ଆଜି ଭୟଙ୍କର ଶସ୍ତା ହେଲା ସୁନା, ଦେଖନ୍ତୁ କେତେ ରହିଛି ଆଜିର 22 ଓ 24 କ୍ୟାରେଟ Gold Rate

କହିବାକୁ ଗଲେ ଗତ ଦୁଇ ଦିନ ମଧ୍ୟରେ ସୁନାର ମୂଲ୍ୟ ପୂର୍ବ ଅପେକ୍ଷା ବହୁତ କମ ହୋଇଛି । ଏମିତିରେ ଆପଣ ଯଦି ଚାହିଁବେ ତେବେ ବର୍ତ୍ତମାନ ସମୟରେ ସୁନା କିଣି ପାରିବେ । ଅନ୍ୟ ପଟେ କରୋନାର ସଂକ୍ରମଣ ସଂଖ୍ୟା ବି କମି ଯାଇଛି । ଯାହା ଦ୍ଵାରା ଲୋକମାନେ ବର୍ତ୍ତମାନ ଆଶ୍ଵସ୍ତି ମନେ କରୁଛନ୍ତି । ଏହି କ୍ରମରେ ଆଜି ସୁନାର ମୂଲ୍ୟ କେତେ ଅଛି ଓ ସୁନା ଗତକାଲି ଅପେକ୍ଷା କେତେ କମିଛି ଚାଳନ୍ତୁ ସେହି ବିଷୟରେ ଜାଣିବା ।

ଆଜି ୮ ଜାନୁୟାରୀ ୨୦୨୦ ବୁଧବାର ଦିନ ୧୮ କ୍ୟାରେଟ ସୁନା ୧ ଗ୍ରାମକୁ ୪,୦୧୨ ଟଙ୍କା, ୮ ଗ୍ରାମକୁ ୩୨,୦୯୨ ଟଙ୍କା, ୧୦ ଗ୍ରାମକୁ ୪୦,୧୧୫ ଟଙ୍କା ଓ ୧୦୦ ଗ୍ରାମ ସୁନାର ଦାମ ୪,୦୧,୧୫୦ ଟଙ୍କା ଅଛି । ଆପଣଙ୍କୁ କହିଦେଉଛୁ କି ଗତ କାଲି ୧୮ କ୍ୟାରେଟ ସୁନା ୧୦ ଗ୍ରାମ ୪୦,୭୭୦ ଟଙ୍କା ଥିଲା । ଏମିତିରେ ଆଜି ୪୦,୧୧୫ ଟଙ୍କା ଅଛି ତେବେ କାଲି ଅପେକ୍ଷା ଆଜି ୬୫୫ ଟଙ୍କା କମିଛି ।

ଯଦି ୨୨ କ୍ୟାରେଟ ସୁନା ବିଷୟରେ କହିବା ତେବେ ୨୨ କ୍ୟାରେଟ ସୁନା ୧ ଗ୍ରାମକୁ ୪,୭୫୦ ଟଙ୍କା, ୮ ଗ୍ରାମକୁ ୩୭,୦୦୦ ଟଙ୍କା, ୧୦ ଗ୍ରାମକୁ ୪୭,୫୦୦ ଟଙ୍କା, ୧୦୦ ଗ୍ରାମ ସୁନାର ମୂଲ୍ୟ ୪,୭୫,୦୦୦ ଟଙ୍କା ଅଛି । କହିବାକୁ ଗଲେ ଆଜି ୨୨ କ୍ୟାରେଟ ସୁନା ପ୍ରତି ୧୦ ଗ୍ରାମକୁ କାଲି ଅପେକ୍ଷା ୫୦୦ ଟଙ୍କା କମ ହୋଇଛି ।

ସେହିଭଳି ୨୪ କ୍ୟାରେଟ ସୁନା ୧ ଗ୍ରାମକୁ ୫,୧୮୫ ଟଙ୍କା, ୮ ଗ୍ରାମକୁ ୪୧,୪୮୦ ଟଙ୍କା, ୧୦ ଗ୍ରାମକୁ ୫୧,୮୫୦ ଟଙ୍କା, ୧୦୦ ଗ୍ରାମକୁ ୫,୧୮,୫୦୦ ଟଙ୍କା ଅଛି । କହିବାକୁ ଗଲେ ଆଜି ୨୪ କ୍ୟାରେଟ ସୁନା ପ୍ରତି ୧୦ ଗ୍ରାମକୁ କାଲି ଅପେକ୍ଷା ୫୧୦ ଟଙ୍କା କମ ହୋଇଛି ।

ଯଦି ଚାନ୍ଦି ବିଷୟରେ କଥାବାର୍ତ୍ତା କରିବା ତେବେ ଆଜି ଚାନ୍ଦି ଚାନ୍ଦିର ମୂଲ୍ୟ ବି ହ୍ରାସ ପାଇଛି । ଆଜି ଚାନ୍ଦି ୧ ଗ୍ରାମକୁ ୭୪.୨୦ ଟଙ୍କା, ୮ ଗ୍ରାମକୁ ୫୯୩.୬୦ ଟଙ୍କା, ୧୦ ଗ୍ରାମକୁ ୭୪୨ ଟଙ୍କା, ୧୦୦ ଗ୍ରାମକୁ ୭,୪୨୦ ଟଙ୍କା ଓ ୧ କିଲୋ ଚାନ୍ଦିର ଦାମ ୭୪,୨୦୦ ଟଙ୍କା ଅଛି ।

କହିବାକୁ ଗଲେ ଆଜି ଚାନ୍ଦି କାଲି ଅପେକ୍ଷା ପ୍ରତି ୧ କିଲୋକୁ ୯୦୦ ଟଙ୍କା କମିଛି । ଏମିତିରେ ଆପଣ ବର୍ତ୍ତମାନ ସୁନା ଓ ଚାନ୍ଦି କିଣି ପାରିବେ ।ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।