ଅଚାନକ ପାରାଦୀପରେ ଲାଗିଲା ଯୁଦ୍ଧ ଯାହାଜ, ଯାହାକୁ ଦେଖିବା ପାଇଁ ଜମା ହୋଇଗଲେ ଲୋକେ…

ଅଚାନକ ପାରାଦୀପ ରେ ଲାଗିଲା ଯୁଦ୍ଧ ଜାହଜ । ସମସ୍ତେ ତାହା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । ଆଉ ସେହି ଜାହଜ କୁ ଦେଖିବା ପାଇଁ ଲୋକ ମାନଙ୍କର ଗହଳି ଦେଖାଗଲା । ହଠାତ ଆସିଲା ଆଉ ପାରାଦୀପ ବନ୍ଦର ରେ ଲାଗିଲା । ଯାହାକୁ ଦେଖି ସ୍ଥାନୀୟ ଲୋକେ ଆଶ୍ଚର୍ଯ୍ୟ ହୋଇଗଲେ । ଯୁଦ୍ଧ ଜାହାଜ କୁ ଦେଖିବା ପରେ ଲୋକଙ୍କ ମନରେ ଭୟ ର ବାତାବରଣ ଖେଳିଗଲା । କଣ ପାଇଁ ଯୁଦ୍ଧ ଜାହାଜ ଲାଗିଲା ବୋଲି ସମସ୍ତଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରିଲା ।

ହଁ ଦର୍ଶକ ବନ୍ଧୁ ତେବେ ସୂଚନା ଅନୁଯାୟୀ ପାରାଦୀପ ରେ ଲାଗିଛି ଯୁଦ୍ଧ ଜାହଜ ଆଇଏନଏସ ଦର୍ଶକ । ଆଉ ଏହି ଜାହଜ ଟି ହଠାତ ଆସି ମେରାଇନ ବର୍ଦ୍ଧ ରେ ବର୍ଦ୍ଧିତ ହୋଇଛି । ଏମିତି କଣ ପାଇଁ ହୋଇଛି ଆଗ କେହି ବି ଜାଣି ପାରି ନ ଥିଲେ । ହେଲେ ପରେ କାରଣ ଜାଣିବାକୁ ପାଇଥିଲେ । ଯୁଦ୍ଧ ଜାହଜ କୁ ଦେଖିବା ପାଇଁ ଲୋକ ମାନେ ଇଚ୍ଛା କରିଥିଲେ ମଧ୍ୟ ପାଖକୁ କାହାରି କୁ ଛଡା ଯାଇ ନ ଥିଲା ।

ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି । ଯେଉଁଥି ରେ ସ୍ପଷ୍ଟ ହେଉଛି ପାରାଦୀପ ରେ ଲାଗିଛି ଯୁଦ୍ଧ ଜାହଜ ଆଇଏନଏସ ଦର୍ଶକ । ଏହି ବିଶାଳ ଜାହଜ ଟି ପାଣି ରରେ ଲାଗିଛି । ସୂଚନା ଅନୁଯାୟୀ ଜାହଜ ରେ ଜଣେ ଯବାନ ଅଚାନକ ଅସୁସ୍ଥ ହୋଇ ଯାଇଥିଲେ । ଯବାନ ଙ୍କୁ ପ୍ରବଳ ଜ୍ଵର ହୋଇଥିବା ବେଳେ ତାଙ୍କ ଛାତି ରେ ଅଧିକ ଯନ୍ତ୍ରଣା ହୋଇଥିଲା ।

ଯାହାକୁ ନେଇ ପାରାଦୀପ ରେ ଅଚାନକ ହୋଇଥିଲା ଆଇଏନଏସ ଦର୍ଶକ ଜାହାଜ ର ଏମର୍ଜେନ୍ସି ବର୍ଦ୍ଧି । ତେବେ ଯବାନ ଙ୍କୁ କୋଷ୍ଟ ଗାର୍ଡ଼ ର ଆମ୍ବୁଲାନ୍ସ ରେ ପାରାଦୀପ ବନ୍ଦର ର ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରା ଯାଇଥିଲା । ସେପଟେ ପ୍ରାଥମିକ ଚିକିତ୍ସା ପରେ ଯବାନ ଙ୍କୁ ଚିଲିକା ମୁଖ୍ୟାଳୟ କୁ ପଠାଇ ଦିଆ ଯାଇଛି । ତେବେ ଯୁଦ୍ଧ ଜାହାଜ ଟି ଲାଗିବାର ମୁଖ୍ୟ କାରଣ ଜଣା ପଡିବା ପରେ ଏବେ ଆଉ ଚାଞ୍ଚଲ୍ୟ ସୃଷ୍ଟି ହୋଇ ନାହିଁ ।

ତେବେ ଯବାନ ଙ୍କୁ ଚିକିତ୍ସା ଏବେ ବି ଜାରି ରହିଛି । ଯବାନ ଜଣକ ସଂପୂର୍ଣ୍ଣ ଭାବେ ସୁସ୍ଥ ହେବା ପରେ ଜାହାଜ ନେଇ ଫେରିବେ ବୋଲି ଆଶା କରା ଯାଉଛି । ବନ୍ଧୁଗଣ ଆପଣ ମାନେ ଏଭଳି ଅପଡେଟ ଆଗକୁ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।