ଦୁଇ ଦିନରେ ଭୟଙ୍କର ଶସ୍ତା ହେଲା ସୁନା, ଦେଖନ୍ତୁ କେତେ ଅଛି ଆଜିର Gold Rate

ବର୍ତ୍ତମାନ ସମୟରେ କରୋନାକୁ ନେଇ ଲୋକମାନେ ଆଉ ଭୟଭୀତ ହେଉ ନାହାନ୍ତି । ଯାହା ଦ୍ଵାରା ସମସ୍ତଙ୍କର ଜୀବନଶୈଳୀ ପୁଣି ପୂର୍ବଭଳି ସାଧାରଣ ହୋଇ ଯାଇଛି । ଅର୍ଥାତ ସମସ୍ତେ ନିଜର ପୁରୁଣା ଜୀବନଶୈଳୀକୁ ଫେରି ଯାଇଛନ୍ତି । ସମସ୍ତେ ନିଜର କାମ ଧନ୍ଦା ବି ଆରମ୍ଭ କରିସାରିଛନ୍ତି । ଏହା ସହିତ ନୂଆ ନୂଆ ଜିନିଷ ବି କ୍ରୟ କରୁଛନ୍ତି ଓ ଖୋଲା ମନରେ ବାହାରକୁ ବୁଲିବାକୁ ମଧ୍ୟ ଯାଉଛନ୍ତି । ଏମିତିରେ ଯଦି ସୁନା ଓ ଚାନ୍ଦି ବିଷୟରେ କଥାବାର୍ତ୍ତା କରିବା ତେବେ ସୁନା ଓ ଚାନ୍ଦିର ମୂଲ୍ୟ ବି ପୂର୍ବ ଅପେକ୍ଷା ବହୁତ କମ ହୋଇଯାଇଛି ।

ଏମିତିରେ ସମସ୍ତେ ବର୍ତ୍ତମାନ ସୁନା କ୍ରୟ କରି ପାରିବେ । କହିବାକୁ ଗଲେ ଗତ ଦୁଇ ଦିନ ହେବ ସୁନାର ମୂଲ୍ୟ ବହୁତ କମ ହୋଇଛି । ଯାହା ବିଷୟରେ ଜାଣିଲେ ଆପଣଙ୍କର ବି ହୋସ ଉଡିଯିବ । ବର୍ତ୍ତମାନ ସୁନାର ମୂଲ୍ୟ ୫୦ ହଜାର ତଳକୁ ଖସି ଯାଇଛି । ତେବେ ଚାଳନ୍ତୁ ଜାଣିବା ଆଜି ସୁନା ଓ ଚାନ୍ଦିର ମୂଲ୍ୟ କେତେ ଅଛି । ୧୮, ୨୨, ଓ ୨୪ କ୍ୟାରେଟ ହିସାବରେ ସୁନାର ମୂଲ୍ୟ କଣ ଅଛି ।

ଆଜି ୧୮ କ୍ୟାରେଟ ସୁନା ପ୍ରତି ୧ ଗ୍ରାମକୁ ୩,୬୫୭ ଟଙ୍କା, ୮ ଗ୍ରାମକୁ ୨୯,୨୫୮ ଟଙ୍କା, ୧୦ ଗ୍ରାମକୁ ୩୬୫୭୩ ଟଙ୍କା ଓ ୧୦୦ ଗ୍ରାମ ସୁନାର ଦାମ ୩,୬୫,୭୩୦ ଟଙ୍କା ଅଛି । ଆପଣଙ୍କୁ କହିଦେଉଛୁ କି ଆଜି ସୁନା କାଲି ଅପେକ୍ଷା ପ୍ରତି ୧୦ ଗ୍ରାମକୁ ୭୩ ଟଙ୍କା କମିଛି ଓ ଗତ କାଲି ୫୭୩ ଟଙ୍କା କମ ହୋଇଥିଲା ।

କିନ୍ତୁ ଯଦି ୨୨ କ୍ୟାରେଟ ସୁନା ବିଷୟରେ କହିବା ତେବେ ଆଜି ୨୨ କ୍ୟାରେଟ ସୁନା ପ୍ରତି ୧ ଗ୍ରାମକୁ ୪,୩୪୦ ଟଙ୍କା, ୮ ଗ୍ରାମକୁ ୩୪,୭୨୦ ଟଙ୍କା, ୧୦ ଗ୍ରାମକୁ ୪୩,୪୦୦ ଟଙ୍କା, ୧୦୦ ଗ୍ରାମ ସୁନାର ମୂଲ୍ୟ ୪,୩୪,୦୦୦ ଟଙ୍କା ଅଛି । କହିବାକୁ ଗଲେ ଆଜି ୨୨ କ୍ୟାରେଟ ସୁନା ପ୍ରତି ୧୦ ଗ୍ରାମକୁ ଗତ କାଲି ଅପେକ୍ଷା ୩୫୦ ଟଙ୍କା କମ ହୋଇଛି ଓ ଗତ କାଲି ୫୦୦ ଟଙ୍କା କମ ହୋଇଛି ।

ସେହିଭଳି ୨୪ କ୍ୟାରେଟ ପ୍ରତି ସୁନା ୧ ଗ୍ରାମକୁ ୪,୭୩୫ ଟଙ୍କା, ୮ ଗ୍ରାମକୁ ୩୭,୮୮୦ ଟଙ୍କା, ୧୦ ଗ୍ରାମକୁ ୪୭,୩୫୦ ଟଙ୍କା, ୧୦୦ ଗ୍ରାମକୁ ୪,୭୩,୫୦୦ ଟଙ୍କା ଅଛି । କହିବାକୁ ଗଲେ ଆଜି ୨୪ କ୍ୟାରେଟ ସୁନା ପ୍ରତି ୧୦ ଗ୍ରାମକୁ କାଲି ଅପେକ୍ଷା ୩୮୦ ଟଙ୍କା କମ ହୋଇଛି ଓ ଗତ କାଲୀ ୫୬୦ ଟଙ୍କା କମ ହୋଇଥିଲା । କହିବାକୁ ଗଲେ ଦୁଇ ଦିନ ସୁନା ରେଟ କମ ହେବାରେ ଲାଗିଛି । ଯାହାକି ସମସ୍ତଙ୍କ ପାଇଁ ଖୁସିର ଖବର ଅଟେ ।

ଯଦି ଚାନ୍ଦି ବିଷୟରେ କଥାବାର୍ତ୍ତା କରିବା ତେବେ ଆଜି ଚାନ୍ଦି ୧ ଗ୍ରାମକୁ ୭୪.୩୦ ଟଙ୍କା, ୮ ଗ୍ରାମକୁ ୫୯୪.୪୦ ଟଙ୍କା, ୧୦ ଗ୍ରାମକୁ ୭୪୩ ଟଙ୍କା, ୧୦୦ ଗ୍ରାମକୁ ୭,୪୩୦ ଟଙ୍କା ଓ ୧ କିଲୋ ଚାନ୍ଦିର ଦାମ ୬୧,୯୦୦ ଟଙ୍କା ଅଛି । କହିବାକୁ ଗଲେ ଆଜି ଚାନ୍ଦି କାଲି ଅପେକ୍ଷା ପ୍ରତି ୧ କିଲୋକୁ ୭୪,୩୦୦ ଟଙ୍କା ବଢିଛି । କହିବାକୁ ଗଲେ ଆଜି ସୁନା ଗତ କାଲି ଅପେକ୍ଷା ୭୦୦ ଟଙ୍କା ବଢିଛି । କିନ୍ତୁ ଗତ କାଲି ୧୪୦୦ ଟଙ୍କା କମିଥିଲା ।