କାଲିଠୁ ଶେଷ ହୋଇଯିବ ଶନି ସାଢେସାତୀ, ଏହି ୬ଟି ରାଶିଙ୍କୁ ମିଳିବ ଅପାର ଧନ ସମ୍ପତ୍ତି- Jyotish Shastra

ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ନ୍ୟାୟାଧୀଶ କୁହାଯାଏ । ବ୍ୟକ୍ତିର ଜୀବନରେ ଯାହାବି ଭଲ ଓ ଖରାପ କାର୍ଯ୍ୟ ହୋଇଥାଏ ସେ ସବୁ ଶାନିଙ୍କର ପ୍ରଭାବରୁ ହିଁ ହୋଇଥାଏ । ଏଠି ପାଇଁ ବହୁତ ବାର କୌଣସି କଷ୍ଟ ସାଧ୍ୟ କାର୍ଯ୍ୟ ଅତିସହଜରେ ହୋଇଯାଏ କିନ୍ତୁ ବହୁତ ସହଜ କାମ ମଧ୍ୟ ବହୁତ କଷ୍ଟ କରି ସହଜରେ ହୋଇନଥାଏ । ଆପଣଙ୍କର ରାଶିରେ ୧୨ ତମ ଭାଗରେ ଶନି ଗୋଚର ଥିଲେ ଏହାକୁ ଶନି ସାଢେ ସାତି କୁହାଯାଏ ।

ଶନି ଚନ୍ଦ୍ରର ଦ୍ଵିତୀୟ ଭାଗରୁ ବାହାରି ଯାଏ ସେତେବେଳେ ଶନି ସାତେ ସମାପ୍ତ ହୋଇଯାଏ । ଏହି ସମୟରେ ମନୁଷ୍ୟକୁ ଅପାର ଖୁସି ମିଳିଥାଏ । ସବୁ ବ୍ୟକ୍ତିକୁ ତାର ପାପ କର୍ମ ଅନୁସାରେ ଶାନିଦେଵ ଦଣ୍ଡ ଦେଇଥାନ୍ତି ।

ଶନି ଦେବଙ୍କ ପ୍ରକୋପରୁ ରକ୍ଷା ପାଇବା ପାଇଁ ଶନି ଚାଲିଶା ,ପଢିବା , ହନୁମାନଙ୍କୁ ପୂଜା କରିବା , ଶୁର୍ଯ୍ୟ ଦେବଙ୍କୁ ପୂଜା କରିବା ଅଶ୍ୱସ୍ଥ ଗଛ ଆଦିକୁ ଓଉଜା କରିବା ଦ୍ୱାରା ଏହି ପ୍ରଭାବ କାମ ଥାଏ । ତେବେ ଆସନ୍ତୁ ଜାଣିବା ସେହି ରାଶି ମାନଙ୍କ ବିଷୟରେ ଯାହାରକି ଶନି ସାଡେ ସାତି ସମାପ୍ତ ହୋଇ ସେମାନେ ଜୀବନରେ ବହୁତ ଖୁସି ପାଇବେ ।

ବୃଷ ରାଶି

ଏହି ରାଶିର ବ୍ୟକ୍ତି ମାନେ ଯେଉଁ କାର୍ଯ୍ୟ କରିବେ ସେଥିରେ ସଫଳତା ପାଇବେ । କୌଣସି ଅଟକି ରହିଥିବା କାର୍ଯ୍ୟ ଅତି ସହଜରେ ହୋଇଯିବ । ବ୍ୟବସାୟରେ ଭଲ ଲାଭ ମିଳିବ । ସମ୍ପର୍କୀୟଙ୍କ ସହ ସମ୍ପର୍କ ସୁଦୃଢ଼ ହେବ । ଦାମ୍ପତ୍ୟ ଜୀବନରେ ବହୁତ ଖୁସି ମିଳିବ । ସନ୍ତାନ ଶୁଖ ମିଳିବ ।

ମିଥୁନ ରାଶି

ଏହି ରାଶି ବ୍ୟକ୍ତି କୌଣସି ନୂତନ କାର୍ଯ୍ୟ କରି ସେଥିରେ ସଫଳତା ପାଇବେ । ପାରିବାରିକ ଜୀବନରେ ବହୁତ ଖୁସି ମିଳିବ । ଛାତ୍ରମାନଙ୍କୁ ଶିକ୍ଷା ଓ ପ୍ରତିଯୋଗିତା କ୍ଷେତ୍ରରେ ସଫଳତା ମିଳିବ । ପରିବାରର ସବୁ ସଦସ୍ୟ ମାନଙ୍କର ସ୍ୱାସ୍ଥ୍ୟ ଭଲ ରହିବ । ଚାକିରୀ କ୍ଷେତ୍ରରେ ପଦୋନ୍ନତି ମିଳିପାରେ ।

ମେଷ ରାଶି

ଏହି ବ୍ୟକ୍ତି ମାନେ ସବୁ କାର୍ଯ୍ୟରେ ସଫଳତା ପାଇବେ । ଚାକିରୀ ବ୍ୟବସାୟରେ ଭଲ ଲାଭ କରିବେ । ଆପଣଙ୍କର ଆର୍ଥିକ କ୍ଷେତ୍ରରେ ଥିବା ସବୁ ସମସ୍ୟା ଦୂର ହୋଇଯିବ । ଧନ ସଞ୍ଚୟ କରିପାରିବେ । କୌଣସି ନିଷ୍ପତି ନେବାବେଳେ ଭାବି ଚିନ୍ତି ନିଷ୍ପତି ନିଅନ୍ତୁ ।

ତୁଳା ରାଶି

ଏହି ବ୍ୟକ୍ତି ମାନେ ଚାକିରୀରେ ପଦୋନ୍ନତି ପାଇବେ । ଛାତ୍ରମାନେ ପରୀକ୍ଷାରେ କୃତକାର୍ଯ୍ୟ ହେବେ । ପରିବାରରେ କୌଣସି ମାଙ୍ଗଳିକ କାର୍ଯ୍ୟ ହୋଇପାରେ । ସମାଜରେ ମାନ ସମ୍ମାନ ମିଳିବ । ବ୍ୟବସାୟରେ ଭଲ ଧନ ଲାଭ କରିବେ ।

ଧନୁ ରାଶି

ଏହି ରାଶିର ବ୍ୟକ୍ତିଙ୍କୁ କୌଣସି କ୍ଷେତ୍ର ରୁ ଅଚାନକ ଭାବେ ଧନ ମିଳିବ । ଆପଣଙ୍କ କୌଣସି ମିତ୍ର ତଥା ଭାଇ ଭଉଣୀଙ୍କର ଆର୍ଥିକ କ୍ଷେତ୍ରରେ ସାହାଜ୍ୟ ମିଳିବ । ବ୍ୟବସାୟରେ କୌଣସି ବଡ଼ ଡିଲ ହେବାର ସମ୍ଭାବନା ଅଛି । ବେରୋଜଗାର ମାନଙ୍କୁ ରୋଜଗାର ମିଳିବ ।

ମକର ରାଶି

ଏହି ରାଶିର ବ୍ୟକ୍ତି ମାନେ କୌଣସି ନିଷ୍ପତି ନେବା ପୂର୍ବରୁ ଭଲ ଭାବରେ ଭାବି ଚିନ୍ତି ନିଷ୍ପତି ନିଅନ୍ତୁ । ଛାତ୍ର ମାନେ ସବୁ ପ୍ରତି ଯୋଗୀତା ମୂଳକ କ୍ଷେତ୍ରରେ ସଫଳତା ପାଇବେ । ପାରିବାରିକ ଜୀବନରେ ବହୁତ ଖୁସି ମିଳିବ ।

ମୀନ ରାଶି

ଏହି ରାଶିର ବ୍ୟକ୍ତିଙ୍କୁ ସମାଜରେ ମାନ ସମ୍ମାନ ମିଳିବ । ଜୀବନରେ ବହୁତ ଖୁସି ମିଳିବ । ଦାମ୍ପତ୍ୟ ଜୀବନରେ ପୂର୍ବ ଅପେକ୍ଷା ବହୁତ ଭଲ ରହିବ । ସନ୍ତାନଙ୍କ ତରଫରୁ କୌଣସି ଖୁସି ଖବର ମିଳିବ । ଆର୍ଥିକ ସ୍ଥିତିରେ ଉର୍ଣ୍ଣତି ହେବ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।