ଏମିତି ସ୍ତ୍ରୀ ଥିଲେ ଘରକୁ ଆସିଥାନ୍ତି ସ୍ଵୟଂ ମାତା ଲକ୍ଷ୍ମୀ, କେବେ ବି ଛୁଇଁ ପାରେ ନାହିଁ ଦରିଦ୍ରତା

ସ୍ତ୍ରୀ ସୃଷ୍ଠିର ଆରମ୍ଭ ଶେଷ ବି ସ୍ତ୍ରୀ । ଯଦି ଆପଣ ଜଣେ ସ୍ତ୍ରୀ ତେବେ ଆପଣ ଜାଣି ଥିବେ କି ଆପଣଙ୍କୁ  ପିଲା ବେଲୁ କଣ କଣ ଶିକ୍ଷା ଯାଉଛି । ବ୍ରହ୍ମା କହିଛନ୍ତି ଯେଉଁ ଘରେ ନାରୀ ନାହିଁ ସେଠାରେ ସୁଖ ସୁବିଧା ମଧ୍ୟ ନାହିଁ । ଗୋଟେ ଘରକୁ ଜଣେ ଗୃହିଣୀ ହିଁ କେବଳ ସମ୍ଭାଳି ପାରିବ । ଭଗବାନ ଗୋଟେ ସ୍ତ୍ରୀ କୁ କରୁଣା , ପ୍ରେମ , ମମତା , ବାସଚ୍ଛଳତା , ଶ୍ନେହ ର ପ୍ରତିମୂର୍ତି ଭାବେ ବନାଇ ଛନ୍ତି । ଭାରତୀୟ ସଂସ୍କୃତି ରେ ସ୍ତ୍ରୀ କୁ ଲକ୍ଷ୍ମୀ ର ରୂପ ଦିଆ ଯାଇଛି ।

ଯଦି ଜଣେ ସ୍ତ୍ରୀ ଚାହିଁବ ସେ ଗୋଟେ ଘରକୁ ୧୦୦ ଭାଗରେ ବିଭକ୍ତ କରି ପାରିବ ଓ ୧୦୦ ଟି ଘରକୁ ଗୋଟେ ଘର କରାଇ ପାରିବ। ଜଣେ ସ୍ତ୍ରୀ ଏକ ଭଲ ମାର୍ଗ ଦର୍ଶକ ହୋଇ ଥାଏ । ଘରେ କେଉଁ ଲୋକ କଣ କରିବେ ତାହା ପାଇନ ଜଣେ ସ୍ତ୍ରୀ ତାକୁ ବାଟ ଦେଖାଇ ଥାଏ । ସ୍ତ୍ରୀ ମାନଙ୍କର ଅଧିକ ସମୟ ଘରେ ବିତାଉ ଥିବାରୁ ଘରକୁ ସମ୍ଭାଳି ବାର ଦାଇତ୍ଵ ଏକ ସ୍ତ୍ରୀ ର ହୋଇଥାଏ। ଶାସ୍ତ୍ର ଅନୁସାରେ ପ୍ରତେକ ଜୀବ ପାଇଁ କିଛି କାମ ଲେଖା ଯାଇଛି । ଆଜି ଆମେ ଜାଣିବା ଗୋଟେ ସ୍ତ୍ରୀ ର କାମ କଣ କଣ କରିବା ହୋଇ ଥାଏ ଓ ଏହା ସହ କେଉଁ ଭଳି ସ୍ତ୍ରୀ ମାନେ ଘରେ ରହିଲେ ଘରକୁ ଦୁଃଖ ଆସିଥାଏ ଓ ସେମାନଙ୍କୁ ଦେବତା ମଧ୍ୟ ବଞ୍ଚାଇ ପାରିବେନି ।

ସ୍ତ୍ରୀ ମାନେ ଯେତେ ବିବାହ କରି ନଥାନ୍ତି ତାଙ୍କ ଉପରେ ବାପାଙ୍କର ଦାଇତ୍ଵ ଥାଏ ବଡ ହେଲା ପରେ ତାଙ୍କ ଉପରେ ସାସୁ ଘରର ଦାଇତ୍ଵ ଆସିଥାଏ । ସ୍ତ୍ରୀ ଙ୍କୁ ସର୍ବଦା ସଂସ୍କାରୀ ହେବା ଦରକାର କାରାଣ ଏମାନେ ସଂସ୍କାରୀ ହେଲେ ସେମାନଙ୍କର ଆଗାମୀ ପିଢୀ ମଧ୍ୟ ସେଇ ଭଳି ହୋଇ ଥାଏ । ଏବେ ଆସନ୍ତୁ ଜାଣିବା କିଭଳି ସ୍ତ୍ରୀ ଘର ପାଇଁ ଉର୍ଣ୍ଣତି ଆଣି ଥାଏ । ସ୍ତ୍ରୀ ସବୁ ବେଳେ ଘରକୁ ଆସୁଥିବା ଅତିଥି ମାନଙ୍କୁ ସତ୍କାର କରିବା ଆବଶ୍ୟକ ଅଟେ ।

ଏହା ବ୍ଯତୀତ ଘର ଦୁଆର ମୁହଁ କୁ ଆସିଥିବା ଭିକ୍ଷୁକ କିମ୍ବା ସାଦଧୂ ସନ୍ଥ ମାନଙ୍କୁ କେବେ ବି ଖାଲି ହାତରେ ପଠାଇବା ଅନୁଚିତ ଅଟେ । ଯେଉଁ ସ୍ତ୍ରୀ ଘର ଦୁଆରକୁ ଆସୁଥିବା ପଶୁ କିମ୍ବା ପକ୍ଷୀ ମାନଙ୍କର ପାଇଁ ଖାଇବା ନ ରାଖୀ ଥାଏ ସେ ନିଜ ପରିବାର ପାଇଁ କଷ୍ଟ ଆଣି ଥାଏ । ଯେଉଁ ସ୍ତ୍ରୀ ପରିବାର ଲୋକମାନେ ଖରାପ ଗୁଣ ଆପଣେଇ ଥାନ୍ତି ସେହି ଘର ର ସର୍ବନାଶ ହୋଇ ଥାଏ । ଘରର ସ୍ତ୍ରୀ ଲୋକମାନେ ଘର ଭିଆତରେ ହିଁ ରହିବେ ଏହା ଆବଶ୍ୟକ ନୁହେଁ ।

ସେମାନେ ମଧ୍ୟ ବାହାରକୁ ଆସି ଦୁନିଆ ଦେଖି ପାରିବେ। ଆପଣ ଯଦି ବାହାରେ କାମ କରୁଛନ୍ତି ତେବେ ନିଜର ଚରିତ୍ରକୁ ସଫା ରଖିବାକୁ ଚେଷ୍ଟା କରନ୍ତୁ । ଯେଉଁ ଘର ର ସ୍ତ୍ରୀ ଲୋକମାନେ ଚରିତ୍ର ହୀନା ହୋଇ ଥାନ୍ତି ସେଭଳି ଘରେ ମା ଲକ୍ଷ୍ମୀ ବାସ କାରୀ ନଥାନ୍ତି । ସ୍ତ୍ରୀ କୁ ଅତ୍ୟାଚାର ସହିବା ଆଦ୍ୟୋ ଉଚ୍ଚିତ ନୁହେଁ ମାତ୍ର ଏହାର ଅର୍ଥ ଏହା ନୁହେଁ କି ଆପଣ ଛୋଟ ଛୋଟ ଝଗଡା ପାଇଁ ସମ୍ପର୍କ ଭାଙ୍ଗି ଦେବେ । ଜଣେ ସ୍ତ୍ରୀ କୁ ସର୍ବଦା ସାନ୍ତ ମିଷ୍ଟ ଭାସି ସୁଶିଳା ହେବା ଦରକାର । ତେବେ ବନ୍ଧୁଗଣ ଯଦି ଆପଣଙ୍କୁ ଆମର ଏହି ସୂଚନା ଭଲ ଲାଗେ ତେବେ ପେଜକୁ ଏକ ଲାଇକ କରିବେ ।