ଆଜି ଭାରତ ପାକିସ୍ତାନ ମ୍ଯାଚ କାହାର ପଲା ରହିବ ଭାରି ?

ନମସ୍କାର ବନ୍ଧୁଗଣ । ଆଜି ବିଶ୍ଵକପର ହାଇ ଭୋଲେଟେଜ ମ୍ୟାଚ । ମୁହାଁ ମୁହିଁ ହେଲେ ଭାରତ ପାକିସ୍ତାନ । କାହାର ପାଲା ହେବ ଭାରି ? ବର୍ତ୍ତମାନ ବିଶ୍ଵକପ ର ମହାସମର ଚାଲିଛି । ଟ୍ରଫି ପାଇଁ ମଇଦାନ ରେ ଚାକିରି ଘମାଘୋଟ ଲଢେଇ । ତେବେ ବିଶ୍ଵକପରେ ଆଜିର ମ୍ୟାଚ ହାଇ ଭୋଲେଟଜ ରହିବ । ବିଶ୍ଵର ପ୍ରତି ଟି ମ୍ଯାଚ ପାଇଁ  କ୍ରିକେଟ ପ୍ରେମୀ ମାନେ ଚାତକ ଭଳି ଚାହିଁ ରହିଥିଲେ ଆଜି ସେ ସମୟ ଆସିଯାଇଛି ।

ମଇଦାନରେ ଆଜି ମୁହାଁ ମୁହିଁ ହେବାକୁ ଯାଉଛନ୍ତି ପାରମ୍ପରିକ ପ୍ରତିଦ୍ଵନ୍ଦୀ ଭାରତ- ପାକିସ୍ତାନ । ଆଜି ହେବ ଜୋରଦାର ଟକ୍କର । ପାକିସ୍ତାନ ବୋଲିଙ୍ଗ କରୁଥିବା ବେଳେ ଭାରତ ବ୍ୟାଟିଙ୍ଗ ପ୍ରଥମେ କରିବ । ତେବେ ମ୍ଯାଚ ପୂର୍ବରୁ କାହାର ପଲା ଭାରି ରହିବ ତାହାକୁ ନେଇ ଚର୍ଚ୍ଚା ଚାଲିଛି । 1952 ଦିନିକିଆ ବିଶ୍ଵକପରେ ଭାରତ ପାକିସ୍ତାନ ପ୍ରଥମ ଥର ପାଇଁ ମୁହାଁ ମୁହିଁ ହୋଇଥିଲା ।

ଆଉ ଏବେ ଯାଏଁ ମୋଟ 7 ଥର ପରସ୍ପରକୁ ଭେଟିଛନ୍ତି । ଆଉ ସବୁ ଥର ଭାରତ ବାଜି ମାରିଛି । ତେବେ ଆଜି ଅମହଦାବାଦ ର ନରେନ୍ଦ୍ର ମୋଦୀ ଷ୍ଟାଡିୟମ ରେ ଦୁଇ ଦଳ ମୁହାଁ ମୁହିଁ ହେବେ । ଆଉ ଏହି ମ୍ୟାଚ ଉପରେ ରହିଛି ସମସ୍ତଙ୍କର ନଜର । 1992 ରେ 43 ରନରେ ପାକିସ୍ତାନ କୁ ହରାଇ ଭାରତ ବିଜୟୀ ହୋଇଥିଲା । 1996 ରେ ମାତ୍ର 48 ରନ ରେ ଭାରତ ବିଜୟୀ ହୋଇଥିଲା ।

1999 ରେ 47 ରନ ରେ ପାକିସ୍ତାନ କୁ ଧୁଳି ଚଖାଇଥିଲା ଭାରତ । 2003 ରେ 29 ରନ ରେ ଭାରତ ପାକିସ୍ତାନକୁ ପରାସ୍ତ କରିଥିଲା । 2015 ରେ 76 ରନ ରେ ପାକିସ୍ତାନ କୁ ହରାଇଥିଲା ଭାରତ । 2019 ରେ 89 ରନ ର ବଡ ବ୍ଯବଧାନରେ ଭାରତ ବିଜୟୀ ହୋଇଥିଲା । ସବୁବେଳେ ଭାରତ ପାକିସ୍ତାନ ମ୍ୟାଚ ଦେଖିବା ପିନ ଫ୍ୟାନ ମାନଙ୍କ ମଧ୍ୟରେ ପ୍ରବଳ କ୍ରେଜ ଦେଖିବାକୁ ମିଳିଛି ।

ଏମିତିକି ଏହି ମ୍ୟାଚ ପାଇଁ ଦର୍ଶକଙ୍କର ଏତେ ଆଗ୍ରହ ଓ ଉତ୍କଣ୍ଠା ଦେଖି ବିସିସିଆଇ ଶେଷରେ 14 ହଜାର କ୍ରିକେଟ ବିକ୍ରି କରିଛି । ଅହମଦାବାଦ ରେ ଫ୍ୟାନ ମାନଙ୍କର ଏତେ ଭିଡ ଯେ ରହିବାକୁ ଆଉ ହୋଟେଲ ରୁମ ମିଳୁନି । ଫଳରେ ଦର୍ଶକ ମାନେ ରୋଗୀ ହୋଇ ମେଡିକାଲ ବେଡ ବୁକ କରୁଥିବା ଖବର ସାମନାକୁ ଆସିଛି । ଚଳିତ ବିଶ୍ଵକପରେ ଭାରତ ଦୁଇଟି ମ୍ୟାଚ ଖେଳି ବିଜୟୀ ହୋଇଥିବା ବେଳେ ପାକିସ୍ତାନ ମହଦୀ 2ଟି ମ୍ୟାଚ ଖେଳି ବିଜୟୀ ହୋଇଛି ।

ତେବେ ଆଜିର ମ୍ଯାଚ ଉଭୟ ଦଳ ପାଇଁ ଜର ଉଋ ରହିବ । ଯଦି ସୁମନ ଗିଲ୍ସ ଦଳ କୁ ଫେରନ୍ତି ତେବେ ତାହା ଭାରତ ପାଇଁ ପ୍ଲସ ପଏଣ୍ଟ ହେବ । ସେହିପରି ଅମହମଦାବାଦ ମହମଦ ସାମୀ ଙ୍କ ହୋମ ଗାର୍ଡ ହୋଇଥିବାରୁ ତାଙ୍କୁ ସୁଯୋଗ ମିଳିପାରେ । ଗତ ଏସିୟା କପ ରେ ଭାରତ ଖେଳାଳି ପାକିସ୍ତାନ ବିପକ୍ଷରେ ଦମଦାର ପ୍ରଦର୍ଶନ କରି ବିଜୟୀ ହୋଇଥିଲେ ।

ବନ୍ଧୁଗଣ ଆଗକୁ ଏଭଳି ଖେଳ ସମ୍ବଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।