ନମସ୍କାର ବନ୍ଧୁଗଣ ଆଜି ଆମେ ସେହି ରାଶି ମାନଙ୍କ ବିଷୟରେ ଜାଣିବା ଯେଉଁମାନେ ଆଗାମୀ ୩୩ ବର୍ଷ ରାଜା ଭଳି ଜୀବନ କାଟିବେ । ଯେମତି କି ଆମେ ଜାଣିଛେ ଯେ ଆମର ଜୀବନରେ ଘଟୁଥିବା ସମସ୍ତ ଅଘଟଣ ର ମୁଖ୍ୟ କାରଣ ଗ୍ରହ ମାନଙ୍କର ଚଳନ ଉପରେ ନିର୍ଭର କରିଥାଏ । ଏହି ଚଳନ କାରଣରୁ ସୁଖ ଦୁଖ ଓ ହାନି ଲାଭ ର ସାମ୍ନା କରିଥାଉ, ଜ୍ୟୋତିଷଙ୍କ ଅନୁସାରେ ଗ୍ରହ ଚଳନ ଏମତି ସଂଯୋଗ ବନୁଛି ଯେ ଆସନ୍ତା ୩୩ ବର୍ଷ ପର୍ଯ୍ୟନ୍ତ କିଛି ରାଶି ଗୁଡ଼ିଙ୍କର ଭାଗ୍ୟ ଚମକିବାକୁ ଯାଉଛି ।
ଏହି ରାଶି ଗୁଡ଼ିଙ୍କ ଉପରେ ଭଗବାନ ଶନି ଦେବଙ୍କର କୃପା ହେବ, ଏମାନଙ୍କୁ ତାଙ୍କ ଜୀବନରେ ବହୁତ ସଫଳତା ମିଳିବ । ଏମାନଙ୍କ କୁଣ୍ଡଳୀରେ ୫୦ବର୍ଷ ପରେ ରାଜଯୋଗ ବନିବାକୁ ଯାଉଛି, ଏହି ରାଶି ମାନଙ୍କ ବ୍ୟକ୍ତି ମାନଙ୍କର ଘର ପରିବାର ରେ ଖୁସିର ମାହୋଲ ଖେଳି ଉଠିବ, କିଛି ନୂଆ କାର୍ଯ୍ୟ ଆପଣ କରି ପାରନ୍ତି ।
ଯଦି ଆପଣ ଆୟ ବୃଦ୍ଧିର ସୂତ୍ର ଖୋଜୁଛନ୍ତି ତେବେ ସୁରକ୍ଷିତ ଆର୍ଥିକ ଯୋଜନାରେ ପ୍ରବେଶ କରନ୍ତୁ । ଯେଉଁ ବ୍ୟକ୍ତି ପ୍ରେମ ପ୍ରସଙ୍ଗରେ ଅଛନ୍ତି ଏମାନେ ତାଙ୍କ ପ୍ରେମ ସମ୍ପର୍କରେ ସଫଳତା ହାସଲ କରିବେ । ମାତା ପିତାଙ୍କର ସହଯୋଗ ମଧ୍ୟ ମିଳିବ । ଜୀବନ ସାଥିଙ୍କର ଆପଣଙ୍କ ପ୍ରତି ସହଯୋଗ ମିଳିବ, ସମାଜରେ ଆପଣଙ୍କର ପ୍ରଶଂସା ବଢିବ । ଏମାନେ ଦୂର ଯାତ୍ରା ମଧ୍ୟ କରି ପାରନ୍ତି । ଯାହା କି ଆପଣଙ୍କର ବହୁତ ଲାଭ ମଧ୍ୟ ହେବ । ତେବେ ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶି ମାନଙ୍କ ବିଷୟରେ । ଏହି ରାଶି ମାନଙ୍କ ମଧ୍ୟରୁ ସର୍ବ ପ୍ରଥମ ରାଶି ଟି ହେଇଛି ।
ବିଛା ରାଶି
ଏହି ରାଶିର ବ୍ୟକ୍ତି ମାନଙ୍କୁ ଏବେ କୋର୍ଟ କାମ ଓ ସରକାରୀ କାମ ଠାରୁ ଏବେ ଆପଣଙ୍କୁ ମୁକ୍ତି ମିଳିବ । ସନ୍ତାନ ମାନଙ୍କର ପାଠ ପଢାକୁ ନେଇ ଆପଣଙ୍କର ଚିନ୍ତା ଏବେ ସମାପ୍ତ ହେବ, ପୁରାତନ ସମ୍ପତିରେ ରହିଥିବା ବାଦ ବିବାଦ ଆପଣଙ୍କର ଦୂର ହେବ ଓ ବ୍ୟକ୍ତିଗତ ଜୀବନରେ ବହୁତ ଶାନ୍ତି ଲାଗି ରହିବ । ଆପଣଙ୍କର ଆମଦାନୀରେ ମଧ୍ୟ ବୃଦ୍ଧି ରହିବ ।
ମିଥୁନ ରାଶି
ଏହି ରାଶିର ବ୍ୟକ୍ତି ମାନେ ନିଜ କଠିନ ପରିଶ୍ରମର ଫଳ ପ୍ରାପ୍ତ କରିବେ । ଏବଂ ଏହି ରାଶିର ବ୍ୟକ୍ତି ମାନେ ସବୁ କାର୍ଯ୍ୟରେ ସଫଳତା ହାସଲ କରିବେ । ବ୍ୟବସାୟୀ ସମସ୍ଯା ଗୁଡିକ ସମାପ୍ତ ହୋଇଯିବ, ଆପଣ ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । ଏହି ରାଶିକୁ ଶନିଦେବଙ୍କର କୃପା ରହିବ । ଯାହା ଫଳରେ ଲାଭର ନୂଆ ନୂଆ ଅବସର ମିଳିବ । କୌଣସି ପ୍ରତିଷ୍ଟିତ ବ୍ୟକ୍ତିଙ୍କ ଠାରୁ ଆପଣଙ୍କୁ ମାର୍ଗ ଦର୍ଶନ ପ୍ରାପ୍ତ ହେବ ।
କନ୍ୟାରାଶି
ଏହି ସମୟରେ ଆପଣ କୌଣସି ଭଲ ଜାଗାରେ ନିବେଶ କରି ପାରନ୍ତି, ଏହି ସମୟରେ ଆର୍ଥିକ ର ଲାଭ ହେଇ ପାରେ । ନିଜର କାମ କାର୍ଯ୍ୟ ପ୍ରତି ନିବୃତ ରୁହନ୍ତୁ । ଯାହା ଦ୍ଵାରା ଆପଣଙ୍କର ସବୁ ସମସ୍ୟାର ସମାଧାନ ହେବ ।
ମକର ରାଶି
ଏହି ରାଶିର ଆଗାମୀ ସମୟ ବହୁତ ଖାସ ହେବ ଟଙ୍କା ପଇସାର ବିଚାର ନିହାତି କରନ୍ତୁ ଏବଂ ଏହା ଉପରେ ସମ୍ପୂର୍ଣ ଧ୍ୟାନ ଦିଅନ୍ତୁ । ପାରିବାରିକ ଜୀବନରେ ବହୁତ ଖୁସି ରହିବ । ନିଜର ପିଲାଙ୍କ ସହ ଭଲ ସମୟ ଅତିବାହିତ କରିବେ । ନିଜର କାର୍ଯ୍ୟ କ୍ଷେତ୍ର ରେ ଭଲ ପରିବର୍ତନ ହେବ ।
ତୁଳାରାଶି
ପାଠ ପଢାରେ ଆଗକୁ ବହୁତ ସୁଯଗ ମିଳିବ, ଚିନ୍ତା କରିବାର ସମୟ ଦୂର ହେବ । ଏହି ରାଶିର ବ୍ୟକ୍ତିଙ୍କର କୁଣ୍ଡଳୀରେ ବହୁତ ଧନ ଲାଭର ଅନୁକୂଳ ସମୟ ଆସିଛି । କାର୍ଯ୍ୟ କ୍ଷେତ୍ର ରେ ସଫଳତା ଓ ପ୍ରଶଂସା ଲାଭ କରିବେ । ଆଗକୁ ବଢିବାର ବହୁତ ସୁଯଗ ମିଳିବ । ପ୍ରତ୍ଯେକ କାର୍ଯ୍ୟ ଅତି ସହଜରେ ପୂରଣ ହେବ । ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ଭଲ ସମ୍ପର୍କ ରହିବ ।
ବୃଷ ରାଶି
ଏହି ରାଶିର ବ୍ୟକ୍ତିଙ୍କ କୁଣ୍ଡଳୀ ବଦଳିବାକୁ ଯାଉଛି । ଧନ ଲାଭ ଏବଂ ଚାକିରିରେ ଉର୍ଣ୍ଣତି ହେବ । ଏହା ବ୍ୟତିତ ଆପଣଙ୍କୁ କୌଣସି ମତ୍ବପୂର୍ଣ କାର୍ଯ୍ୟ ମଧ୍ୟ ମିଳିପାରେ । ସମାଜରେ ପ୍ରଶଂସା ମଧ୍ୟ ବୃଦ୍ଧି ହେବ ଓ ନିଜର ଆତ୍ମବିଶ୍ଵାସ ମଧ୍ୟ ବଢିବ ।
କୁମ୍ଭ ରାଶି
ଏହି ରାଶିର ବ୍ୟକ୍ତିଙ୍କୁ ପ୍ରବଳ ଧନ ଲାଭର ସୁଯଗ ରହିଛି । ଶନିଦେବ ଏହି ରାଶିର ସ୍ଵାମୀ ଅଟନ୍ତି । ତେଣୁ ଆଗାମୀ ଭବିଷ୍ୟତ ରେ ଶାଣିଦେବଙ୍କର କୃପା ଦ୍ରୁଷ୍ଟି ରହିବ । ପାଠ ପଢା ଓ ଚାକିରି କ୍ଷେତ୍ର ରେ ସଫଳ ହାସଲ କରିବେ । ଓ ଶନିଦେବଙ୍କୁ ଖୁସି କରିବା ପାଇଁ ଶନିଦେବଙ୍କ ପୂଜା ଆରାଧନା କରନ୍ତୁ । ଏବଂ ତାଙ୍କ କୃପାରୁ ଆପଣାକୁ ସବୁକିଛି ପ୍ରାପ୍ତ ହେବ ।