ମୃତ୍ୟୁ ସଂଖ୍ୟା 1000 ପାର୍ ହେଲାଣି ! ନ୍ୟୁଜ୍ ଦେଖାଉଛି ସବୁ ମିଛ… ଦେଖନ୍ତୁ ଏହି ବ୍ୟକ୍ତି ଜଣଙ୍କ ଯାହା କହୁଛନ୍ତି ଶୁଣି ଆପଣଙ୍କ ମୁଣ୍ଡ ଘୁରିବ

ନମସ୍କାର ବନ୍ଧୁଗଣ । ଗତ ଶୁକ୍ରବାର ଦିନ କରୋମଣ୍ଡଳ ଏକ୍ସପ୍ରେସ, ସାଇବୋଝେଇ ଟ୍ରେନ ଓ ଯଶୋବନ୍ତ ଏକ୍ସପ୍ରେସ ଦୁର୍ଘଟଣା ଗ୍ରସ୍ତ ହୋଇଛନ୍ତି । ଯାହା କାରଣରୁ ହଜାର ହଜାର ଲୋକ ମାନେ ଆହତ ହେବା ସହ ଅନେକ ସଂଖ୍ୟା ରେ ମୃତ୍ୟୁବରଣ ମଧ୍ୟ କରିଛନ୍ତି । ତେବେ ଏ ନେଇ ଗତ 3 ଦିନ ହେବ ଖବର ପ୍ରସାର ହେବା ସହ ଲୋକ ମାନଙ୍କୁ ଉଧାର କରା ଯାଉଛି ।

ତଥାପି ଅନେକ ଲୋକଙ୍କର ମୃତ୍ୟୁ ଘଟିଛି । ଏ ନେଇ ଜଣେ ବ୍ୟକ୍ତି ଏହି ଘଟଣା ବାବଦରେ ଗଣମାଧ୍ୟମ ରେ ନିଜର ବୟାନ ଦେଇଛନ୍ତି । ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ଆସନ୍ତୁ ଆଉ ଡେରି ନ କରି ଜାଣିବା ପୁରା ଘଟଣା ବିଷୟରେ । ବ୍ୟକ୍ତି ଜଣକ କହିଛନ୍ତି ଯେ “ଏଭଳି ଦୁର୍ଘଟଣା ଦିନ ଥିଲା ଶୁକ୍ରବାର ଯାଜପୁର ରେ ମଧ୍ୟ ଘଟି ସାରିଛି ।

ଏହି ଦୁର୍ଘଟଣା ଘଟିବା ପରେ ବାହାନଗା ବାସୀ ସାଥ ଦେଖାଇଛନ୍ତି । ବାଲେଶ୍ଵର ବାସୀ ବ୍ଲଡ଼ କ୍ୟାମ୍ପ ରେ ସାହାର୍ଯ୍ୟ କରୁଛନ୍ତି । ଯିଏ ଦେଖିବ ଏ ସବୁ ଦୃଶ୍ୟ ସେ ହିଁ ଜାଣିପାରିବ । ସେତେବେଳେ କଣ ହୋଇଥିଲା ଆଉ କେମିତି ଦୁର୍ଘଟଣା ଘଟିଥିଲା । ଦେଖିବାକୁ ଗଲେ ମୃତ୍ୟୁ ସଂଖ୍ୟା 1000 ହେଲାଣି । କିନ୍ତୁ ନ୍ଯୁଜ ଦେଖାଉଛି ସବୁ ମିଛ କଥା ।

ଆଗକୁ ଯେମିତି ଏମିତି ଦୁର୍ଘଟଣା ନ ହୁଏ ସେଥିପ୍ରତି ଯଦି କିଛି ଷ୍ଟେପ ନିଯାଏ ତେବେ ଭଲ ହୁଅନ୍ତା । ଯଦି କାମ ସରିଯିବା ପରେ ରାଜନେତା ଆସନ୍ତି ତେବେ ସେଠାରେ କିଛି ବି ଲାଭ ନାହିଁ । ଏମିତି ଦୁର୍ଘଟଣା ଆଉ ଓଡିଶାରେ ନ ଘଠୁ ଏତିକି ଆମେ ସମସ୍ତେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛୁ ।

ଏବେ ବି ସୁଧା ଲୋକ ମାନେ ଭିତରେ ଫସି ରହିଛନ୍ତି । ହୃଦୟର ବେଦନା ଯାହା ଆମେ ଦେଖିଛୁ ଯେଉଁଠି ଗୋଟେ ମା ତାର ଛୁଆ କୁ ଖୋଜୁଛି ।ଆଉ ଛୁଆ ମିଳୁ ନାହିଁ । ଏମିତି ଦୃଶ୍ୟ ଆମେ କେବେ ବି ଆମ ଜୀବନରେ ଦେଖି ନାହୁଁ । ସେ ସବୁ ଘଟଣା ବର୍ଣ୍ଣନା କରି ହେବ ନାହିଁ ।

ଗୋଟେ ବଗି ରେ 50ରୁ 60 ଜଣ ମୃତ୍ୟୁବରଣ କରିଛନ୍ତି ଆଉ ଗୋଟେ ଲୋକେ ହିଁ ବଞ୍ଚିଛି । ଅନ୍ୟ ଏକ ବଗି ରେ ଗୋଟେ ଛୁଆ ଏମିତି ଫସି ଯାଇଥିଲା ଯାହାକୁ ଆମେ ରାତି 1ଟା ଯାଏଁ ଉଧାର କରିବାକୁ ଚେଷ୍ଟା କରିଲୁ । କିଇନ୍ତୁ ତାର ବି ମୃତ୍ୟୁ ହୋଇଗଲା । 2000 ରୁ ଅଧିକ ସ୍ଵେଚ୍ଛାସେବୀ ମାନେ ବହୁତ ସାହାର୍ଯ୍ୟ କରିଛନ୍ତି ସେଟା ବହୁତ ବଡ କଥା । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବରକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।