ଚାଇନା ବିରୁଦ୍ଧରେ ଲଢ଼ିବା ପାଇଁ India ଓ Russia ମଧ୍ୟରେ ହେବ 15 Billion ର Defence Deal

ବନ୍ଧୁଗଣ ଯେବେଠାରୁ ଚୀନ ଭାରତର ଚିନ୍ତା ବଢ଼ାଇଛି ସେବେଠୁ ଭାରତ ଚୀନ ବିରୁଦ୍ଧରେ ଲଢ଼ିବା ପାଇଁ ନିଜର ହତିୟାରକୁ ଶକ୍ତ କରୁଛି । ଏହି ସବୁ ପରିସ୍ଥିତିରେ ଅନ୍ୟ ସବୁ ଦେଶରୁ ଜରୁରୀ କାଳୀନ ହତୀୟାରକୁ ଭାରତ କିଣୁଛି । ଏହି ସବୁ ଦେଶ ମାନଙ୍କ ମଧ୍ୟରୁ ପ୍ରମୁଖ ଦେଶ ହେଉଛି ଋଷିଆ । ୫ ମାସ ପରେ ଭାରତ ଋଷିଆ ଠାରୁ ଏମାର୍ଜେନ୍ସି ବେଶିସରେ ହିଁ ସମସ୍ତ ଅସ୍ତ୍ରଶସ୍ତ୍ର କିଣିଛି ।

ଯେଉଁଥିରେ କି ଏମ୍ୟୁନେସନ୍ ଠାରୁ ଆରମ୍ଭ କରି ଫାଇଟର ଏୟାର କ୍ରାଫ୍ଟ ପର୍ଯ୍ୟନ୍ତ ସାମିଲ ମଧ୍ୟ ଅଛି । ଏହାଛଡା ଜଣାପଡିଛି କି ଭାରତ ଓ ଋଷିଆ ମଧ୍ୟରେ 15 Billion ଡଲାରର ବୁଝାମଣା ଦ୍ଵାରା ହସ୍ତାକ୍ଷର ହେବ ଯାହାଦ୍ଵାରା କି ବହୁତସାର ଆଧୁନିକ ଅସ୍ତ୍ରଶସ୍ତ୍ର ଓ ବାଇଲାଇଟ୍ରାଲ୍ ଡିଲ୍ ମଧ୍ୟ ହେବ କି ଆଗାମୀ ୧୫ ବର୍ଷ ପର୍ଯ୍ୟନ୍ତ ଭାରତୀୟ ସେନାକୁ ମର୍ଡନାଈଜ୍ କରିବାରେ ସାହାଯ୍ୟ କରିବ ।

ଆପଣମାନେ ତ ଜାଣିଥିବେ ଭାରତ ଓ ଋଷିଆ ମଧ୍ୟରେ ପ୍ରତିବର୍ଷ ବାଇଲାଇଟ୍ରାଲ୍ ସବମିଟ ହୋଇଥାଏ । ଯେପରି କି ଗୋଟେବର୍ଷ ଭାରତର ପ୍ରଧାନମନ୍ତ୍ରୀ ଋଷିୟା ଯାଇଥିବା ବେଳେ ତା ପରବର୍ଷ ଋଷିଆ ର ପ୍ରଧାନମନ୍ତ୍ରୀ ଭାରତ ଆସିଥାନ୍ତି । ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଠିକ୍ ଅକ୍ଟୋବର ମାସରେ କୋଭିଡ୍ କାରଣରୁ ଋଷିଆ ର ପ୍ରଧାନମନ୍ତ୍ରୀ ଭାରତ ଆସିପାରନ୍ତି ।

ଏବଂ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ବାଇଲାଇଟ୍ରାଲ୍ ଡିଲ ହେବ ଯାହାଫଳରେ ବହୁତ ଗୁରୁତ୍ୱ ପୂର୍ଣ୍ଣ ଡ଼ିଲ ଗୁଡ଼ିକ ହସ୍ତାକ୍ଷର ମଧ୍ୟ ହେବ । ଯାହାଦ୍ଵାରା ଅସ୍ତ୍ରଶସ୍ତ୍ର ଗୁଡ଼ିକ ନେଇକି ଯଏଣ୍ଟ ପ୍ରଡକ୍ସନ ଓ ଯଏନ୍ଟ ଡେଭଲପମେଣ୍ଟ ଏବଂ ହତିୟାର ଗୁଡ଼ିକର ପାର୍ଟସ ଗୁଡ଼ିକୁ ଭାରତରେ ତିଆରି କରିବାପାଇଁ ଋଷିଆ ର ପୂର୍ଣ୍ଣ ସହଯୋଗ ନିଆଯିବ ପାଇଁ ଆଗାମୀ ୧୦ ବର୍ଷ ନିମନ୍ତେ ଚୁକ୍ତିପତ୍ର ହେବ ।

ସାଙ୍ଗମାନେ ପୂର୍ବ ସପ୍ତାହରେ ହିଁ ଡିଫେନ୍ସ ଏକୁଏସନ୍ କାଉନସିଲ ତରଫରୁ AK 203 ରାଇଫଲ କୁ ନେଇ ବଡ଼ ଡିଶିସନ୍ ନିଆଯାଇଥିଲା ଓ ଭ୍ଲାଦିମିର୍ ପୁଟିନ ଏହି ରାଇପଲକୁ ନେଇ ଦୁଇ ଦେଶ ମଧ୍ୟରେ ଚାଲିଥିବା ଆର୍ଥିକ ତଥ୍ୟର ମଧ୍ୟ ଆକଳନ ହୋଇଯିବ । ଏବଂ ପରେ ପରେ ଭାରତରେ ମଧ୍ୟ ଏହି ରାଇପଲ୍ ତିଆରି ପ୍ରଡକ୍ସନ ଆରମ୍ଭ ହୋଇଯିବ ।

ଯାହାଫଳରେ ଭାରତୀୟ ସେନାଙ୍କ ଆବଶ୍ୟକତା ମଧ୍ୟ ପୁରା କରାଯାଇପାରିବ । ଏହାଛଡା ଦୁଇ ଦେଶ ମଧ୍ୟରେ ଏକ ମ୍ୟୁଚୁଆଲ ମିଲେଟ୍ରି ଓ ଟେକ୍ନିକାଲ କୋପରେସନ୍ ର ଏକ ଡ଼ିଲ୍ ମଧ୍ୟ ଅଛି ଯାହାକୁ କି ଆହୁରି 10 ବର୍ଷ ବଢାଯିବ । ଯାହାଦ୍ଵାରା ଭାରତରେ ଋଷିଆ ଅସ୍ତ୍ରଶସ୍ତ୍ର ଗୁଡ଼ିକର ସ୍ପେୟାର ପାର୍ଟ ତିଆରି କରିବାର ଇ କ୍ୟୁପମେନ୍ଟ ଗୁଡ଼ିକ ଭାରତର ପ୍ରାଇଭେଟ୍ କମ୍ପାନୀ ମାନଙ୍କ ଦ୍ଵାରା ତିଆରି କରାଯାଇପାରିବ ।

ଏହାଛଡା ଆପଣଙ୍କୁ ଆହୁରି ମଧ୍ୟ ଜଣାଇ ଦେଉଚୁ କି ଭାରତ ଓ ଋଷିଆ କେବଳ ଏତିକି ନୁହେଁ କିଛି ମଲ୍ଟି ରାପ୍ଟାଲ୍ ଅର୍ଗାନାଇଯେସନ୍ ର ମିଟିଂ ମଧ୍ୟ ହେବ । ଯେଉଁଥିରେ କି SCO ଓ BRICS ଭଳି ସଂସ୍ଥା ସାମିଲ ହେବେ । କିନ୍ତୁ ଏ ପର୍ଯ୍ୟନ୍ତ ଅଫିସିଆଲି କୌଣସି ତାରିଖ ଫାଇନାଲ ହୋଇନାହିଁ ଓ ଏହି ସମ୍ବନ୍ଧରେ ଏପର୍ଯ୍ୟନ୍ତ କିଛି ତଥ୍ୟ ଦିଆଯାଇ ନାହିଁ ।

ଆମର ଆଶା କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମେ ଏହି ପେଜରେ ଦୈନିକ ନ୍ୟୁଜ, ମନୋରଞ୍ଜନ, ବିଶେଷ, ଖେଳ, ସ୍ୱାସ୍ଥ୍ୟ, ଜୀବନଶୈଳୀ, ଜ୍ୟୋତିଷ ସମ୍ବଧୀୟ ତଥ୍ୟ ସବୁବଳେ ଆଣିଥାଉ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।