ବନ୍ଧୁଗଣ ଯାହାର କୁଣ୍ଡଳି ରେ ମଙ୍ଗଳ ଦୁର୍ବଳ ଥାଏ । ତାଙ୍କ ପାଖରେ ଟଙ୍କା ପଇସା ର ଅଭାବ ଏବଂ କରଜ ବୃଦ୍ଧି ହେଉଥାଏ । ଏବଂ ନିଜର ଘର ଜମି ଆଦି ର ସୁଖ ମଧ୍ୟ ମିଳେ ନାହିଁ । ଏପରି ଯଦି ଆପଣ ମଧ୍ୟ ଅସୁବିଧା ରେ ଅଛନ୍ତି କିମ୍ବା ଆପଣଙ୍କୁ ମଧ୍ୟ ଟଙ୍କା ପଇସା ର ଅଭାବ ଦେଖା ଯାଉଛି । ଏବଂ ନିଜର କିଛି ଘର ନାହିଁ ଭଡା ଘର ରେ ରହୁଛନ୍ତି କିମ୍ବା ନିଜର କୌଣସି ଜମି ମଧ୍ୟ ନାହିଁ । ତେବେ ଆପଣ ସେତେବେଳେ ଏହି ଉପାୟ ଟି କୁ କରିଲେ ଆପଣ ନିଜର ସମସ୍ତ ଅସୁବିଧା ରୁ ମୁକ୍ତି ପାଇଁ ପାରିବେ ।
ଏବଂ ନିଜର ମଧ୍ୟ ଘର ଜମି ଓ ଧନ ଦୌଲତ ରହିବ । ଏବଂ ଏହା କେବଳ ଗୁଡ଼ କୁ ବ୍ୟବହାର କରି ହୋଇ ପାରିବ । ଏବଂ ମଙ୍ଗଳ କୁ ସବଳ କରିବା ପାଇଁ ଏକ ଛୋଟ ଉପାୟ କରିବାକୁ ପଡିବ । ଯଦ୍ବାରା ଆପଣ ନିଜର ସମସ୍ତ ଅସୁବିଧା ଯେପରି କି ଟଙ୍କା ପଇସା ର ଅଭାବ ଏବଂ ନିଜର ଏକ ଘର କରିବା ଆଦି ସମସ୍ତ ସମସ୍ୟା ରୁ ଆପଣ ମୁକ୍ତି ପାଇଁ ପାରିବେ ।
ଏବଂ ଆପଣଙ୍କୁ ଯଦି ଏହା ମଧ୍ୟ ଲାଗେ ଆପଣଙ୍କ ର କୌଣସି ବି ମନୋକାମନା ପୂର୍ଣ୍ଣ ହେଉ ନାହିଁ ତେବେ ମଧ୍ୟ ଆପଣ ଏହି ଉପାୟ ଟିକୁ କରି ପାରିବେ ଏବଂ ନିଜର ସମସ୍ୟା ରୁ ମୁକ୍ତି ପାଇ ପାରିବେ । ଏବଂ ନିଜର ମନୋକାମନା ମଧ୍ୟ ପୂର୍ଣ୍ଣ ହେବ । ସେଥିପାଇଁ ଏକ ଛୋଟ ଉପାୟ କରିବାକୁ ହେବ । କୌଣସି ବି ଏକ ମଙ୍ଗଳବାର ଦିନ ଏହାକୁ କରି ପାରିବେ । ପ୍ରଥମେ ଗୁଡ଼ କୁ ନେବା ଏବଂ ଏକ ଲାଲ ରଙ୍ଗ ର କପଡା ରେ ରଖିଦେବେ । ଏବଂ ସେଥିରେ ଏକ କଏନ ରଖିଦେବେ ଏବଂ ତାହାକୁ କୌଣସି ବି ନଦୀରେ ଦୁଇ ହାତରେ ତାହା କୁ ପ୍ରଭାହିତ କରି ଦିଅନ୍ତୁ ।
ଏହା କରିବା ଦ୍ୱାରା ଆପଣଙ୍କ ର ସମସ୍ତ ମନୋକାମନା ପୂର୍ଣ ହେବ । ଏବଂ ଯାହା ଆପନଙ୍କ ଭାଗ୍ୟ ରେ କିଛି ବାଧା ଅଛି ତାହା ମଧ୍ୟ ଏହି ଉପାୟ କରିବା ଦ୍ୱାରା ସେ ମଧ୍ୟ ଅର୍ଥାତ ଭାଗ୍ୟ ମଧ୍ୟ ଖୋଲିଯିବ । ଏବଂ ଯେଉଁ ବିଦ୍ୟାର୍ଥୀ ମାନେ ଅଛନ୍ତି ଯିଏ ଏବେ ନିଜର ପାଠ ପଢୁଛନ୍ତି । ଏବଂ ବହୁତ ପରିଶ୍ରମ ମଧ୍ୟ କରୁଛନ୍ତି କିନ୍ତୁ ଆପଣଙ୍କୁ ତାହାର ସଠିକ ଫଳ ମିଳୁ ନାହିଁ ଆପଣଙ୍କ ପରିଣାମ ସଠିକ ଆସୁ ନାହିଁ । ଏବଂ ଯିଏ ଚାକିରୀ ପାଇଁ ଇଣ୍ଟରଭିଉ ଦେଉଛନ୍ତି କିନ୍ତୁ ଆପଣଙ୍କୁ ଚାକିରୀ ମିଳୁ ନାହିଁ । ତେବେ ଆପଣ ମଙ୍ଗଳବାର ଦିନ ନିଜ ହାତରେ ଏକ ଗାଈ କୁ ଗୁଡ଼ ଖୋଇ ଦେବେ ।
ଏବଂ ଯଦି ସେ ଗାଈ ଗୁଡ଼ ଖାଇବା ସହ ଆପଣଙ୍କ ହାତ ମଧ୍ୟ ଚାଟି ଦେବେ ତେବେ ଆପଣ ଜାଣି ନେବେ କି ଏବେ ଆପଣଙ୍କ ମନୋକାମନା ପୂର୍ଣ ହୋଇଗଲା । ବେଳେବେଳେ ଆପଣ ପଡି ଯାଆନ୍ତି । ଆପଣଙ୍କ ଦେହ ରେ କ୍ଷତ ହୋଇ ଯାଏ । ଏବଂ ସର୍ଵଦା ଦୁର୍ଘଟଣା ହେଉ ଥାଏ । ତେବେ ମଙ୍ଗଳବାର ଦିନ ଏକ ଛୋଟ ଉପାୟ କରିଦେବେ । ମଙ୍ଗଳବାର ଦିନ ହନୁମାନ ଙ୍କ ନିକଟରେ ଗୁଡ଼ କୁ ପ୍ରସାଦ ରୂପରେ ଅର୍ପିତ କରିଦେବେ ଏବଂ ସେହି ପ୍ରସାଦ କୁ ନିଜେ ବି ଖାଆନ୍ତୁ ଏବଂ ଅନ୍ୟ କୁ ମଧ୍ୟ ଖୁଆନ୍ତୁ । ଏହା ଦ୍ୱାରା ଆପଣଙ୍କ ର ଦୁର୍ଘଟଣା ଯୋଗ କଟି ଯାଇ ଥାଏ । ଏବଂ ଯଦି ଆପଣ ଙ୍କୁ ଟଙ୍କା ପଇସା ର ଅଭାବ ଲାଗି ରହୁଛି ତେବେ ଆପଣ ପ୍ରସାଦ ରୂପରେ ଦେଇ ଥିବା ଗୁଡ଼ କୁ ନିଜେ ନ ଖାଇ ଗାଈ କୁ ଖୁଆଇ ଦେବେ ।
ଏବଂ ଯଦି ଘରେ ସବୁବେଳେ କଲି ଝଗଡା ଲାଗି ରହୁଛି । ତେବେ ଘରେ ଶାନ୍ତି ପାଇଁ ଆପଣ ଏକ ମାଟି ର କୁଣ୍ଡ ନେଇ ଆସନ୍ତୁ ଏବଂ ସେହି ମାଟିରେ ଗୁଡ଼ କୁ ରଖିଦେବେ । ଏହା କରିବା ଦ୍ୱାରା ଆପଣଙ୍କ ଘରେ ସର୍ଵଦା ଶାନ୍ତି ରହିବ ଏବଂ କଳହ ହେବ ନାହିଁ । ଏବଂ ଯେବେବି ହନୁମାନ ଙ୍କୁ କୌଣସି ବି ପ୍ରସାଦ ଚଢେଇ ବେ ସେଥିରେ ତୁଳସୀ ପତ୍ର ଦେବା ବିଲକୁଲ ଭୁଲିବେ ନାହିଁ । କାରଣ ଏହି ତୁଳସୀ ପତ୍ର ବିନା ଆପଣଙ୍କ ଭୋଗ ଅଧୁରା ଅଛି ।
ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।