ଆମ ବଗି ଓଭର ଲୋଡ ଥିଲା ! 288 ଲୋକ ମରିବା ମିଛ କଥା, ଆମେ ମାତ୍ର 8 ଜଣ ବଞ୍ଚିଛୁ…. ଦେଖନ୍ତୁ Train Accidentରୁ ବଞ୍ଚିଥିବା ଯାତ୍ରୀ ବଖାଣିଲେ ଅଙ୍ଗେ ଲଭାଇଥିବା ଘଟଣା

ନମସ୍କାର ବନ୍ଧୁଗଣ । ଗତ ଶୁକ୍ରବାର ଦିନ ଘଟିଛି ବଡ ଦୁର୍ଘଟଣା । ଯାହା ପୂର୍ବରୁ କେହି କେବେ ଦେଖି ନ ଥିଲେ କି କେବେ ଏମିତି ଦୁର୍ଘଟଣା ଘଟି ନ ଥିଲା । ତେବେ 3ଟି ଟ୍ରେନ ପରସ୍ପର ସହ ଧକ୍କା ହେବା ପରେ ଯାହା ସ୍ଥିତି ଉପୂଜିଥିଲା ତାହାକୁ ନେଇ ଏବ ଚାରି ଆଡେ ଚର୍ଚ୍ଚା ଧରିଛି । ତେବେ ଟ୍ରେନ ଦୁର୍ଘଟଣା ଏତେ ବଡ ଥିଲା ଯେ ଯାହା ପୂର୍ବରୁ ଓଡିଶାରେ କେବେ ଘଟି ନାହିଁ ।

ଏହି ଦୁର୍ଘଟଣା ରେ ଲକ୍ଷ ଲକ୍ଷ ଲୋକ ଆହତ ହେବା ସହ ଅନେକ ଲୋକଙ୍କର ମୃତ୍ୟୁ ଘଟି ସାରିଛି । ଏବେ ଯାଏଁ ବି ଲୋକ ମାନେ ବଗି ରେ ଫସି ରହିଛନ୍ତି । ଆଉ ଉଧାର କାର୍ଯ୍ୟ ଏବେ ବି ଜାରି ରହିଛି । ହଠାତ ଏମିତି କିଛି ହୋଇଯିବ ତାହା କେହି କେବେ ଭାବି ନ ଥିଲେ । ଏ ନେଇ ଜଣେ ବ୍ୟକ୍ତି ଗଣମାଧ୍ୟମ ରେ କେମିତି ଦୁର୍ଘଟଣା ରୁ ବଞ୍ଚିକି ଆସିଛନ୍ତି ତାହାକୁ ନେଇ ବଡ ବୟାନ ଦେଇଛନ୍ତି ।

ଆସନ୍ତୁ ଆଉ ଡେରି ନ କରି ଜାଣିବା ପୁରା ଖବର ବିଷୟରେ ବିସ୍ତାର ଭାବେ । ବ୍ୟକ୍ତି ଜଣକ କହୁଛନ୍ତି କି “288 ନୁହେଁ ବରଂ ବହୁତ ଲୋକ ମରିଛନ୍ତି । ଏଟା ମିଛ କଥା । ପ୍ରତୀକ୍ଷା ଆମେ ଥିଲୁ ସେତେବେଳେ 288 ମରିଥିବେ । କିନ୍ତୁ ଆମେ ବାହାରିଲା ପରେ ଅନେକ ଲୋକ ମରିଛନ୍ତି । ଫ୍ୟାନ ଗୁଡାକ ଖସି ଖସି ପଡୁଛି ଉପର ସିଟ ପଡି ଯାଉଛି ।

ଏ ଭିତରେ ବହୁତ ଲୋକ ମରିଛନ୍ତି କହି ହଉନି ସେ କଥା । କେମିତି ଆମେ ବାହାରିଲୁ । ଆମ ବଗି ଓଭର ଲୋଡ ଥିଲା କିନ୍ତୁ ଆମ ବଗିରେ ଆମେ ମାତ୍ର 8 ଜଣ ବଞ୍ଚିଛୁ । ଆମେ ହାଇଦ୍ରାବାଦ ଯାଉଥିଲୁ । ସେଠାରେ ଆମେ କରୁ । ଆମେ କରୋମଣ୍ଡଳ ଏକ୍ସପ୍ରେସ ରେ ଯାଉଥିଲୁ । ଆମ ଘର ମୟୂଭଞ୍ଜ ଜିଲ୍ଲା ରେ ।

ମୁଁ ବି ଭାବି ନ ଥିଲି ମୁଁ ବଞ୍ଚିବୀ ବୋଲି । ଟ୍ରେନ ଭିତରେ ଥାଇ ମୁଁ ଘରକୁ ଫୋନ କରିଲି ଆଉ କହିଲି ଜଲ୍ଦି ଆସ ଏଠାରୁ ଆମକୁ ଉଧାର କର । ବ୍ୟକ୍ତି ଙ୍କ ସ୍ତ୍ରୀ ଜଣକ କହୁଛନ୍ତି ଯେ ଏବେ ଯାଏଁ ବି ମୋ ସ୍ଵାମୀ ସଂପୂର୍ଣ୍ଣ ଭଲ ହୋଇ ନାହାନ୍ତି । ତେବେ କେମିତି ମୁଁ ଖୁସି ହେବି । ସେତେବେଳର କଥା କହି ହେବ ନାହିଁ । ବହୁତ ଦୁଃଖ ଲାଗୁଛି । ଆମେ ଜାଣିଛୁ ମୋ ସ୍ଵାମୀ ବଞ୍ଚିଛନ୍ତି । ଆଉ ମୋ ଭାଇ ମଧ୍ୟ ବଞ୍ଚିଛନ୍ତି ବୋଲି ଆମେ ଜାଣିଥିଲୁ” । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।