ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଯେଉଁ ସମୟରେ ଲୋକଙ୍କର ଭଲ ସମୟ ଆସିଥାଏ ସେହି ସମୟରେ ତାଙ୍କୁ କିଛି ସଂକେତ ଆସିଥାଏ କି ଯାହା ତାଙ୍କୁ ସୁଚାଇ ଥାଏ ସେମାନଙ୍କର ଆଉ କିଛି ଦିନ ଭିତରେ ବହୁତ ଭଲ ସମୟ ଆସିବାକୁ ଯାଉଛି । ଯେଉଁ ସମୟରେ ମନୁଷ୍ୟର ଭଲ ହେବାକୁ ଥିବ ସେହି ସମୟରେ ପ୍ରକୃତି ଦ୍ଵାରା ତାକୁ କିଛି ସଙ୍କେତ ମିଳିଥାଏ । ଯେଉଁ ମନୁଷ୍ୟ ଏହି ସଙ୍କେତକୁ ବୁଝିପାରେ ସେମାନଙ୍କର ହେଉଥିବା ଖରାପ କାର୍ଯ୍ୟ ଓ କିଛି ହେଉଥିବା ଅସୁବିଧାକୁ ସେମାନେ ବହୁତ ସହଜରେ ସେଥିରୁ ମୁକ୍ତି ପାଇଥାନ୍ତି ।
ଶ୍ରୀକୃଷ୍ଣ କହିଛନ୍ତି ଯେ ଯେଉଁ ସମୟରେ ତାର ଭଲ ସମୟ ଆସିବ ସେହି ସମୟରେ ସେ କେବେ ହେଲେ ଅହଂଙ୍କାର କରିବା କଥା ନୁହେଁ । କାରଣ ସବୁ ବେଳେ ସବୁ ଲୋକଙ୍କର ଭଲ ସମୟ ରହି ନଥାଏ । ତାକୁ ଭଲ ସମୟ କିଛି ଦିନ ଭିତରେ ଖରାପ ସମୟ ମଧ୍ୟ ଆସିଥାଏ । ସେଥିପାଇଁ ନିଜର ଆସୁଥିବା ଖରାପ ସମୟ ନିଜେ ହିଁ ସକ୍ଷମ ହେବା ନିହାତି ଦରକାର ।
ତାକୁ ବହୁତ ସହଜରେ ଟଙ୍କା ମିଳିଯିବା ହେତୁ ସେ କେବେ ହେଲେ ଅଯଥା ଟଙ୍କା ଖର୍ଚ କରିବା କଥା ନୁହେଁ । ତାକୁ ସେ ସମ୍ଭାଳି ରଖିବା ନିହାତି ଦରକାର, ଯାହାକି ତାକୁ ତାର ଆସୁବିଧା ସମୟରେ ତାର ସେ ଉପଯୋଗ କରିପାରିବ । ଜୀବନରେ ଦୁଖ ଓ ସୁଖ ଲାଗି ରହିଥାଏ କିନ୍ତୁ ମନୁଷ୍ୟ କେବେ ହେଲେ ଦୁଖ ସମୟରେ ଭାଙ୍ଗିବା କଥା ନୁହେଁ ବା ସୁଖ ସମୟରେ ଅଧିକା ଖୁସି ହେବ ମଧ୍ୟ ଉଚିତ ନୁହେଁ ।
ତେବେ ଆସନ୍ତୁ ଜାଣିବା କେଉଁ ସବୁ ସଂକେତ ଦ୍ଵାରା ଆପଣ ଜାଣିପାରିବେ ନିଜର ଭଲ ସମୟ ଆସିଲା । ଯଦି ଆପଣଙ୍କର ବ୍ରହ୍ମ ମୁହୂର୍ତ ରେ ନିଦ ଭାଙ୍ଗି ଯାଉଛି ତେବେ ଆପଣ ଏହାକୁ ଏକ ଶୁଭ ସଂକେତ ବୋଲି ମାନନ୍ତୁ । ଏହା ଆପଣଙ୍କର ଜୀବନରେ ବହୁତ କିଛି ପରିବର୍ତନ ଆଣିବ ।
ଯଦି କୌଣସି ଦେବତାଙ୍କ ମୁଣ୍ଡ ଉପରୁ ଫୁଲ ଖାସୁଥିବାର ଦେଖୁଛନ୍ତି ତେବେ ଏହା ମଧ୍ୟ ବହୁତ ଶୁଭ ସଂକେତ ଅଟେ । ଯଦି ଆପଣ ସକାଳୁ କେଉଁ ଆଡେ ଯାଉଛନ୍ତି ଓ ସେହି ସମୟରେ କେହି ଜଣେ ବୁଢା ବା ବୁଢୀ ଲୋକ ଆପଣଙ୍କୁ କିଛି ଟଙ୍କା ଦେଉଛନ୍ତି ତେବେ ଏହା ମଧ୍ୟ ଏକ ଶୁଭ ସଂକେତ ଅଟେ ।
ଯଦି ଆପଣଙ୍କର ଘରେ କୌଣସି ଏକ ଚିଡିଆ ଆସି ତାର ବସା ବାନ୍ଧି ରହେ ଏହା ଏକ ମଧ୍ୟ ବହୁତ ଶୁଭ ସଙ୍କେତ ଅଟେ । ଏହା ଆପଣଙ୍କୁ ସୁଚାଇ ଥାଏ କି ଆପଣଙ୍କୁ ହଠାତ କିଛି ଧନ ପ୍ରାପ୍ତି ହେବାର ସୁଯୋଗ ଅଛି । ଚିଡିଆର ଘର ଯଦି ଆପଣ ଭାଙ୍ଗି ଦିଅନ୍ତି ତେବେ ନିଜର ହେଉଥିବା କାର୍ଯ୍ୟ ମଧ୍ୟ ରହିଯିବ ।
ଯଦି ଆପଣଙ୍କ ଘରେ ବାଇଲ ଛୁଆ ଜନ୍ମ କରେ ତେବେ ଏହା ମଧ୍ୟ ବହୁତ ଶୁଭ ସଂକେତ ଅଟେ । ନିଜର ଆସୁଥିବା ଭଲ ସମୟକୁ ଏହା ସୁଚାଇଥାଏ । ଯଦି ଆପଣ କୌଣସି ଏକ ଜରୁରୀ କାମରେ ଯାଉଛନ୍ତି ଓ ଘରୁ ବାହାରିବା ସମୟରେ କିଛିଯାଇଛନ୍ତି ଓ ହଠାତ ଆପଣଙ୍କୁ ମାନେ ପଡିଲା । ଏହା ମଧ୍ୟ ନିଜର ଭଲ ସମୟ ଆସୁଥିବାର ଜାଣିବେ ।
ଆପଣ ବାଟରେ ଗଲା ସମୟରେ ଯଦି କୌଣସି ଏକ ଟଙ୍କା ପାନ୍ତି ତେବେ ଏହା ନିଜର ଟଙ୍କା ଫେରି ପାଇବାର ସଂକେତ ପାଇବେ । ଏକାଦଶୀ ବ୍ରତ ସବୁଠୁ ବଡ ଓ ଭଲ ବୋଲି କୁହାଯାଇ ଥାଏ । ଏକାଦଶୀ ବ୍ରତ କରିଥିବା ବ୍ୟକ୍ତି ପୂର୍ବ ଜନ୍ମରେ କରିଥିବା ପାପ ସବୁ ଧୋଇ ଯାଏ । ଯଦି ଏକାଦଶୀ ଦିନ ନିଜ ଘରକୁ ଗାଈ ଆସୁଛନ୍ତି ତେବେ ପୂଜା କରନ୍ତୁ ବହୁତ ଭଲ ହେବ ।
ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।