଏ । ଏହା ଦ୍ବାରା ଆପଣ ଙ୍କ ଜୀବନ ରେ ଶାନ୍ତ ଓ ଭଲ ଭାବନା ଆସିଥାଏ ।
୭ . ସପ୍ତମରେ ରହିଛି ସିନ୍ଦୁର
ଏହା ରଙ୍ଗ ର ପ୍ରତୀକ ହୋଇ ଥାଏ । ଆପଣଙ୍କ ଜୀବନରେ ଏହା ରଙ୍ଗ ଭରି ଦେଇଥାଏ ।
୮ . ଅଷ୍ଟମ ରେ ରହିଛି ଘଣ୍ଟି
ଘଣ୍ଟି ର ସ୍ୱର ଯେ କୌଣସି କାମ ପୁର୍ବ ରୁ ଶୁଣିଲେ ଏହା ଅତ୍ୟନ୍ତ ଶୁଭ ହୋଇ ଥାଏ । ଏହି ସବୁ ଜିନିଷ ଠାକୁର ଘରେ ରଖିଲେ ଆପଣଙ୍କ ମଙ୍ଗଳ ହୋଇଥାଏ ।
ଆମର ଆଶା କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମେ ଏହି ପେଜରେ ଦୈନିକ ନ୍ୟୁଜ, ମନୋରଞ୍ଜନ, ବିଶେଷ, ଖେଳ, ସ୍ୱାସ୍ଥ୍ୟ, ଜୀବନଶୈଳୀ, ଜ୍ୟୋତିଷ ସମ୍ବଧୀୟ ତଥ୍ୟ ସବୁବଳେ ଆଣିଥାଉ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।