Sidharth ଙ୍କ ପରେ TV ଇଣ୍ଡଷ୍ଟ୍ରି ରେ ପୁଣି ଶୋକର ଲହରୀ, ଆତ୍ମହତ୍ୟା କଲେ ଏହି ଲୋକପ୍ରିୟ ଅଭିନେତ୍ରୀ, ଶେଷ ସମୟରେ ସୁସାଇଡ ନୋଟ ରେ ଲେଖିଗଲେ, ‘ପାପା ମମି ସୋ ସରି, ମୁଁ…’

ଆ-ତ୍ମ-ହ-ତ୍ୟା କରିଛନ୍ତି କନ୍ନଡ ଟେଲିଭିଜନ ଅଭିନେତ୍ରୀ ସୌଜନ୍ୟା । ବାଙ୍ଗାଲୁରୁର କୁମ୍ବଲଗୋଡୁରେ ସେ ରହୁଥିବା ଆପାର୍ଟମେଣ୍ଟରେ ଆ-ତ୍ମ-ହ-ତ୍ୟା କରିଛନ୍ତି । ତାଙ୍କ ଆପାର୍ଟମେଣ୍ଟରେ ତାଙ୍କ ମୃ-ତ-ଦେ-ହ ଫା-ଶୀ-ରେ ଝୁ-ଲୁ-ଥି-ବା ଅବସ୍ଥାରେ ପୋ-ଲି-ସ- ଉଦ୍ଧାର କରିଥିଲା । ପୋ-ଲି-ସ ତାଙ୍କ ମୃ-ତ-ଦେ-ହ-କୁ ଜ-ବ-ତ କରିବା ସହ ଓ ଏନେଇ ଏକ ମା-ମ-ଲା ମଧ୍ୟ ରୁ-ଜୁ କରିଛି । ବର୍ତ୍ତମାନ ତାଙ୍କ ଆ-ତ୍ମ-ହ-ତ୍ୟା ସମ୍ପର୍କରେ ତ-ଦ-ନ୍ତ ଚାଲିଛି ।

ସୌଜନ୍ୟା ଏହିଭଳି ଏକ ଆ-ତ୍ମ-ଘା-ତୀ ପଦକ୍ଷେପ କଣ ପାଇଁ ସେ ନେଇ ଏବେ ଯାଏଁ କୌଣସି କାରଣ ସ୍ପଷ୍ଟ ହୋଇନାହିଁ । ସୌଜନ୍ୟାଙ୍କ ମୃ-ତ୍ୟୁ ଖ-ବ-ର କନ୍ନଡ ଟେଲିଭିଜନ ଇଣ୍ଡଷ୍ଟ୍ରିକୁ ସ୍ତବ୍ଧ କରି ଦେଇଛି । ମୃ-ତ୍ୟୁ ବେଳକୁ ସୌଜନ୍ୟାଙ୍କୁ ମାତ୍ର  ୨୫ ବର୍ଷ ହୋଇଥିଲା । ସେ କୋଡାଗୁ ଜିଲ୍ଲାର କୁଶଲନଗରର ବାସିନ୍ଦା ଥିଲେ । କିନ୍ତୁ କାମ ପାଇଁ ସେ ବାଙ୍ଗାଲୁରୁ ଆସିଥିଲେ । ଗୁରୁବାର ଦିନ ସକାଳେ ପୋଲିସ ତାଙ୍କ ଆପର୍ଟମେଣ୍ଟରୁ ସୌଜନ୍ୟାଙ୍କ ମୃ-ତ-ଦେ-ହ ଉଦ୍ଧାର କରିଥିଲା ।

ତାଙ୍କ ଆପର୍ଟମେଣ୍ଟରୁ ଏକ ସୁ-ଇ-ସା-ଇ-ଡ ନୋ-ଟ ମଧ୍ୟ ଜ-ବ-ତ କରିଛି ପୋ-ଲି-ସ । ଯେଉଁଥିରେ ସ୍ଵାସ୍ଥ୍ୟଗତ ସମସ୍ଯା ଯୋଗୁଁ ସେ ମା-ନ-ସି-କ ଅ-ଶା-ନ୍ତି-ରେ ଥିବା ଉଲ୍ଲେଖ କରିଛନ୍ତି । ଆ-ତ୍ମ-ହ-ତ୍ୟା ପରି ଏକ ଚରମ ପଦକ୍ଷେପ ନେଇ ଥିବାରୁ ସେ ତାଙ୍କ ସୁ-ଇ-ସା-ଇ-ଡ ନୋ-ଟ-ରେ ବାପା ମା ଙ୍କୁ କ୍ଷମା ମାଗିଛନ୍ତି । ସୌଜନ୍ୟା ନିଜ ସୁ-ଇ-ସା-ଇ-ଡ ନୋ-ଟ-ରେ ନିଜ ମୃ-ତ୍ୟୁ ପାଇଁ କାହାରୀକୁ ମଧ୍ୟ ଦାୟୀ କରି ନାହାନ୍ତି । ବର୍ତ୍ତମାନ ପୋ-ଲି-ସ ମା-ମ-ଲା-ର ଯା-ଞ୍ଚ କରୁଛି ।

ସୌଜନ୍ୟା ନିଜ ସୁ-ଇ-ସା-ଇ-ଡ ନୋ-ଟ-ରେ ଲେଖିଛନ୍ତି- “ମାଈ ଡିୟର ଫ୍ୟାମିଲି, ମୁଁ ଏହି ଯେଉଁ ପଦକ୍ଷେପ ନେବାକୁ ଯାଉଛି ଏଥିପାଇଁ ସମସ୍ତଙ୍କୁ କ୍ଷମା ମାଗୁଛି ।” ଆପଣଙ୍କୁ ଜଣାଇ ଦେଉଛୁ ଯେ, ଅଭିନେତ୍ରୀ ଗତ ୨୭ ସେପ୍ଟେମ୍ବର ଦିନ ଏକ ସୁ-ଇ-ସା-ଇ-ଡ ନୋ-ଟ ଲେଖିଥିଲେ । ଯେଉଁଥିରେ ସେ ଜଣାଇ ଥିଲେ କି, ତାଙ୍କର ମା-ନ-ସି-କ ସ୍ୱା-ସ୍ଥ୍ୟ ଠିକ ନଥିଲା ଓ ସେ ଡି-ପ୍ରେ-ସ-ନ-ରେ ଥିଲେ । ନିଜ ସୁ-ଇ-ସା-ଇ-ଡ ନୋଟରେ ସୌଜନ୍ୟା ଅନେକ ଥର ନିଜ ପିତାମାତାଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି ।