ଭୟଙ୍କର ଶସ୍ତା ହେଲା ସୁନାଦର, ଦେଖନ୍ତୁ କେତେ ଅଛି ଆଜି 5 ଡିସେମ୍ବର Gold rate

ଏହି ଦୁନିଆରେ ସମସ୍ତେ ସୁନା ଓ ଚାନ୍ଦି କିଣିବାକୁ ଭଲ ପାଆନ୍ତି । କାରଣ ସୁନା ଓ ଚାନ୍ଦି ଜଣଙ୍କୁ ବହୁତ ସୁନ୍ଦର ପରିଦର୍ଶନ କରାଇଥାଏ । କିନ୍ତୁ ଯେତେବେଳେ ସୁନା ଓ ଚାନ୍ଦିର ଦାମ ଶୁଣନ୍ତି ତେବେ ସମସ୍ତ ଅଳ୍ପ ଭୟଭୀତ ହୋଇ ଯାଆନ୍ତି । କାରଣ ଆଜିକାଲି ସୁନା ଓ ଚାନ୍ଦିର ଦାମ ଆକାଶ ଛୁଆ ହୋଇ ଯାଇଛି । ଏହା ସାହିର ପ୍ରାୟତଃ ସମସ୍ତେ ସୁନା ଓ ଚାନ୍ଦିର ଦାମ ବିଷୟରେ ବିଶେଷ କିଛି ଜାଣି ବି ନ ଥାନ୍ତି ।

ଏମିତିରେ ଆଜି ଆମେ ଆପଣଙ୍କୁ ଆଜି ଦିନରେ ସୁନା ଓ ଚାନ୍ଦିର ଦାମ କେତେ ରହିଛି ଓ କାଲି ଅପେକ୍ଷା ସୁନା ଆଜି ବଢି ନା କମିଛି ସେହି ବିଷୟରେ କହିବୁ । ତେବେ ଚାଳନ୍ତୁ ଜାଣିବା ଆଜି ସୁନାର ରେଟ କେତେ ଅଛି ।

କହିବାକୁ ଗଲେ ଆଜି ୫ ଡିସେମ୍ବର ୨୦୨୦ ରବିବାର ଦିନ ୧୮ କ୍ୟାରେଟ ସୁନା ୧ ଗ୍ରାମକୁ ୩,୮୬୬ ଟଙ୍କା, ୮ ଗ୍ରାମକୁ ୩୦,୯୨୮ ଟଙ୍କା, ୧୦ ଗ୍ରାମକୁ ୩୮,୬୬୦ ଟଙ୍କା ଓ ୧୦୦ ଗ୍ରାମ ସୁନାର ଦାମ ୩,୮୬,୬୦୦ ଟଙ୍କା ଅଛି । ଏମିତିରେ ୧୮ କ୍ୟାରେଟ ସୁନା ୧୦ ଗ୍ରାମର ମୂଲ୍ୟ କାଲି ଅପେକ୍ଷା କିଛି ବଢି ନାହିଁ ।

ଯଦି ୨୨ କ୍ୟାରେଟ ସୁନା ବିଷୟରେ କହିବା ତେବେ ଆଜି ୫ ଡିସେମ୍ବର ୨୦୨୦ ଶନିବାର ଦିନ ୨୨ କ୍ୟାରେଟ ସୁନା ୧ ଗ୍ରାମକୁ ୪,୫୯୦ ଟଙ୍କା, ୮ ଗ୍ରାମକୁ ୩୬,୭୨୦ ଟଙ୍କା, ୧୦ ଗ୍ରାମକୁ ୪୫,୯୦୦ ଟଙ୍କା ଓ ୧୦୦ ଗ୍ରାମ ସୁନାର ଦାମ ୪,୫୯,୦୦୦ ଟଙ୍କା ଅଛି । ୨୨ କ୍ୟାରେଟ ସୁନା ୧୦ ଗ୍ରାମକୁ କାଲି ଅପେକ୍ଷା ୨୦୦ ଟଙ୍କା କମିଛି । କାରଣ କାଲି ୨୨ କ୍ୟାରେଟ ସୁନା ୧୦ ଗ୍ରାମକୁ ୪୬,୧୦୦ ଟଙ୍କା ଥିଲା ।

ସେହିଭଳି ୨୪ କ୍ୟାରେଟ ସୁନା ୧ ଗ୍ରାମକୁ ୫,୦୦୭ ଟଙ୍କା, ୮ ଗ୍ରାମକୁ ୪୦,୦୫୬ ଟଙ୍କା, ୧୦ ଗ୍ରାମକୁ ୫୦,୦୭୦ ଟଙ୍କା ଓ ୧୦୦ ଗ୍ରାମ ସୁନାର ଦାମ ୫,୦୦,୭୦୦ ଟଙ୍କା ଅଛି । ୨୪ କ୍ୟାରେଟ ସୁନା ୧୦ ଗ୍ରାମକୁ କାଲି ଅପେକ୍ଷା ୨୨୦ଟଙ୍କା କମିଛି । କାଲି ୨୪ କ୍ୟାରେଟ ସୁନା ୧୦ ଗ୍ରାମକୁ ୫୦,୨୯୦ ଟଙ୍କା ଥିଲା ।

ଯଦି ଚାନ୍ଦି ବିଷୟରେ କହିବା ତେବେ ଆଜି ଚାନ୍ଦି ୧ ଗ୍ରାମକୁ ୬୭.୫୧ ଟଙ୍କା, ୮ ଗ୍ରାମକୁ ୫୪୦.୦୮ ଟଙ୍କା, ୧୦ ଗ୍ରାମକୁ ୬୭୫.୧୦ ଟଙ୍କା, ୧୦୦ ଗ୍ରାମକୁ ୬,୭୫୧ ଟଙ୍କା ଓ ୧ କିଲୋ ଚାନ୍ଦିର ଦାମ ୬୭,୫୧୦ ଟଙ୍କା ଅଛି । କହିବାକୁ ଗଲେ କାଲି ଅପେକ୍ଷା ଆଜି ଚାନ୍ଦି ୧ କିଲୋକୁ ମାତ୍ର ୧୦ ଟଙ୍କା ବଢିଛି । କାଲି ଚାନ୍ଦି ୧ କିଲୋର ଦାମ ୬୭,୫୦୦ ଟଙ୍କା ଥିଲା ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।