ସୋରିଷ ତେଲରେ ଏହି ଗୋଟିଏ ଜିନିଷ ମିଶେଇ ଲଗାଇ ନିଅନ୍ତୁ, ଗୋଟି ଗୋଟି କେଶ କଳା ହୋଇଯିବ

ଏବେ କିଛି ଲୋକଙ୍କର ଛୁଟି ବହୁତ ଶୀଘ୍ର ଧଳା ହୋଇଯିବାର ଦେଖା ଯାଉଛି । ବହୁତ ଲୋକେ ଏହି ଜିନିଷ ପାଇଁ ବହୁତ ଚିନ୍ତା ମଧ୍ୟ ରହୁଛନ୍ତି । ସେହି ଭଳି ଲୋକଙ୍କର ସୁବିଧା ପାଇଁ ଆମେ ଆଜି ଏପରି ଉପାୟ କହିବୁ ଯାହା ଦ୍ଵାରା ଆପଣଙ୍କର ଚୁଟି ଧଳା ରୁ ପୁରା କଳା ହୋଇଯିବ । ସୋରିଷ ତେଲରେ ଏହି ଗୋଟିଏ ଜିନିଷ ମିଶାଇ ଲଗାନ୍ତୁ ଆପଣଙ୍କର ସବୁ ଚୁଟି ଧଳା ରୁ କଳା ହୋଇଯିବ । ଆମେ ଯେଉଁ ଜିନିଷ ବିଷୟରେ କହିବାକୁ ଯାଉଛୁ ସେହି ଜିନିଷକୁ ଆପଣ ୩ ମାସ ଧରି ଏହାକୁ ରଖି ପାରିବେ ।

ଏହା ସହିତ ଆପଣଙ୍କର ଚୁଟି ବହୁତ ଲମ୍ବା ଓ ଘନା କରିବାରେ ମଧ୍ୟ ବହୁତ ସାହାର୍ଯ୍ୟ କରିଥାଏ । ଆପଣଙ୍କର ଚୁଟି ମୂଳରୁ ହିଁ ବହୁତ ମଜବୁତ ରହିବା ସହିତ ଚୁଟି ଝଡିବା ବନ୍ଦ ହେବ ଓ ନୂଆ କେସ ମଧ୍ୟ ଉଠିବାରେ ସାହାର୍ଯ୍ୟ କରିବ । ଏହା ସମ୍ପୂର୍ଣ ମନୁଷ୍ୟ କୃତ ଅଟେ ଓ ଏହା ବ୍ଯବହାର କରିବା ଦ୍ଵାରା କୌଣସି ଅସୁବିଧା ମଧ୍ୟ ଦେଖା ଦେବ ନାହିଁ ।

ଯଦି ଆପଣଙ୍କର ଚୁଟିକୁ ମୂଳରୁ ହିଁ କଳା କରିବାକୁ ଚହୁଁଛନ୍ତି ତେବେ ଆଜି ଆମେ ଆପଣଙ୍କୁ ବହୁତ ଭଲ ଉପାୟ କହିବାକୁ ଯାଉଛୁ ଯାହାକି ଆପଣଙ୍କର ବହୁତ କାମରେ ଆସିବ । ପ୍ରଥମେ ଏକ କରେଇ ମାଧ୍ୟମରେ ସୋରିଷ ତେଲ ପକାନ୍ତୁ ।

ଆପଣ ଯେଉଁ କରେଇ ନେଇଥିବେ ସେହି କରେଇ ଯେପରି ଏକ ଲୁହା କରେଇ ହେବା ନିହାତି ଦରକାର । କାରଣ ଏଥିରେ ଥିବା ଆଇରନ ପରିମାଣ ଅଧିକା ଥିବା ହେତୁ ଏହା ଆମ କେସ ପାଇଁ ବହୁତ ଦରକାରୀ ଅଟେ । ବଜାରରେ ମିଳୁଥିବା ରଙ୍ଗ ଅପେକ୍ଷା ଆପଣ ଯଦି ଏହି ଜିନିଷ କରି ଆପଣଙ୍କର ମୁଣ୍ଡରେ ଲଗାଉଛନ୍ତି । ତେବେ ଏହା ଆପଣଙ୍କର ଚୁଟିକୁ ବହୁତ ଲମ୍ବା ଓ କଳା ରଖିବାରେ ସାହାର୍ଯ୍ୟ କରେ ।

ଏବେ ସେହି ସୋରିଷ ତେଲରେ ଦୁଇ ଚାମଚ ମେହେନ୍ଦି ପକାନ୍ତୁ ଓ ସେଥିରେ ଏବେ ଆପଣ ମେଥି ପାଉଡର ପାକାଇବେ । ଯଦି ଆପଣଙ୍କ ପାଖରେ ମେଥି ପାଉଡର ନାହିଁ ତେବେ ଆପଣ ମେଥିକୁ ଗୁଣ୍ଡ କରି ମଧ୍ୟ ସେଥିରେ ଆପଣ ମିଶାଇ ପାରିବେ । ସେଥିରେ ଆପଣ ଅଧା ଚାମଚ ମେଥି ପାଉଡର ମିଶାଇବେ । ଏହାପରେ ଏଥିରେ ଅଁଳା ପାଉଡର ମିଶାନ୍ତୁ ।

ଏହା କରିବା ଦ୍ଵାରା ଶୀଘ୍ର ଲାମ୍ବା ଓ କଳା କରିବା ପାଇଁ ଏହା ବହୁତ ସାହାର୍ଯ୍ୟ କରିଥାଏ । ଏହାପରେ ଆପଣ ସେଥିରେ ଅଧା ଚାମଚରୁ କମ ମାତ୍ରାରେ ଅଁଳା ପାଉଡର ପକାନ୍ତୁ । ଏହାପରେ ଆପଣ ଏହାକୁ ଭଲ ଭାବରେ ମିଶାନ୍ତୁ । ଏହାକୁ କମ ଜାଳ ଦେଇ ଫୁଟେଇବେ । ଯଦି ଆପଣ ଏହାକୁ ଅଧିକ ଜାଳ ଦେଇ ଫୁଟାଉଛନ୍ତି ତେବେ ଏହା ମଧ୍ୟରେ ଥିବା ଔଷଧୀୟ ଗୁଣ ସବୁ ମରିଯାଏ ।

ଯାହା ଦ୍ଵାରା ସେହି ଜିନିଷ ଆଉ ଆମ କାମରେ ଆଉ ଲାଗି ନଥାଏ । କିଛି ସମୟ ଗଲା ପରେ ଏହା କଳା ହେବାକୁ ଲାଗିବ । ଏହାକୁ ଆପଣ ୧୨ ଘଣ୍ଟା ପର୍ଯ୍ୟନ୍ତ ଥଣ୍ଡା ହେବା ପାଇଁ ଛାଡି ଦିଅନ୍ତୁ । ଏହି ୧୨ ଘଣ୍ଟା ପରେ ଆପଣ ଯେତେବେଳେ ଏହାକୁ ଛାଣିବେ ଜାଣିପାରିବେ ଏହା କେତେ କଳା ହୋଇଛି ।

ଏହି ଜିନିଷଟି ଔଷଧୀୟ ଗୁଣ ଅଧିକ ରହିଛି ଯାହାକି ଆପଣ ଲଗାଇବା ଫଳରେ ନିଜର ଚୁଟି ବହୁତ ଶୀଘ୍ର କଳା ହୋଇଯିବ । ଏହାକୁ ଆପଣ ଦିନକୁ ୨ ରୁ ୩ ଥର ଲଗାନ୍ତୁ । ଏହାକୁ ଭଲ ଭାବରେ ଚୁଟିରେ ଲଗାନ୍ତୁ । ଏହାକୁ ଲଗାଇଲା ପରେ ୨ ମାସ ଭିତରେ ଆପଣଙ୍କର ଚୁଟି କଳା ହୋଇଯିବ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।