Interesting GK Question: ଆଖିର ଲୁହ କାହିଁକି ଲୁଣିଆ ଲାଗେ ? ଏହା ସହ ପଢନ୍ତୁ ଆହୁରି 20 ଟି Clever GK Quiz

ରାଜ୍ୟ ସରକାର ବର୍ତ୍ତମାନ ସରକାରୀ ଚାକିରି ଆବେଦନ ପାଇଁ ବୟସ ସୀମା ବୃଦ୍ଧି କରି ଦେଇଛନ୍ତି । ଆସନ୍ତା ତିନି ବର୍ଷ ମଧ୍ୟରେ ସରକାର ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ପ୍ରାର୍ଥୀମାନଙ୍କୁ ଏଥିପାଇଁ ଅନେକ ସୁଯୋଗ ପ୍ରାପ୍ତ ହେବାକୁ ଯାଉଛି । ତେବେ ଏଥିପାଇଁ ଅନ୍ଯାନ୍ଯ ଜ୍ଞାନ ସହ ସଠିକ ସାଧାରଣ ଜ୍ଞାନ ରହିଥିବା ମଧ୍ୟ ନିହାତି ଆବଶ୍ୟକ । ଆଜି ଆମେ ଆପଣଙ୍କ ପାଇଁ କିଛି ସାଧାରଣ ଜ୍ଞାନ ସମ୍ବନ୍ଧିତ ପ୍ରଶ୍ନୋତ୍ତର ନେଇ ଆସିଛୁ ଯାହା ଆପଣଙ୍କୁ ପ୍ରତିଯୋଗୀତା ମୂଳକ ପରୀକ୍ଷାରେ ନିଶ୍ଚୟ ସହଯୋଗ କରିବ ।

୧- ପ୍ରଥମ ଟେଷ୍ଟଟ୍ଯୁବ ଶିଶୁ କେବେ ଓ କେଉଁଠାରେ ଜନ୍ମ ହୋଇଥିଲା ?

ଉ: ବ୍ରିଟିଶ ହସ୍ପିଟାଲ, ୧୯୭୮ରେ

୨- ଗୋଟିଏ ଟେବୁଲ ଉପରେ ଦୁଇଟି ପ୍ଳେଟରେ ଦୁଇଟି ସେଓ ଅଛି । ୩ ଜଣ ଲୋକ ନକାଟି କିପରି ଗୋଟିଏ ଲେଖାଏଁ ସେଓ ଖାଇବେ ?

ଉ: ଗୋଟିଏ ଟେବୁଲରେ ଦୁଇଟି ପ୍ଳେଟରେ ସେଓ ଅଛି ଅର୍ଥାତ ସମୁଦାୟ ୪ଟି ସେଓ ଅଛି । ତିନି ଜଣ ଲୋକ ଆରମରେ ଗୋଟିଏ ଲେଖାଏଁ ଖାଇବେ

୩- ସ୍ଵାଧୀନତା ପରେ ପ୍ରଥମ ଓଡିଆ ରାଜ୍ୟପାଳ କିଏ ଥିଲେ ?

ଉ: କୈଳାସ ନାଥ କାଟଜୁ

୪- ଜଣେ ବ୍ୟକ୍ତି ଭାରତର ପ୍ରଧାନମନ୍ତ୍ରୀ ହେବା ପାଇଁ ତାଙ୍କର ସର୍ବନିମ୍ନ ବୟସ କେତେ ହେବା ଦରକାର ?

ଉ: ୨୫ ବର୍ଷ

୫- ବିଶ୍ଵର ସବୁଠାରୁ ବଡ ବିମାନ ବନ୍ଦର କେଉଁଠାରେ ଅଛି ?

ଉ: ସାଉଦି ଆରବ

୬- କେଉଁ ଦେଶରେ ଗୋଟିଏ ହେଲେବି ଆଦି ନାହିଁ ?

ଉ: ସାଉଦି ଆରବ

୭- କେଉଁ ପକ୍ଷୀ ଜୀବନରେ ଥରେ ଛୁଆ ଜନ୍ମ କରେ ?

ଉ: କୁଆ

୮- କେଉଁ ଜୀବର ରକ୍ତର ରଙ୍ଗ ଧଳା ?

ଉ: ଝିଣ୍ଟିକା

୯- କେଉଁ ଦିନ ବିଶ୍ବରେ କୁଷ୍ଠରୋଗ ଦିବସ ପାଳନ କରାଯାଏ ?

ଉ: ୩୦ ଜାନୁୟାରୀ

୧୦- କାହାକୁ ଓଡିଶାର ଭୂମି ପୁତ୍ର ବୋଲି କୁହନ୍ତି ?

ଉ: ବିଜୁ ପଟ୍ଟନାୟକ

୧୧- ଓଡିଶାର ବାଣୀକ୍ଷେତ୍ର କେଉଁଠାରେ ଅବସ୍ଥିତ ?

ଉ: ଜଗତସିଂପୁର

୧୨- କେଉଁ ଦୁଇଟି ନଦୀର ମିଶ୍ରଣରେ ବ୍ରାହ୍ମଣୀ ନଦୀ ସୃଷ୍ଟି ହୋଇଛି ?

ଉ: ଶଙ୍ଖ ଏବଂ କୋଏଲ

୧୩- କେଉଁ ମସିହାରେ ଓଡିଶାରେ ମହାବାତ୍ୟା ହୋଇଥିଲା ?

ଉ: ୧୯୯୯

୧୪- ପାକିସ୍ତାନର ରାଜଧାନୀର ନାମ କଣ ?

ଉ: ଇସଲାମାବାଦ

୧୫- ମଣିଷ ରକ୍ତର PH କେତେ

ଉ: ୭.୪

୧୬- ଫ୍ଲିପକାର୍ଟ କେଉଁ ଦେଶର କମ୍ପାନୀ ?

ଉ: ଭାରତ

୧୭- କିଏ ଲଗାତାର ଦୁଇଥର ଭାରତର ରାଷ୍ଟ୍ରପତି ହୋଇଛନ୍ତି ?

ଉ: ଡକ୍ଟର ରାଜେନ୍ଦ୍ର ପ୍ରସାଦ

୧୮- ରାଜ୍ୟପାଳଙ୍କୁ କିଏ ନିଯୁକ୍ତି କରନ୍ତି ?

ଉ: ରାଷ୍ଟ୍ରପତି

୧୯- ବିଶ୍ଵର କେଉଁ ନଦୀର ପାଣି ଗରମ ହୋଇଥାଏ ?

ଉ: ନୀଳ ନଦୀ

୨୦- ଆଖିର ଲୁହ କାହିଁକି ଲୁଣିଆ ଲାଗେ?

ଉ: ଲୁହରେ ସୋଡିୟମ କ୍ଳୋରାଇଡ ଥିବାରୁ ତାହା ଲୁଣିଆ ଲାଗେ ।

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।