ଭୟଙ୍କର ଶସ୍ତା ହେଲା ସୁନାଦର, ଦେଖନ୍ତୁ କେତେ ଅଛି ଆଜି 24 ଡିସେମ୍ବର Gold Rate

ସୁନାର ମୂଲ୍ୟ ଏତେ ଦ୍ରୁତ ଗତିରେ ବଢିଚାଲିଛି କି ଲୋକମାନେ ସୁନା କିଣିବାକୁ ସାହସ କରୁ ନାହାନ୍ତି । ସମସ୍ତଙ୍କୁ ସୁନା ବହୁତ ପ୍ରିୟ, କିନ୍ତୁ ସୁନାର ଦାମ ବଢିବା କାରଣରୁ ଲୋକମାନେ ସୁନା କିଣିବା ତ ଦୂରର କଥା ସୁନା ବିଷୟରେ ଚିନ୍ତା ବି କରୁ ନାହାନ୍ତି । କିନ୍ତୁ ବର୍ତ୍ତମାନ ସମସ୍ତଙ୍କ ପାଇଁ ଏକ ଖୁସିର ଖବର ଆସିଯାଇଛି । କହିବାକୁ ଗଲେ ଆଜି ପୁଣି ଥରେ ସୁନାର ମୂଲ୍ୟ ହ୍ରାସ ପାଇଛି । କେବଳ ଆଜି ନୁହେଁ ଗତ ଦୁଇ ଦିନ ହେବ ସୁନାର ଦାମ ହ୍ରାସ ପାଇଛି । ଯାହାକି ସୁନା କିମ୍ବା ଚାନ୍ଦି କିଣିବାର ଥିବା ଲୋକମାନଙ୍କ ପାଇଁ ଏକ ବଡ ଖୁସି ଖବର ଅଟେ ।

ସୁନାର ବର୍ତ୍ତମାନ ଆଗ ଅପେକ୍ଷା ବହୁତ ଶସ୍ତା ହୋଇଛି ଓ ଚାନ୍ଦି ବି ବହୁତ ଶସ୍ତା ହୋଇଛି । କହିବାକୁ ଗଲେ କିଛି ଦିନ ହେବ ସୁନା ଓ ଚାନ୍ଦିର ରେଟ ବହୁତ ଅଧିକ ରହିଥିଲା । କିନ୍ତୁ ଗତ ଦୁଇ ଦିନ ହେବ ସୁନା ଓ ଚାନ୍ଦିର ମୂଲ୍ୟ ବହୁତ ହ୍ରାସ ପାଇଛି । ତେବେ ଚାଳନ୍ତୁ ଜାଣିବା ଆଜି ସୁନା କେତେ ଶସ୍ତା ହୋଇଛି ।

ଆଜି ୨୪ ଡିସେମ୍ବର ୨୦୨୦ ଗୁରୁବାର ଦିନ ୧୮ କ୍ୟାରେଟ ସୁନା ୧ ଗ୍ରାମକୁ ୩,୯୩୮ ଟଙ୍କା, ୮ ଗ୍ରାମକୁ ୩୧,୫୦୩ ଟଙ୍କା, ୧୦ ଗ୍ରାମକୁ ୩୯,୩୭୯ ଟଙ୍କା ଓ ୧୦୦ ଗ୍ରାମ ସୁନାର ଦାମ ୩,୯୩,୭୯୦ ଟଙ୍କା ଅଟେ । ଆପଣଙ୍କୁ କହିଦେଉଛୁ କି ଗତ ଦୁଇ ଦିନ ହେବ ୧୮ କ୍ୟାରେଟ ସୁନାର ମୂଲ୍ୟ ୪୪୨ ଟଙ୍କା କମ ହୋଇଛି ।

ବର୍ତ୍ତମାନ ଆସନ୍ତୁ ଜାଣିବା ୨୨ କ୍ୟାରେଟ ସୁନାର ମୂଲ୍ୟ ବିଷୟରେ । ୨୨ କ୍ୟାରେଟ ସୁନା ୧ ଗ୍ରାମକୁ ୪,୬୬୦ ଟଙ୍କା, ୮ ଗ୍ରାମକୁ ୩୭,୨୮୦ ଟଙ୍କା, ୧୦ ଗ୍ରାମକୁ ୪୬,୬୦୦ ଟଙ୍କା ଓ ୧୦୦ ଗ୍ରାମକୁ ୪,୬୬,୦୦୦ ଟଙ୍କା ରହିଛି ଓ ଏହାର ପୂର୍ବ ଦିନ ୧୦ ଗ୍ରାମ ସୁନାର ମୂଲ୍ୟ ୪୭,୦୦୦ ଟଙ୍କା ଥିଲା । ଖୁସିର କଥା ହେଉଛି କି ଗତ ଦୁଇ ଦିନ ହେବ ୨୨ କ୍ୟାରେଟ ସୁନା ପ୍ରତି ୧୦ ଗ୍ରାମକୁ ୫୦୦ ଟଙ୍କା କମିଛି ।

ସେହିଭଳି ଆଜି ୨୪ କ୍ୟାରେଟ ସୁନା ୧ ଗ୍ରାମକୁ ୫,୦୮୩ ଟଙ୍କା, ୮ ଗ୍ରାମକୁ ୪୦,୬୬୪ ଟଙ୍କା, ୧୦ ଗ୍ରାମକୁ ୫୦,୮୩୦ ଟଙ୍କା ଓ ୧୦୦ ଗ୍ରାମକୁ ୫,୦୮,୩୦୦ ଟଙ୍କା ରହିଛି ଓ ଗତ କାଲି ୧୦ ଗ୍ରାମ ସୁନା ୫୧,୨୭୦ ଟଙ୍କା ଥିଲା । ଗତ ଦୁଇ ଦିନ ହେବ ୨୪ କ୍ୟାରେଟ ସୁନା ପ୍ରତି ୧୦ ଗ୍ରାମକୁ ୫୫୦ ଟଙ୍କା କମ ହୋଇଛି ।

ସେହିଭଳି ଚାନ୍ଦିର ମୂଲ୍ୟରେ ବି ହ୍ରାସ ହୋଇଛି । ଆଜି ଚାନ୍ଦି ୧ ଗ୍ରାମକୁ ୭୦.୫୦ ଟଙ୍କା, ୮ ଗ୍ରାମକୁ ୫୬୪ ଟଙ୍କା, ୧୦ ଗ୍ରାମକୁ ୭୦୫ ଟଙ୍କା, ୧୦୦ ଗ୍ରାମକୁ ୭,୦୫୦ ଟଙ୍କା ଓ ୧ କିଲୋ ଚାନ୍ଦିର ମୂଲ୍ୟ ୭୦,୫୦୦ ଟଙ୍କା ଓ ଗତ କାଲି ୧ କିଲୋ ଚାନ୍ଦି ୭୨,୦୦୦ ଟଙ୍କା ଥିଲା । କହିବାକୁ ଗଲେ ଗତ ଦୁଇ ଦିନ ଚାନ୍ଦିର ଦାମ ପ୍ରତି ୧ କିଲୋକୁ ୩୨୦୦ ଟଙ୍କା କମିଛି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।