ଆଜି ରାତିରେ କହି ଦିଅନ୍ତୁ ଶିବଙ୍କର ଏହି ମୂଳମନ୍ତ୍ର, ରାତାରାତି ମିଳିବ ମନ ଚାହୁଁଥିବା ଫଳ

ଧନ ପାଇବାକୁ ଚାହୁଁଥିଲେ ଶିବ ପୁରାଣରେ କୁହା ଯାଇଥିବା ଏହି କଥାକୁ ଚାଳନ୍ତୁ ଜାଣିବା, ଆପଣ ମାନେ ଜାଣିଥିବେ ଯେ ଏହି ସୃଷ୍ଟି ର ନିର୍ମାଣ ଶିବଙ୍କର ଇଛା ମାଧ୍ୟମରେ ହୋଇଛି । ତାଙ୍କର ଭକ୍ତି କରୁଥିବା ବ୍ୟକ୍ତିଙ୍କର ସଂସାର ର ସମସ୍ତ ବସ୍ତୁ ପ୍ରାପ୍ତ ହୋଇଥାଏ । ମହାପ୍ରଭୁ ନିଜେ ସମସ୍ତଙ୍କର ମନସ୍କାମନାକୁ ନିଜେ ପୂରଣ କରି ଦେଇଥାନ୍ତି । ଶିବ ପୁରାଣ ଅନୁସାରେ ନିୟମିତ ଭାବରେ ଶିବ ଲିଙ୍ଗକୁ ପୂଜା କରିବା ଦ୍ଵାରା ସେହି ବ୍ଯକ୍ତିର ଜୀବନରେ ଦୁଖକୁ ସାମ୍ନା କରିବା ପାଇଁ ଶକ୍ତି ପ୍ରାପ୍ତ ହୋଇ ଯାଇଥାଏ ।

ଶିବ ପୁରାଣ ରେ ଏମତି ଏକ ଶସ୍ତ୍ର ରହିଛି କି ସୃଷ୍ଠିର ନିର୍ମାଣ ସହିତ ଅନେକ ଗୁଡିଏ ରହସ୍ୟ ପୂର୍ଣ କଥା କୁହାଯାଇଛି । ଏହି ପୁରାଣରେ ମଧ୍ୟ ଅନେକ ଚମତ୍କାର ବିଷୟରେ କୁହାଯାଇଛି । ଯାହାକି ଆମ ଜୀବନରେ ଧନ ସମ୍ବନ୍ଧିତ ସମସ୍ଯା ଗୁଡିକୁ ଦୂର କରି ଦେଇଥାଏ । ଅକ୍ଷୟ ପୂଣ୍ୟ ମଧ୍ୟ ପ୍ରାପ୍ତି ହୋଇ ଥାଏ । ଆସନ୍ତୁ ଜାଣିବା ସେଇ ଉପାୟ ବିଷୟରେ ଯାହାକୁ କି ଆପଣ ରାତ୍ର ସମୟରେ କରିବାକୁ ହେବ । ଯାହାକି ଏହି ଶିବ ପୁରାଣରେ କୁହା ଯାଇଛି ।

ବନ୍ଧୁଗଣ ସବୁଦିନ ରାତ୍ର ରେ ଶିବ ଲିଙ୍ଗ ପାଖରେ ଗୋଟେ ଦୀପ ଜଳାନ୍ତୁ କାରଣ ଅନେକ ଯୁଗରୁ ଏହି ପ୍ରଥା ଚାଲି ଆସିଛି । ଯାହାକୁ ପାଳନ କରିବା ଦ୍ଵାରା ବ୍ୟକ୍ତିକୁ ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ । ଏହି ଉପାୟ ମଧ୍ୟ ରେ ପ୍ରାଚୀନ ପ୍ରଥା ମଧ୍ୟ ରହିଛି । ଆଉ ସେହି ପ୍ରଥାଟି ହେଉଛ କୁବେରଙ୍କର ।

ପ୍ରାଚୀନ କାଳରେ ଗୁଣ ନିଧି ନାମରେ ଗରିବ ବ୍ୟକ୍ତି ଟିଏ ଥିଲା । ସେ ଭୋଜନ ଖୋଜିବା ପାଇଁ ଚାଲୁ ଥିଲା, ଏମତି ଚାଲୁ ଚାଲୁ ହଠାତ ରାତି ହୋଇଗଲା ଏବଂ ସେ ଏକ ଶିବ ମନ୍ଦିର ପାଖରେ ପହଞ୍ଚିଗଲା । ସେ ବିଶ୍ରାମ ପାଇଁ ସେହି ଠାରେ ରହିବାକୁ ଭାବିଲା । ରାତି ଅଧିକ କାରଣରୁ ସେହି ଠାରେ ଅନ୍ଧକାର ମଧ୍ୟ ବଢି ଚାଲିଲା । ସେହି ଅନ୍ଧକାରକୁ ଦୂର କରିବା ପାଇଁ ସେ ନିଜର ଏକ ଛୋଟିଆ ବସ୍ତ୍ର ଜାଳିଳା । ରାତ୍ରି ସମୟରେ ଶିବଙ୍କ ମନ୍ଦିରରେ ଆଲୋକ କରିବାର ଫଳ ସ୍ୱରୂପ ସେହି ବ୍ୟକ୍ତିକୁ ଆଗାମୀ ଜନ୍ମରେ ଦେବତା ମାନଙ୍କର କୋଷାଦକ୍ଷ କୁବେର ଭାବେ ପଦ ପ୍ରାପତ ହେଲା ।

ତେଣୁ ଏହି କଥା ଅନୁସାରେ ଶିବ ମନ୍ଦିରରେ ଦ୍ଵିପ ଲଗାଇବାର ବ୍ୟକ୍ତିକୁ ଧନ ସମ୍ପତି ସହିତ ଐଶ୍ଵର୍ଯ୍ୟ ପ୍ରାପ୍ତ ହୋଇଥାଏ । ଦ୍ଵିପ ଲଗାଇବା ସମୟରେ ଓମ ନମଃ ଶିବାୟ ର ମନ୍ତ୍ର ଉଚାରଣ କରିବାକୁ ହୋଇଥାଏ । ଶାସ୍ତ୍ର ରେ ଏକ ଅନ୍ୟ ସଠିକ ଉପାୟ ମଧ୍ୟ କୁହାଯାଇଛି ।

ଏହି ଉପାୟ ନିୟମିତ ଭାବେ କରିବା ଦ୍ଵାରା କୌଣସି ବି ବ୍ୟକ୍ତି ଅପାର ଧନ ପ୍ରାପ୍ତ କରିଥାଏ । ଏହି ଉପାୟ ସହିତ ମଧ୍ୟ ପ୍ରତି ଦିନ ସକାଳ ସମୟରେ ଶିବ ଲିଙ୍ଗ ରେ ଜଳ, ଦୁଗ୍ଧ ଓ ଚାଉଳ ଇତ୍ୟାଦି ମଧ୍ୟ ଅର୍ପଣ କରିବା ଦରକାର ।

ଏହି ଉପାୟ କରିବା ଦ୍ଵାରା ଆପଣ ସର୍ବଦା ଭଗବାନ ଶିବଙ୍କର ଆଶ୍ରୀତ ହୋଇ ରହିବେ ଏବଂ ଆପଣଙ୍କର ସବୁ କଷ୍ଟ ଓ ଧନ ସମ୍ପତି ରେ ଥିବା ଅସୁବିଧା ଦୂର ହୋଇଥାଏ । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।