ଜାଣନ୍ତୁ A ଅକ୍ଷର ଲୋକମାନେ କିପରି ହୋଇଥାଏ। ଯଦି ଆପଣଙ୍କର କିମ୍ବା କୌଣସି ବନ୍ଧୁଙ୍କର ନାମ Aରୁ ଆରମ୍ଭ ତେବେ ନିଶ୍ଚୟ ପଢନ୍ତୁ

ଜ୍ୟୋତିଷ ମାନଙ୍କ ଅନୁସାରେ ଗୋଟେ ବ୍ୟକ୍ତିର ଜୀବନରେ ତାର ନାମର ବହୁତ ମହତ୍ଵ ରହିଛି । ଆପଣ ଜଣଙ୍କ ନାମର ପ୍ରଥମ ଅକ୍ଷର ଦ୍ଵାରା ଏହା ଜାଣି ପାରିବେ କି ସେହି ବ୍ୟକ୍ତି କେମିତି ଅଟେ, ମାନେ ତାହାର ବ୍ୟବହାର କେମିତି ଅଟେ ? ସମସ୍ତେ ଜାଣନ୍ତି କି ସବୁ ଲୋକମାନଙ୍କର ବ୍ୟବହାର ଅଲଗା ଅଲଗା ପ୍ରକାରର ହୋଇଥାଏ । କିନ୍ତୁ ନାମ ର ପ୍ରଥମ ଅକ୍ଷର ଦ୍ଵାରା ଆପଣ ଏହା ଜାଣି ପାରିବେ କି ସେହି ବ୍ୟକ୍ତି କେମିତି ହୋଇଥିବ ? ଆଜି ଆମେ ଆପଣଙ୍କୁ A ଅକ୍ଷର ଦ୍ଵାରା ଆରମ୍ଭ ହେଉଥିବା ନାମ ବିଷୟରେ କହିବାକୁ ଯାଉଛୁ ।

ଯଦି ଆପଣ ନିଜର କୌଣସି ସମ୍ପର୍କୀୟଙ୍କ ବିଷୟରେ ଜାଣିବା ପାଇଁ ଚାହୁଁଛନ୍ତି ଯାହାର ନାମ A ଅକ୍ଷର ଦ୍ଵାରା ଆରମ୍ଭ ହୋଇଛି, ଜ୍ୟୋତିଷଙ୍କ ଅନୁସାରେ ତାଙ୍କର ଅଙ୍କ ୧ ହୋଇଥାଏ, ଯାହା କାରଣରୁ ଏମାନେ ବହୁତ ବୁଦ୍ଧିମାନ ହୋଇଥାନ୍ତି ।

A ଅକ୍ଷର ନାମ ବାଲା ଲୋକମାନଙ୍କର ବ୍ୟବହାର

୧. ରାଗରେ ଭରପୁର

ଏମାନଙ୍କ ହୃଦୟରେ କିଛି ନଥାଏ, କିନ୍ତୁ ଛୋଟ ଛୋଟ କଥାରେ ବହୁତ ଜଲ୍ଦି ରାଗି ଯାଆନ୍ତି । କେବେ କେବେ ଏମାନେ ନିଜର ରାଗ ଦ୍ଵାରା ସବୁକିଛି ହରାଇ ବସନ୍ତି ।

୨. କମ ରୋମାଣ୍ଟିକ

ଏମାନଙ୍କର ଲଭ ଲାଇଫ ବହୁତ ଭଲ ଅଟେ, କିନ୍ତୁ ଏମାନେ ଅଳ୍ପ ରୋମାଣ୍ଟିକ ହୋଇଥାନ୍ତି । କହିଦେଉଛୁ ଯେ ଯାହାକୁ ସେମାନେ ଭଲ ପାଆନ୍ତି, ତାଙ୍କୁ ବହୁତ ଖୁସି ରଖିବା ପାଇଁ ଚେଷ୍ଟା କରନ୍ତି, କିନ୍ତୁ ତାଙ୍କୁ ପବ୍ଲିସିଟୀ କରିବା ପସନ୍ଦ ଆସେ ନାହିଁ ।

୩. ବୁଦ୍ଧିମାନ

ଏହି ଅକ୍ଷରରେ ଆରମ୍ଭ ହେଉଥିବା ଲୋକମାନେ ବହୁତ ବୁଦ୍ଧିମାନ ଅଟନ୍ତି । ଏହି କାରଣରୁ ତାଙ୍କୁ ସବୁ କ୍ଷେତ୍ରରେ ସଫଳତା ମିଳିଥାଏ । ଏମାନଙ୍କୁ ହାରିବାକୁ ଭଲ ଲାଗେ ନାହିଁ ।

୪. ଜିଦ୍ଦି ଟାଇପ

କହିଦେଉଛୁ ଯେ ଏମିତି ଲୋକ ବହୁତ ଜିଦ୍ଦି ହୋଇ ଥାନ୍ତି । ଏମାନଙ୍କୁ ନିଜର କଥା ମନାଇବା ଭଲଭାବେ ଆସିଥାଏ । ଯଦି ଜିଦ୍ଦିରେ ଅଡି ଯାଆନ୍ତି ତେବେ ଏମାନେ କାହର ବି ଶୁଣନ୍ତି ନାହିଁ ।

୫. କେହି ବାଧିଲା ଭଳି କହିଲେ ପସନ୍ଦ କରନ୍ତି ନାହିଁ

A ଅକ୍ଷରରେ ଆରମ୍ଭ ହେଉଥିବା ନାମର ଲୋକମାନେ ବହୁତ ଖୋଲା ବିଚାର ଅଟନ୍ତି, କିନ୍ତୁ ତାଙ୍କର ଲାଇଫ ବିଷୟରେ ଯଦି କେହି କିଛି କହି ଦିଅନ୍ତି ତେବେ ଏମାନେ ନିଜର ଧର୍ଯ୍ୟ ହରାଇ ଦିଅନ୍ତି ।