ଯଦି ଘରକୁ ଆସୁଛନ୍ତି ଏହି 6 ଟି ପକ୍ଷୀ ତେବେ ହୋଇଯାଆନ୍ତୁ ସାବଧାନ, ବର୍ବାଦ ହେବା ସୁନିଶ୍ଚିତ- Vastu Shastra

ଆମର ଜୀବନଟି ଆଖ ପାଖ ବାତାବରଣକୁ ଦ୍ଵାରା ହିଁ ପ୍ରଭାବିତ ହୋଇଥାଏ । ତ ସହିତ ପଶୁ ପକ୍ଷୀ ଆମ ଜୀବନର ଏକ ଭିନ୍ନ ଅଙ୍ଗ ଅଟେ । ରୁଷି ତାନ୍ତ୍ରିକ ତଥା ଆଧ୍ୟାତ୍ମିକ ବାଦୀମାନେ ପକ୍ଷୀମାନଙ୍କୁ ନା କେବଳ ଜ୍ୟୋତିଷ ତଥା ମନୁଷ୍ୟର ଭାଗ୍ୟ ସହିତ ଯୋଡିଛନ୍ତି । ବରଂ ପକ୍ଷୀମାନଙ୍କର ଉପଯୋଗ ତାନ୍ତ୍ରିକ ଉପଚାର ,ପ୍ରଶ୍ନ ଜ୍ୟୋତିଷ , ଶାରୀରିକ ଓ ମାନସିକ ରୋଗରେ ନିବାରଣ କରାଯାଇଥାଏ ।

ଯାହା ଶୁଆ ଅଚାନକ ହିଁ ଘରକୁ ଆସିଯିବା ମୟୁର ଘରେ ନୃତ୍ୟୁ କରିବା କୁକୁଡା ସକାଳୁ ସକାଳୁ ବୋବେଇବା ଶୁଭ ଫଳଦାୟକ ହୋଇଥାଏ । ସେହିପରି କିଛି ପକ୍ଷୀ ଘରକୁ ଆସିବା ଅଶୁଭ ଫଳ ଦାୟକ ହୋଇଥାଏ । ଆଜି ଆମେ ଆପଣଙ୍କୁ କିଛି ଘରକୁ ବିଶେଷ  ପକ୍ଷୀମାନେ ଘରକୁଏବଂ ରହିବା ଦ୍ଵାରା ଆସିବା ମିଳିବାକୁ ଥିବା ଶୁଭ ଏବଂ ଅଶୁଭ ଫଳ ବିଷୟରେ ବତେଇବୁ ।

ପାରା

 

ସକାଳୁ ପାରା ଦେଖିବା ଏହା ପ୍ରେମ ସବନ୍ଧ ହେବାର ମାନ୍ୟତା ଅଛି । ସେହିପରି ଯଦି ସନ୍ଧ୍ୟାରେ ପାରା ଯଦି ତାଙ୍କର ଗୁମୁରିବାର ଶବ୍ଦ ଶୁଣନ୍ତି । ଏହା ଘରେ ଝଗଡା ହେବା ଓ ଚୋରି ହେବାର ସଂକେତ ମନାଯାଇଥାଏ । ଏଥିରେ କିନ୍ତୁ ସନ୍ଧେହ ନାହିଁ ପାରା ଏକ ଶାନ୍ତ ପକ୍ଷୀ ଅଟେ । ଧାର୍ମିକ ଅନୁସାରେ ଘରକୁ ପାରା ଆସିବା ଅଶୁଭ ମନାଯାଇଥାଏ । ଏଥିପାଇଁ ଘରୁ ପାରାମାନଙ୍କୁ ବାହାର କରିଦେବା ଦରକାର । ପାରର ସବନ୍ଧ ରାହୁ ସହିତ ହୋଇଥାଏ । ଏଥିପାଇଁ ପାରା ଘରକୁ ନକରତମକ ଆଣିଥାଏ । ଏବଂ ଘରର ଲୋକମାନଙ୍କୁ ଅସଫଳତାର ସମାନା କରିବାକୁ ପଡିଥାଏ ।

ପେଚା

ପେଚା ମା ଲକ୍ଷ୍ମୀଙ୍କର ବାହାନ ଅବଶ୍ୟ ହୋଇଥାଏ । କିନ୍ତୁ ଘରକୁ ପେଚା ଆସିବା ଅଶୁଭ ମାନିଥାନ୍ତି । ଧାର୍ମିକ ମାନ୍ୟତା ଅନୁସାରେ ଦୀପାବଳି ଦିନ ପେଚା ଘରକୁ ଆସିବା ଶୁଭ ମାନିଥାନ୍ତି । ଏହି ଦିନ ଘରକୁ ଲକ୍ଷ୍ମୀ ଆସିବାର ସଂକେତ ଦେଇଥାଏ । କିନ୍ତୁ ଅନ୍ୟ ଦିନମାନଙ୍କରେ ଘରକୁ  ଆସିବା ପେଚା ଅଶୁଭ ମାନିଥାନ୍ତି । କୁହାଯାଏ କି ଘରକୁ ପେଚା ଆସିବା ଦ୍ଵାରା ନକରତ୍ମକ ଊର୍ଜା ସୃଷ୍ଟି ହୋଇଥାଏ । ଘର ଉପରେ ପେଚା ବସିକି ବୋବାଇଲେ ଏହା ମୃତ୍ୟୁର ସଂକେତ ଦେଇଥାଏ । ସନ୍ଧ୍ୟାରେ ଘର ବାହାରେ କୌଣସି ଗଛ ଉପରେ ପେଚା ବସିକି ବୋବାଏ ବର୍ଷେ ଭିତରେ କୌଣସି ସମ୍ପର୍କୀୟଙ୍କ କିମ୍ବା ମିତ୍ରଙ୍କ ମୃତ୍ୟୁ ହୋଇପାରେ ।

ଶାଗୁଣା

ଆପଣ ଜାଣିଛନ୍ତି ଶାଗୁଣା ମୃତ୍ୟୁ ଜୀବଙ୍କର ମାଂସ ଖାଇଥାନ୍ତି । ଏଥିପାଇଁ ହିନ୍ଦୁ ଘରେ ଏହି ପାଖିକୁ ଅଶୁଭ ମାନିଥାନ୍ତି । ଏହା ସହିତ ଶାଗୁଣା ଘରକୁ ଆସିବା ଅଶୁଭ ମାନିଥାନ୍ତି । ଯେଉଁ ଘରେ ଏମାନଙ୍କ ବାସ ହୋଇଥାଏ । କେବେ ବି ବିକାଶ ହୋଇନଥାଏ । ସେହି ଘରେ ସଦଶ୍ୟମାନଙ୍କ ମଧ୍ୟରେ ଲଢେଇ ଝଗଡା ସବୁବେଳେ ଲାଗିରହିଥାଏ । ଘରୁ ସକାରାତ୍ମକ ଊର୍ଜା ସବୁଦିନ ପାଇଁ ସମାପ୍ତ ହୋଇଯାଇଥାଏ ।

କାଉ

କାଉ ଏମିତି ଏକ ପକ୍ଷୀ ଅଟେ ଯାହାକି ଆଗରୁ ଘଟିଯାଇଥିବା ଘଟଣାବଳି ବିଷୟରେ ଜଣାପଡିଯାଇଥାଏ । ଯଦି କାଉ କୌଣସି ବ୍ୟକ୍ତିର ମୁଣ୍ଡ ଉପରେ ବସିଯାଇଥାଏ । ଏହାର ଅର୍ଥ ଏହା ହୋଇଥାଏ କି ସେହି ବ୍ୟକ୍ତିର ମାନସନମାନ ଆଞ୍ଚ ଅଛି । କିମ୍ବା ତାଙ୍କର ଘରେ ପଇସାର କମ ହେବାର ଅଛି । ଯଦି ଅଚାନକ ବହୁତ ସାରା କାଉ ଆପଣଙ୍କ ଘର ଉପରେ ଆସି ରାବିଥାନ୍ତି । ତ ଏହା ଅଶୁଭ ସଂକେତ ମାନଯାଇଥାଏ । ସେଥିପାଇଁ ସଙ୍କଟର ସଂକେତ ହୋଇଥାଏ ।

ବାଦୁଡି

ବାଦୁଡି ଦିନରେ ଦେଖାଯାଇ ନ ଥାଏ । ତେଣୁ ଏହାକୁ ରାତିର  ପକ୍ଷୀ ବୋଲି କୁହାଯାଇଥାଏ । ଏହା ଭୁତ ପ୍ରେତ ଭଳି ଓଲଟା ଝୁଲିଥାଏ । ଧାର୍ମିକ ମାନ୍ୟତା ଅନୁସାରେ ଘରକୁ ବାଦୁଡି ଆସିବା ଅଶୁଭ ମାନଯାଇଥାଏ । ଘରକୁ ବାଦୁଡି ଆସିବା ମୃତ୍ୟୁ ସଂକେତ ସୂଚନା ଦେଇଥାଏ । କିନ୍ତୁ ଚାଇନାରେ ଏହାକୁ ଶୁଭ ମଣିଥାନ୍ତି ।

ଘରଚଟିଆ

ଘରର ନିକଟରେ କୌଣସି ଚଢେଇର ବ୍ୟବହାର ହିଁ ଘରେ ଘଟିବାକୁ ଥିବା ଘଟଣାକୁ ନିର୍ଧାରିତ କରିଥାଏ । ଯଦି ଚଢେଇ ଆପଣଙ୍କ ଘର ନିକଟରେ ବସା ବାନ୍ଧି ଥାଏ । ତ ଏହାର ସୌଭାଗ୍ୟର ସଂକେତ ଦେଇଥାଏ । ଭବିଷ୍ୟତରେ କୌଣସି ଶୁଭ ସମାଚାର ଓ ଉନ୍ନତିର ଅବସାର ପ୍ରାପ୍ତି ହେବ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।