କାହିଁକି ବଢୁଛି ସିଜରିଆନ ଡେଲିଭେରି ? ଜାଣନ୍ତୁ Dr. Jaya Prakash Pani ଙ୍କ ଠାରୁ ସିଜରିଆନ ଡେଲିଭେରି ବିଷୟରେ କିଛି ବିଶେଷ ତଥ୍ୟ

ଆଜିକାଲି ଉଭୟ ବିକଶିତ ଏବଂ ବିକାଶଶୀଳ ଦେଶରେ ଦ୍ରୁତଗତିରେ ବୃଦ୍ଧି ପାଉଛି ସି-ଜ-ରି-ଆ-ନ ଡେ-ଲି-ଭେ-ରି । ତେବେ କାହିଁକି ବଢୁଛି ସି-ଜ-ରି-ଆ-ନ ଡେ-ଲି-ଭେ-ରି ? ଏଥିରେ କୌଣସି ପାର୍ଶ୍ଵ ପ୍ରତିକ୍ରିୟା ଦେଖା ଦେଇଥାଏ କି ? ସି-ଜ-ରି-ଆ-ନ ଡେ-ଲି-ଭେ-ରି ପରେ ନିଜର ଯତ୍ନ କିପରି ନେବେ ? ଏହି ଡେଲିଭେରିରେ କୌଣସି ଜଟିଳତା ହୁଏ କି ? ଏହିପରି ଅନେକ ପ୍ରଶ୍ନ ରହିଥାଏ ଲୋକଙ୍କ ମନରେ । ତେବେ ଚାଲନ୍ତୁ ଜାଣିବା ବିଶିଷ୍ଟ ପ୍ରସୂତି ଏବଂ ସ୍ତ୍ରୀରୋଗ ବିଶେଷଜ୍ଞ ଡାକ୍ତର ଜୟ ପ୍ରକାଶ ପାଣିଙ୍କ ଠାରୁ ।

ମା ର ଉଚ୍ଚତା କମ୍ ହେବା, ପିଲାଘର ଛୋଟ ହେବା କିମ୍ବା ଡାଇବେଟିସ, ହାଇପର ଟେନସନ ଓ ହୃଦଜନିତ ରୋଗ ଆଦି ଥିଲେ, ପ୍ରସୂତିଙ୍କ ସି-ଜ-ରି-ଆ-ନ ଡେ-ଲି-ଭେ-ରି କରାଯାଇ ଥାଏ । ସେହିପରି ଗ-ର୍ଭ-ରେ ଥିବା ଶିଶୁର ଯଦି ପାଣି କମ ହୋଇଯାଏ, ପିଲା ଓଲଟା ଥାଏ, ପ୍ଲା-ସେ-ଣ୍ଟା ବା ଫୁ-ଲ ଯଦି ତଳେ ରହିଥାଏ କିମ୍ବା ଛୁଆର ବେ-କ-ରେ ଯଦି ମା ସହ ସଂଯୁକ୍ତ କର୍ଡଟି ଗୁ-ଡେ-ଇ ହୋଇ ରହିଥାଏ ତେବେ ମଧ୍ୟ ସି-ଜ-ରି-ଆ-ନ ଡେ-ଲି-ଭେ-ରି କରାଯାଏ ।

କେବେ କେବେ ଡେ-ଲି-ଭେ-ରି ସମୟରେ ମା ର କ-ଷ୍ଟ ପିଲାକୁ ମଧ୍ୟ ଟ୍ରା-ନ୍ସ-ଫ-ର କରିଥାଏ । ଯାହା ଫଳରେ ପିଲା ମା ପେଟରେ ଝାଡା କରି ଦେଇଥାଏ । ଏପରି କ୍ଷେତ୍ରରେ ମଧ୍ୟ ପିଲା ଡି-ସ-ଷ୍ଟ୍ରେ-ସ ଥିବା ଜଣାପଡିଲେ ଡାକ୍ତର ସି-ଜ-ରି-ଆ-ନ ଡେ-ଲି-ଭେ-ରି ପାଇଁ କହିଥାନ୍ତି । ତେବେ ଆଜିକାଲି ଅନେକ ଲୋକ କଷ୍ଟ ସ-ହି-ବା-କୁ ଚାହୁଁ ନାହାନ୍ତି ବା କୌଣସି ରି-ସ୍କ ମଧ୍ୟ ନେବାକୁ ଚାହାନ୍ତିନି । ସେଥିପାଇଁ ନିଜେ ହିଁ ସି-ଜ-ରି-ଆ-ନ ଡେ-ଲି-ଭେ-ରି କରିବାକୁ ପସନ୍ଦ କରୁଛନ୍ତି ।

ଯାହାଫଳରେ ସି-ଜ-ରି-ଆ-ନ ଡେ-ଲି-ଭେ-ରି ରେଟ ଦିନକୁ ଦିନ ବଢୁଛି । ବୟସ ସହ ସି-ଜ-ରି-ଆ-ନ ଡେ-ଲି-ଭେ-ରିର କୌଣସି ସିଧାସଳଖ ସମ୍ପର୍କ ନାହିଁ । ତଥାପି ୩୫ ବର୍ଷ ବୟସ ପରେ ଆମ ଶରୀରର ଫ୍ଲେକ୍ସିବିଲିଟି କମିଯାଏ ସେଥିପାଇଁ ସି-ଜ-ରି-ଆ-ନ ଡେ-ଲି-ଭେ-ରି ହୋଇଥାଏ । ଆଉ ନର୍ମାଲ ଡେଲିଭେରି ଅପେକ୍ଷା ସି-ଜ-ରି-ଆ-ନ ଡେ-ଲି-ଭେ-ରିରେ ଛୁଆ ପ୍ରତି କୌଣସି ରିସ୍କ ନଥାଏ, ସେଥିପାଇଁ ଆଜିକାଲି ପ୍ରାୟ ଲୋକ ସି-ଜ-ରି-ଆ-ନ ଡେ-ଲି-ଭେ-ରି କରିବାକୁ ଚାହୁଁଛନ୍ତି ।

ଆଇଭିଏଫ ମାଧ୍ୟମରେ ଗର୍ଭବତୀ ହୋଇଥିବା ସ୍ତ୍ରୀଙ୍କୁ ମଧ୍ୟ ସି-ଜ-ରି-ଆ-ନ ଡେ-ଲି-ଭେ-ରି ପାଇଁ ଡାକ୍ତର ନିର୍ଦ୍ଦେଶ ଦେଇଥାନ୍ତି । ପ୍ର-ସୂ-ତି-ଙ୍କୁ ସ୍ପା-ଇ-ନା-ଲ ଆ-ନେ-ସ୍ଥେ-ସି-ଆ ଦେବା ପରେ ଏହି ଅ-ପ-ରେ-ସନ କରାଯାଏ । ଅ-ପ-ରେ-ସ-ନର ୬ ଘଣ୍ଟା ପୂର୍ବରୁ ପେସେଣ୍ଟଙ୍କୁ ଖାଇବାକୁ ମନା କରାଯାଏ ଓ ୩ ଘଣ୍ଟା ପୂର୍ବରୁ ପାଣି ମଧ୍ୟ ନ ପିଇବାକୁ କୁହାଯାଏ । ଅ-ପ-ରେ-ସ-ନ-ର ୨ ଘଣ୍ଟା ପର୍ଯ୍ୟନ୍ତ ପେସେଣ୍ଟକୁ ଡାକ୍ତରଙ୍କ ପର୍ଯ୍ୟବେକ୍ଷଣରେ ରଖାଯାଏ ଓ ୬ ଘଣ୍ଟା ପରେ ପାଣି ପିଇବାକୁ ଅନୁମତି ଦିଆଯାଏ ।

ଆଉ ୮ ଘଣ୍ଟା ପରେ ହାଲୁକା ଖାଦ୍ୟ ଖାଇବାକୁ ମଧ୍ୟ ଦିଆଯାଏ । ପରଦିନଠୁ ସାଲାଇନ ବନ୍ଦ କରି ନିୟମିତ ଖାଦ୍ୟ ଖାଇବାକୁ ଦିଆଯାଏ । ପେସେଣ୍ଟ ପର ଦିନଠୁ ହିଁ ଚଲାବୁଲା ଆଦି କରିବା ଆରମ୍ଭ କରି ଦେଇଥାଏ ଓ ତୃତୀୟ ଦିନ ତାଙ୍କୁ ଡିସଚାର୍ଜ କରି ଦିଆଯାଏ । ମା ଛୁଆଙ୍କ ଅବସ୍ଥା ଦେଖି ହିଁ ନର୍ମାଲ କିମ୍ବା ସି-ଜ-ରି-ଆ-ନ ଡେ-ଲି-ଭେ-ରି ପାଇଁ ଡାକ୍ତର କହିଥାନ୍ତି । ସି-ଜ-ରି-ଆ-ନ ଡେ-ଲି-ଭେ-ରିରେ ସେମିତି କିଛି ବିଶେଷ ଜଟିଳତା ନଥାଏ ।

ପ୍ରଥମ ପ୍ରସବ ସି-ଜ-ରି-ଆ-ନ ହୋଇଥିଲେ ଦ୍ଵିତୀୟ ପ୍ର-ସ-ବ ମଧ୍ୟ ସି-ଜ-ରି-ଆ-ନ କରିବା ପାଇଁ ଡାକ୍ତର କହିଥାନ୍ତି । କିନ୍ତୁ ଯଦି ଦୁଇଟି ଡେଲିଭେରି ମଧ୍ୟରେ ୬ ରୁ ୮ ବର୍ଷର ବ୍ଯବଧାନ ରହିଥାଏ ତେବେ ଡାକ୍ତରଙ୍କ ପର୍ଯ୍ୟବେକ୍ଷଣରେ ନର୍ମାଲ ଡେ-ଲି-ଭେ-ରି ମଧ୍ୟ ହୋଇଥାଏ । ଡେ-ଲି-ଭେ-ରି ହେବାର ତିନି ଦିନ ପରେ ଡାକ୍ତର ଗାଧୋଇବା ପାଇଁ ମଧ୍ୟ କହିଥାନ୍ତି ଏବଂ ଘା ଶୁଖିବା ପାଇଁ କିଛି ଅଏଣ୍ଟମେଣ୍ଟ ମଧ୍ୟ ଦିଅନ୍ତି । ସେହିପରି ଖାଦ୍ୟ ମଧ୍ୟ ଆପଣ ଯାହା ଯେମିତି ଖାଉଥିଲେ ସେମିତି ଖାଇପାରିବେ । ଆପଣଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।