ଆଜି ରାତି ଠାରୁ ଆସନ୍ତା ୨୧ ବର୍ଷ ପର୍ଯ୍ୟନ୍ତ ଏହି ୫ ଟି ରାଶି ଉପରେ ବର୍ଷିବ ଶନିଦେବଙ୍କ କୃପା, କଣ ଏଥିରେ ଆପଣଙ୍କ ରାଶି ନାହିଁ ତ ?

ହିନ୍ଦୁ ଧର୍ମ ଓ ଜ୍ୟୋତିଷ ଶାସ୍ତ୍ରରେ ଶନି ଗ୍ରହର ବହୁତ ମହତ୍ଵ ଅଛି । ଭଗବାନ ଶନିଦେବଙ୍କୁ ସୂର୍ଯ୍ୟ ପୁତ୍ର ଓ ନବଗ୍ରହ ମଧ୍ୟରେ ସବୁଠୁ ଶ୍ରେଷ୍ଠ ବୋଲି କୁହାଯାଇଛି । ଭଗବାନ ଶନି ମୋକ୍ଷ ଦେଉଥିବା ଏକମାତ୍ର ଗ୍ରହ ଅଟନ୍ତି । ଯାହାଙ୍କୁ ନ୍ୟାୟ ପ୍ରିୟ ଓ ନ୍ୟାୟଧୀଶ ଉପାଧି ବି ଦିଆଯାଇଛି । ଭଗବାନ ଶନିଦେବ ସବୁ ପ୍ରାଣୀ ସହିତ ଉଚିତ ନ୍ୟାୟ କରିଥାନ୍ତି । କିନ୍ତୁ ଯେଉଁ ଲୋକମାନେ ଖରାପ କାମ କରିଥାନ୍ତି ସେମାନଙ୍କୁ ଶନିଦେବଙ୍କ କ୍ରୋଧ ଓ ଦଣ୍ଡ ଭୋଗିବାକୁ ପଡିଥାଏ । ବୈଦିକ ଜ୍ୟୋତିଷରେ ଭଗବାନ ଶନିଦେବଙ୍କ ପ୍ରଭାବର ବହୁତ ମହତ୍ଵ ଅଛି ।

ଶନି ଗୋଚର, ଶନି ମହାଦଶା ଓ ଶନି ସାଢେଶାତି ଫଳ ସ୍ୱରୂପ ମନୁଷ୍ୟଙ୍କ ଜୀବନରେ ପରିବର୍ତ୍ତନ ଆସିଥାଏ । କହିଦେଉଛୁ କି ଏହି ପରିବର୍ତ୍ତନ ସୁଖଦ ଓ କଷ୍ଟଦାୟକ ଦୁଇଟି ହୋଇପାରେ । କହିବାକୁ ଗଲେ ସବୁ ରାଶି ଉପରେ ଶନିଦେବଙ୍କର ପ୍ରଭାବ ରହିଥାଏ ।

କିନ୍ତୁ ଜ୍ୟୋତିଷୀଙ୍କ ଅନୁସାର ଆଜି ରାତି ଠାରୁ କଳିଯୁଗର ମହାରାଜା ଶନିଦେବଙ୍କ ଉଦୟ ହେଉଛନ୍ତି । ଯାହାର ପ୍ରଭାବ କିଛି ବିଶେଷ ରାଶି ଗୁଡିକ ଉପରେ ଦେଖିବାକୁ ମିଳିବ । ଏହି ରାଶିମାନଙ୍କର ଭାଗ୍ୟ ଅଚାନକ ଚମକି ଉଠିବ ଓ ଏମାନଙ୍କୁ ବର୍ତ୍ତମାନ ସକାରତ୍ମକ ପରିବର୍ତ୍ତନ ଦେଖିବାକୁ ମିଳିବ ।

ମେଷ ରାଶି

ଏହି ରାଶିର ଲୋକମାନଙ୍କ ଉପରେ ଶନିଦେବ ଆଜି ଠାରୁ ୨୧ ବର୍ଷ ପର୍ଯ୍ୟନ୍ତ ନିଜର କୃପା ଦ୍ରୁଷ୍ଟି ରଖିବେ । ଆପଣଙ୍କ ଘରେ ବର୍ତ୍ତମାନ ଧନ ବର୍ଷା ହେବ । ଯେଉଁ ଲୋକମାନଙ୍କ ଆର୍ଥିକ ସ୍ଥିତି ଭଲ ନାହିଁ ସେମାନଙ୍କର ଦିନ ବର୍ତ୍ତମାନ ସଠିକ ହୋଇଯିବ । ଆୟର ନୂତନ ରାସ୍ତା ଆପଣଙ୍କ ନିକଟରେ ଖୋଲିବ । ଆପଣଙ୍କୁ ଏହି ସମୟରେ ସନ୍ତାନ ସହ ଜଡିତ ଖୁସି ଖବର ବି ମିଳିପାରେ ।

ତୁଳା ରାଶି

ଏହି ରାଶି ଯୁକ୍ତ ବ୍ୟକ୍ତିମାନେ ନିଜର ସ୍ୱାସ୍ଥ୍ୟ ସମ୍ବନ୍ଧିତ ସମସ୍ତ ଚିନ୍ତା ଅନ୍ତ ହେବ । କୌଣସି କାମ ଇଚ୍ଛା ଅନୁସାରେ ପୁରା ହେବା ପରେ ଜୀବନସାଥି ଆପଣଙ୍କ ଉପରେ ଖୁସି ହେବେ । ଏହି ସମୟରେ ଆପଣ ନିଜକୁ ସାହାସୀ ଅନୁଭବ କରିବେ । ଆପଣ କୌଣସି ନୂଆ କାମ ଦ୍ଵାରା ଲାଭବାନ ହେବେ । ଆପଣଙ୍କର ପୁରୁଣା କରଜ ଓ ସମସ୍ୟା ଗୁଡିକର ସମାଧାନ ହୋଇଯିବ । ଆପଣ ନିଜର ପରିବାରକୁ ସମୟ ଦେବେ ।

ବୃଷ ରାଶି

ବୃଷ ରାଶିର ଲୋକମାନଙ୍କୁ ନିଜ ଭାଗ୍ୟର ପୁରା ସାଥ ମିଳିବ । କ୍ୟାରିୟରରେ ଆପଣ ଆଗକୁ ବଢି ପାରନ୍ତି । ଏହି ସମୟରେ ଆପଣ କ୍ରୋଧ ଠାରୁ ବଞ୍ଚନ୍ତୁ । ଘରେ ଏହି ସମୟରେ ସୁଖ ଶାନ୍ତି ରହିବ । କୌଣସି ମିତ୍ରର ସହଯୋଗ ଦ୍ଵାରା ଆୟର ସ୍ରୋତ ବଢିପାରେ । କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କୁ ଆପଣଙ୍କ ସିନିୟରର ପୁରା ସହଯୋଗ ମିଳିବ ।

ବିଚ୍ଛା ରାଶି

ଏହି ରାଶି ଉପରେ ବି ଶନିଦେବ ନିଜର ବିଶେଷ କୃପା ରଖିବେ । ଭଗବାନ ଶନିଦେବଙ୍କ କୃପା ଆପଣଙ୍କ ପରିବାର ଉପରେ ପଡିବ । ଆପଣଙ୍କ ଆପଣଙ୍କର ପରିଶ୍ରମର ଉଚିତ ମୂଲ୍ୟ ମିଳିବ । ପ୍ରେମ ମାମଲାରେ ବି ଆପଣ ବହୁତ ଭାଗ୍ୟଶାଳୀ ରହିବେ । ଛାତ୍ରମାନଙ୍କୁ ଏହି ସମୟରେ ସଫଳତା ମିଳିବ ।

କନ୍ୟା ରାଶି

କନ୍ୟା ରାଶିର ଲୋକମାନଙ୍କ ପାଇଁ ଆସନ୍ତା ୨୧ ବର୍ଷ ବହୁତ ଭଲ ରହିବ । କାରଣ ଶନିଦେବ ଏହି ରାଶିର ବ୍ୟକ୍ତିମାନଙ୍କ ଉପରେ ବହୁତ ଖୁସି ରହିବେ । ଏମାନେ ବହୁତ ଧନଲାଭ କରିବେ । ଆପଣଙ୍କ ଘରେ ଖୁସି ଆସିବ । ଆପଣଙ୍କର ଆର୍ଥିକ ସ୍ଥିତି ମଜବୁତ ହୋଇଯିବ । ଆପଣଙ୍କର ସମସ୍ତ ଇଚ୍ଛା ବର୍ତ୍ତମାନ ଶନିଦେବ ପୂର୍ଣ କରିବେ ।

ଏହି ୫ଟି ରାଶି ମାନଙ୍କର ଭାଗ୍ୟ ବଦଳିବାକୁ ଯାଉଛି । ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଏହି ବିବରଣୀଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।