Puri ର Balanga Police Station ରେ ଅଧରାତିରେ ହେଲା ଭୟଙ୍କର ବିସ୍ଫୋରଣ, ଦେଖନ୍ତୁ video କେମିତି ହୋଇଥିଲା ବିସ୍ଫୋରଣ

ପୁରୀର ବଳଙ୍ଗା ଥାନାରେ ଶକ୍ତିଶାଳୀ ବି-ସ୍ଫୋ-ର-ଣ-କୁ ନେଇ ଚାଲିଛି ତ-ନା-ଘ-ନା । କେମିତି ଓ କିପରି ହେଲା ଏହି ବି-ସ୍ଫୋ-ର-ଣ ଏବଂ ବି-ସ୍ଫୋ-ର-କ କେତେ ପରିମାଣରେ ଥିଲା ସେ ସମ୍ପର୍କରେ ତ-ଦ-ନ୍ତ ହେଉଛି । ବର୍ତ୍ତମାନ ଘଟଣାସ୍ଥଳରେ ପହଞ୍ଚି ଫରେନସିକ ଟିମ୍ ଏବଂ ବୋ-ମା ନି-ଷ୍କ୍ରି-ୟକାରୀ ଟିମ୍ ତ-ଦ-ନ୍ତ ଜାରି ରଖିଛନ୍ତି । ସୋମବାର ଦିନ ବିଳମ୍ବିତ ରାତିରେ ଅକସ୍ମାତ ବି-ସ୍ଫୋ-ର-ଣ-ରେ ଉଡି ଯାଇଥିଲା ପୁରୀର ବଳଙ୍ଗା ଥାନା ।

ତେବେ ମାଲଖାନାରେ ରଖାଯାଇ ଥିବା ବି-ସ୍ଫୋ-ର-କ ଯୋଗୁଁ ଏଭଳି ଘଟଣା ଘଟିଥିବା ଅନୁମାନ କରାଯାଉଛି । ଅନ୍ୟପଟେ କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ସ୍ଥିତି ଅନୁଧ୍ୟାନ କରି ଦୋ-ଷୀ-ଙ୍କ ବି-ରୁ-ଦ୍ଧ-ରେ କା-ର୍ଯ୍ୟା-ନୁ-ଷ୍ଠା-ନ ନିଆଯିବ ବୋଲି କହିଛନ୍ତି । ତେବେ ବଳଙ୍ଗା ଥାନାରେ ଅନେକ ସମୟରେ ଭିନ୍ନ ଭିନ୍ନ କେ-ସ ସବୁ ହୋଇଛି । ତେବେ କେଉଁ କେ-ସ ସମ୍ପର୍କରେ ଏହି ନିର୍ଦ୍ଧିଷ୍ଠ ବି-ସ୍ଫୋ-ର-କ ଦ୍ର-ବ୍ଯ-ଟି ଅଣାଯାଇ ଥିଲା ଓ ସେହି ନିର୍ଦ୍ଧିଷ୍ଠ କେ-ସ-ର ତ-ଦ-ନ୍ତ ଅଧିକାରୀ କିଏ ଥିଲେ ଏହି ସବୁ ତ-ଦ-ନ୍ତ କରାଯିବ।

ତ-ଦ-ନ୍ତ ହେବା ପରେ ଯାହା ଜଣାପଡିବ ସେହି ଅନୁସାରେ କା-ର୍ଯ୍ୟା-ନୁ-ଷ୍ଠା-ନ ଗ୍ରହଣ କରାଯିବ ବୋଲି କହିଛନ୍ତି ଆଇଜି । ତେବେ ପୋ-ଲି-ସ ଏସପି ସମସ୍ତ ଥା-ନା ଅଧିକାରୀ ମାନଙ୍କୁ ଥା-ନା-ରେ ବି-ସ୍ଫୋ-ର-କ ଦ୍ର-ବ୍ଯ ନ ରଖିବା ପାଇଁ ଏବଂ ଯଦି କୌଣସି ବି-ସ୍ଫୋ-ର-କ ଦ୍ର-ବ୍ଯ ରହିଛି ତେବେ ତାକୁ ନିଷ୍କ୍ରିୟ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ଶକ୍ତିଶାଳୀ ବି-ସ୍ଫୋ-ର-ଣ-ରେ ମାଟିରେ ମିଶି ଯାଇଛି ବଳଙ୍ଗା ଥାନା । ବି-ସ୍ଫୋ-ର-ଣ-ରେ ଥା-ନା-ର କାନ୍ଥ ଭୁ-ସୁ-ଡି ପଡିବା ସହ ଅନେକ ଆସବାବପତ୍ର ନଷ୍ଟ ହୋଇଛି । ତେବେ ଏହି ବି-ସ୍ଫୋ-ର-ଣ-ରେ କେହି ମଧ୍ୟ ଆ-ହ-ତ ହୋଇ ନଥିବା ବେଳେ ଥାନାର ୮୦ ଭାଗ ସଂପୂର୍ଣ୍ଣ ଭାବେ ମାଟିରେ ମିଶି ଯାଇଛି । ବି-ସ୍ଫୋ-ର-ଣ-ର ଶବ୍ଦ ଏତେ ଭ-ୟ-ଙ୍କ-ର ଥିଲା ଯେ ଆଖପାଖର ସମସ୍ତ ଲୋକ ଭ-ୟ-ଭୀ-ତ ହୋଇ ପଡିଥିଲେ ।

ତେବେ ଥା-ନା-ରେ ରଖାଯାଇ ଥିବା ବି-ସ୍ଫୋ-ର-କ ଦ୍ର-ବ୍ଯ ଯୋଗୁଁ ବି-ସ୍ଫୋ-ର-ଣ ହୋଇଛି ନା ଏହା ପଛରେ ଅନ୍ୟ କୌଣସି କାରଣ ରହିଛି ଏହାର ଜୋରଦାର ତ-ଦ-ନ୍ତ ଚଳାଇଛି ପୋ-ଲି-ସ । ତେବେ ବର୍ତ୍ତମାନ ସୁଦ୍ଧା ବି-ସ୍ଫୋ-ର-ଣ-ର ପ୍ରକୃତ କାରଣ ସ୍ପଷ୍ଟ ଭାବେ ଜଣା ପଡିନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ ଲାଇକ କରନ୍ତୁ ।