ଜବ ଇଣ୍ଟରଭ୍ୟୁ ରେ ସଫଳତା ପାଇବା ପାଇଁ ଆପଣାନ୍ତୁ ଏହି ଇଣ୍ଟରଭ୍ୟୁ ଟିପ୍ସ, ମିଳିବ 100 % ସଫଳତା

ଯଦି ଆପଣ ଭଲ ଚାକିରି କରିବା ପାଇଁ ଯାଉଛନ୍ତି ତେବେ ଆପଣ କେଉଁ ଜିନିଷ ପ୍ରତି ବେସୀ ଧ୍ୟାନ ଦେବା ଦରକାର ସେହି ବିଷୟରେ ଆମେ ଆପଣଙ୍କୁ କହିବୁ । କିଛି ଏମିତି ବିଷୟରେ କହିବାକୁ ଯାଉଛୁ ଯାହାକୁ ପ୍ରାତଃ ଇଣ୍ଟରଭିୟୁରେ ପଚରା ଯାଉଛି ।   ଇଣ୍ଟରଭିୟୁକୁ ଗଲା ପାରେ ସେଠାରେ ଯେଉଁ ମାନେ ବସିଥାନ୍ତି ସେମାନେ ଆପଣଙ୍କୁ ଖୁବ ଭଲ ଭାବରେ ପରଖିଥାନ୍ତି । ସେଟାକୁ ଗଲାପରେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସେମାନେ ପୁରା ପରଖିଥାନ୍ତି କି ଛୋଟ ଭୁଲରେ ମଧ୍ୟ ସେ କାଟିଥାନ୍ତି ।

ଇଣ୍ଟରଭିୟୁ ପାଇଁ ଆପଣ ଡରୁଛନ୍ତି ବା ଦେଇ ନାହାନ୍ତି ତେବେ ଆମେ ଆପଣଙ୍କୁ କିଛି ଭଲ ଟିପ୍ସ ଦେବୁ ଯାହା ଆପଣଙ୍କୁ ବହୁତ ସହଜ ହୋଇଯିବ । ଇଣ୍ଟରଭିୟୁ କରାଯିବାର ପ୍ରଥମ ପ୍ରଶ୍ନ ଥାଏ କି ପ୍ରଥମେ ତମ ବିଷୟରେ କିଛି କୁହ ଏହା ଏଥିପାଇଁ କରାଯାଏ କି ଆପଣଙ୍କର ସେଠାରେ ଡର ନରହୁ ।

ତେଣୁ କରି ଇଣ୍ଟରଭିୟୁ ଦେବା ପୂର୍ବରୁ ଏଥିପ୍ରତି ଭଲସେ ଧ୍ୟାନ ଦିଅନ୍ତୁ ଯେପରି ସେଠାରେ ପ୍ରାଞ୍ଜଳ ଭାବରେ କହିପାରିବେ ଏମିତି ନହେଉ କି ଆପଣ ନିଜ ବିଷୟରେ କିଛି କହିପାରିବେନି ଓ ଆପଣ ଗୋଟିଏ କଥାକୁ ବାରମ୍ବାର କୁହନ୍ତୁ ନାହିଁ ଯାହା ଦ୍ଵାରା ଆପଣଙ୍କୁ କୌଣସି ପ୍ରକାରର ଅସୁବିଧା ହେବ । ଆଉ ଏକ କଥା ହେଉଛି ଆପଣ କାହିଁକି ଅନ୍ୟ ଜାଗାରୁ ଚାକିରି ଛାଡିଲେ । ଏହି  ଭଳି ପ୍ରଶ୍ନର ଉତ୍ତର ଆପଣ ପୁରା ସକରାତ୍ମକ ଭାବରେ ଉତ୍ତର ଦିଅନ୍ତୁ ।

ଆପଣ ପୂର୍ବରୁ କରୁଥିବା ଚାକିରି କେଉଁ କାରଣରୁ ଛାଡିଲେ ସେହି କାରଣ କେବେ ହେଲେ କୁହନ୍ତୁ ନାହିଁ ଓ ସେଠାରେ ପୂର୍ବରୁ କାମ କରୁଥିବା ଓନର ବିଷୟରେ କିଛି ଖରାପ କଥା କୁହନ୍ତୁ ନାହିଁ ନଚେତ ହୁଅତ ଚାକିରି ନମିଳିପାରେ । ଆଉ କିଛି ପଚାରନ୍ତି କି ଆପଣ ଯେଉଁ ଠାରେ କାମ କରୁଥିଲେ ସେଠିକାର କରୁଥିବା କାମରେ କେତେ ପ୍ରବୀଣତା ଆଛନ୍ତି । ଯଦି ଆପଣ ପୂର୍ବରୁ କୌଣସି କମ୍ପାନୀରେ ଚାକିରି କରିଛନ୍ତି ତେବେ ଏହି ପ୍ରଶ୍ନ ଆପଣଙ୍କୁ ନିଶ୍ଚିନ୍ତ ପଚରା ଯିବ ।

ତେଣୁ କରି ଆପଣ ଯେଉଁ କାର୍ଯ୍ୟର କାମ କରୁଥିଲେ ସେହି ବିଷୟରେ ହିଁ ଉତ୍ତର ଦିଅନ୍ତୁ । ଭଲ ହେବକି ଏହାର ଉତ୍ତର ଆପଣ ପୂର୍ବରୁ ହିଁ ତେୟାର କରି ରଖିଥିବେ । ଆଉ କିଛି କିଛି ଜାଗାର ପଚାରନ୍ତି କି ଆପଣ ଆମ କମ୍ପାନୀ ବିଷୟରେ କିଛି ଜାଣିଛନ୍ତି କି ସବୁ ପିଲାମାନେ ସିଏ ନୂଆ ଚାକିରି କରିବା ପାଇଁ ହେଉ ବା ପୁରବାରୁ କରୁଥିବା କାର୍ଯ୍ୟ ସେମାନଙ୍କୁ ଏହି ପ୍ରଶ୍ନ ପଚରା ଯାଏ । ଆପଣ ଯେଉଁ କମ୍ପାନୀ ଯାଉଛନ୍ତି ପ୍ରଥମେ ସେହି କମ୍ପାନୀ ବିଷୟରେ କିଛି ପଢିକି ବା କାହାଠାରୁ ପରାମର୍ଶ ନେଇ ଯାଆନ୍ତୁ କି ସେହି କମ୍ପାନୀରେ କେଉଁ କେଉଁ କାମ ହୋଇଥାଏ ।

ଏମିତି କିଛି ଜିନିଷ ଜାଣିବା ନିହାତି ଦରକାର ଓ କମ୍ପାନୀ ବିଷୟରେ କିଛି ଏବଂ ଆବଶ୍ୟକୀୟ ଜିନିଷ ଜାଣିକି ଯିବେ । ସେଠାରେ ଯେଉଁ ମାନେ କାର୍ଯ୍ୟ କରୁଥିବେ ତାଙ୍କୁ ମଧ୍ୟ ଆପଣ ପଚାରି ପାରନ୍ତି । ପଚାରିଥାନ୍ତି କି ଆମେ ଆପଣଙ୍କୁ ଆମ କମ୍ପାନୀରେ କାହିଁକି ନେବୁ ଓ ଆପଣଙ୍କର କେଉଁ ଜିନିଷ ଅଛି ଆମେ ଆପଣଙ୍କୁ ନେବୁ ଯାହାକି ଆମ କମ୍ପାନୀ ବଢିବ ଓ ନାମ କମାଇବ । ଏହାର ଉତ୍ତର ଆପଣ ସରଲ ଭାଷାରେ ଓ ଛୋଟକି ଉତ୍ତର ଦେଇପାରିବେ ।

ଆପଣ ପୁରୁଣା ଅନୁଭବର ପ୍ରୋଯୋଗ କରିପାରନ୍ତି ଓ ଅଧିକରୁ ଅଧିକ କାମ କରାଇ ପାରିବେ । ଏହାପରେ ଆପଣଙ୍କୁ ସାଲାରି କେତେଦେଲେ ହେବ ପ୍ରଥମେ ମୋର କାର୍ଯ୍ୟ ଦେଖନ୍ତୁ ଏହାପରେ ନିରୂପଣ କରିବେ ଓ ସଂସ୍ଥା ଦେଖି ମତେ ଠିକ ସାଲାରି ମିଳିବ ବୋଲି ମୁଁ ଆଶା କରୁଛି ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।