ଏହି ୭ ଜଣ ଲୋକ ଯିଏକି ନିଜ ଅଦ୍ଭୁତ ଶରୀର ପାଇଁ ସାରା ଦୁନିଆରେ ପ୍ରସିଦ୍ଧ

ଦୁନିଆରେ ବହୁତ ଲୋକ ଏମିତି ଥାଆନ୍ତି ଯିଏ ନିଜ ଟ୍ୟାଲେଣ୍ଟ ପାଇଁ ଦୁନିଆରେ ପପୁଲାର ହୋଇଥାନ୍ତି ଓ କିଛି ଏମିତି ବି ଥାଆନ୍ତି ଯିଏ ନିଜ କଳା ପାଇଁ ପପୁଲାର ହୋଇଥାଆନ୍ତି । କିନ୍ତୁ ଦୁନିଆରେ କିଛି ଏମିତି ବି ଲୋକ ଅଛନ୍ତି ଯିଏ ନିଜ ଶରୀର ପାଇଁ ଦୁନିଆରେ ପପୁଲାର ହୋଇଛନ୍ତି ।

୩ ଫୁଟ ୪ ଇଞ୍ଚର ଝିଅ

ତାଙ୍କର ନାମ ଡୁ ପ୍ରେଷ୍ଟା ଅଟେ । ତାଙ୍କର ଉଚ୍ଚତା କେବଳ ୩ ଫୁଟ ୪ ଇଞ୍ଚ ଅଟେ । ଯିଏ ଜଣେ ମଡେଲ ବି ଅଟନ୍ତି ଓ ସେ ନିଜର କମ ଉଚ୍ଚତା ହୋଇ ମଧ୍ୟ ମଡେଲ ହୋଇ ପାରିଛନ୍ତି । ଏଥି ପାଇଁ ସେ ପୁରା ଦୁନିଆରେ ପପୁଲାର ଅଟନ୍ତି ।

ବିନା ଗୋଡରେ ଜନ୍ମ ହୋଇଥିବା ଝିଅ

ଜନ୍ମରୁ ହିଁ ଏହି ଝିଅଙ୍କର ଗୋଡ ନାହିଁ ଓ ସେ ଭଲ ଲାଇଫ ଷ୍ଟାଇଲ ସହିତ ପୁରା ଦୁନିଆରେ ଫେମସ ଅଟନ୍ତି ।

ବୟୋନିକା ହାତର ଝିଅ

କମ ବୟସରେ ହିଁ ଏହି ଝିଅଙ୍କର ହାତ ନକଲି ଅଟେ ଓ ସେ ଏହି ନକଲି ହାତ ସହିତ ଖୁସିରେ ଅଛନ୍ତି । ତାଙ୍କର କହିବା କଥା କି ନିଜ ଶରୀରରେ କୌଣସି ପ୍ରକାରର ଅଭାବ ଥାଇ ମଧ୍ୟ ଆମକୁ ଖୁସିରେ ବଞ୍ଚିବା ଆବଶ୍ୟକ ।

ୟୁନିବ୍ରୋ ଝିଅ

ଏହି ଝିଅ ୟୁନି ବ୍ରୋ ମଡେଲ ସୋଫିଆ ହଡଜିପାନ୍ତେଲି ଅଟନ୍ତି । ଯିଏ ନିଜର ପ୍ରାକୃତିକ ୟୁନି ବ୍ରୋ ସହିତ ନିଜକୁ ଭଲ ପାଇବା ପାଇଁ ପ୍ରେରଣା ଦେଉଛନ୍ତି ।

କହରା ରଙ୍ଗ ବାଳର ପୁଅ

ଦୁନିଆରେ ଏକ ଏମିତି ଜାଗା ଅଛି ଯେଉଁଠି ଲୋକଙ୍କର ବର୍ଣ୍ଣ କଳା କିନ୍ତୁ ତାଙ୍କ ପାଖରେ କହରା ବା ଧଳା ବାଳ ଥାଏ ଯେଉଁମାନେ ପୁରା ଦୁନିଆରେ ପରିଚିତ ।

କାଣୀ ଆଙ୍ଗୁଠି ନ ଥିବା

ଦୁନିଆରେ ବହୁତ ଏମିତି ଲୋକ ଅଛନ୍ତି ଯିଏ ନିଜର କୌଣସି ଶାରୀରିକ ଅଭାବର ସହିତ ଜନ୍ମ ନିଅନ୍ତି । ଯେମିତି କି ଏହି ବ୍ୟକ୍ତି ଯାହାର କାଣୀ ଆଙ୍ଗୁଠି ନାହିଁ ।

ଗୋଟିଏ ରୁ ଅଧିକ ଆଖି ଡୋଳା

ଦୁନିଆରେ କିଛି ଏମିତି ଲୋକ ଅଛନ୍ତି ଯାହାର ଦୁଇଟି ଆଖି ଡୋଳା ଥାଏ ଏହି କାରଣରୁ ତାଙ୍କୁ ସମସ୍ୟା ହୋଇଥାଏ ।

ଆପଣମାନଙ୍କୁ ଆମର ଏହି ପୋଷ୍ଟଟି କିପରି ଲାଗିଲା ମତାମତ କମେଣ୍ଟ ବକ୍ସରେ ଲେଖି ଜଣାଇବେ ଓ ଆହୁରି ଏହି ଭଳି ପୋଷ୍ଟ ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।