ନମସ୍କାର ବନ୍ଧୁଗଣ,ବନ୍ଧୁଗଣ ଜୀବନରେ ସାଧାରଣ ଜ୍ଞାନର ଆବଶ୍ୟକତା ବହୁତ ଥାଏ । ସାଧାରଣ ଜ୍ଞାନ ପଢିବା ଦ୍ଵାରା ଆମେ ଦେଶ ଓ ବିଦେଶ ର ଅନେକ କିଛି ରୋଚକ କଥା ଜାଣିପାରୁ ।କିନ୍ତୁ ଆମେ ଜଣାଇ ଦେଉଛୁ କି ସାଧାରଣ ଜ୍ଞାନ ଆମ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ସରକାରୀ ହେଉ କିମ୍ବା ଘରୋଇ ସମସ୍ତ କର୍ମ କ୍ଷେତ୍ରରେ ଚାକିରୀ ପାଇବା ପାଇଁ ହେଲେ ସାଧାରଣ ଜ୍ଞାନ ଜାଣିବା ନିହାତି ଆବଶ୍ୟକ ହୋଇଥାଏ । ଏପରିକି ଭାରତର ସବୁଠୁ ବଡ଼ ପଦବୀ ଆଇ . ଏ . ଏସ ଏବଂ ଆଇ . ପି . ଏସ ପରୀକ୍ଷା ରେ ଏବଂ ଇଣ୍ଟରଭ୍ୟୁ ରେ ମଧ୍ୟ ସାଧାରଣ ଜ୍ଞାନ ସମ୍ପର୍କରେ ପଚରା ଯାଇଥାଏ ।
ଏପରି କୌଣସି ପରୀକ୍ଷା ନାହିଁ ଯେଉଁଥିରେ ସାଧାରଣ ଜ୍ଞାନର ପ୍ରଶ୍ନ ଆସି ନ ଥାଏ । ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ସେହିପରି କିଛି ପ୍ରଶ୍ନ ବିଷୟରେ ଆଲୋଚନା କରିବା ଯାହା ଆପଣ ଆଗରୁ କେଉଁଠି ବି ଶୁଣି ନ ଥିବେ କି ଜାଣିନଥିବେ । ତେବେ ଆସନ୍ତୁ ସେହିପରି ଅନେକ ପ୍ରଶ୍ନ ଓ ତାର ଉତ୍ତର ଵିଷୟ ରେ ଜାଣିବା ।
୧ . ସବୁଠାରୁ ମହଙ୍ଗା ଜୀବର ନାମ କଣ ?
ଉତ୍ତର – ରେସ ର ଘୋଡା ।
୨ . ଜନ ସଂଖ୍ୟା ଦୃଷ୍ଟିରୁ ଭାରତ ର ସବୁଠାରୁ ବଡ଼ ରାଜ୍ୟର ନାମ କଣ ?
ଉତ୍ତର – ଉତ୍ତର ପ୍ରଦେଶ ।
୩ . ଧଳା ହାତୀର ଦେଶ କାହାକୁ କୁହାଯାଏ ?
ଉତ୍ତର – ଥାଇଲାଣ୍ଡ ।
୪ . ଭାରତ ର ପ୍ରଥମ ଖବର କାଗଜ ର ନାମ କଣ ?
ଉତ୍ତର – ବେଙ୍ଗଲ ଗେଜେଟ ।
୫ . ରାଜ୍ୟର ଶାସନ ମୁଖ୍ୟ କିଏ ଅଟନ୍ତି ?
ଉତ୍ତର – ରାଜ୍ୟପାଳ ।
୬ . ମୃତ ନଗରୀ କାହାକୁ କୁହାଯାଏ ?
ଉତ୍ତର – ମହେଞ୍ଜୋଦାର ।
୭ . ମନୁଷ୍ୟ ର ସବୁଠାରୁ ଛୋଟ ହାଡ଼ କେଉଁଠାରେ ଥାଏ ?
ଉତ୍ତର – କାନ ।
୮ . କେଉଁ ମନୁଷ୍ୟ ର ଟିକଟ ଆବଶ୍ୟକ ହୋଇ ନ ଥାଏ ?
ଉତ୍ତର – ନବଜାତ ଶିଶୁ ।
୯ . ଭାରତର ସବୁଠାରୁ ଧନି ରାଜ୍ୟର ନାମ କଣ ?
ଉତ୍ତର – ମହାରାଷ୍ଟ୍ର ।
୧୦ . ପଞ୍ଚ ତନ୍ତ୍ର କିଏ ଲେଖିଥିଲେ ?
ଉତ୍ତର – ବିଷ୍ଣୁ ଶର୍ମା ।
୧୧ . ଗୌତମ ବୁଦ୍ଧ ଙ୍କର ମୃତ୍ୟୁ କେଉଁଠାରେ ହୋଇଥିଲା ?
ଉତ୍ତର – କୁଶୀ ନଗର ।
୧୨ . ଭାରତରେ “ଗ୍ରାଣ୍ଡ ଓଲଡ଼ ମ୍ୟାନ” ଭାବରେ କିଏ ପରିଚିତ ?
ଉତ୍ତର – ଦାଦା ଭାଇ ନାରୋଜି ।
୧୩ . କେଉଁ ଜୀବର ଦାନ୍ତ ସବୁବେଳେ ବଢୁଥାଏ ?
ଉତ୍ତର – ଠେକୁଆ/ମୂଷା ।
୧୪ . ଭାରତ ରେ ସବୁଠାରୁ ବେଶୀ ଚାହା ଉତ୍ପାଦନ କେଉଁଠାରେ ହୋଇଥାଏ ?
ଉତ୍ତର – ଆସାମ ।
୧୫ . “ଆରାମ ହାରମ ଅଟେ” – ଏହା କିଏ କହିଥିଲେ ?
ଉତ୍ତର – ଜବାହରଲାଲ ନେହେରୁ ।
୧୬ . ଆକାଶ ରେ ନୀଳ ରଙ୍ଗ କେଉଁ କାରଣ ରୁ ହୋଇଥାଏ ?
ଉତ୍ତର – ପ୍ରକାଶ ର ପ୍ରକିର୍ଣ୍ଣନ ।
୧୭ . ସଂସାର ରେ ସବୁଠୁ ବେଶି ପଶୁ କେଉଁଠାରେ ଦେଖିବାକୁ ମିଳିଥାନ୍ତି ?
ଉତ୍ତର – ଭାରତ ।
୧୮ . କେଉଁ ପ୍ରାଣୀ ଡେଇଁ ପାରି ନ ଥାଏ ?
ଉତ୍ତର – ହାତୀ ।
୧୯ . ଭାରତ ର କେଉଁଠାରେ ପଶ୍ଚିମ ବିନ୍ଦୁ ରହିଛି ?
ଉତ୍ତର – ଗୁଜୁରାଟ ।
୨୦ . ଟାଇପ ରାଇଟର ର ଆବିଷ୍କାର କେଉଁ ଦେଶରେ ହୋଇଥିଲା ?
ଉତ୍ତର – ଇଟାଲୀ ।
୨୧ . କେଉଁ ତେଲ ଶୀତ ଦିନରେ ଜମି ଯାଇଥାଏ ?
ଉତ୍ତର – ନଡ଼ିଆ ତେଲ ।
୨୨ . ସର୍ବ ପ୍ରଥମେ ନୋଟ ବନ୍ଦ କେଉଁ ଠାରେ ହୋଇଥିଲା ?
ଉତ୍ତର – ଘାନା ।
୨୩ . ଏପିକଲଚର କାହାକୁ କୁହାଯାଏ ?
ଉତ୍ତର – ମଧୁମକ୍ଷି ପାଳନ ।
୨୪ . ଦୁନିଆର ସବୁଠାରୁ ବଡ ଉଚ୍ଚ ଅଟ୍ଟାଳିକା ର ନାମ କଣ ?
ଉତ୍ତର – ବୁର୍ଜ ଖଲିଫା ।
୨୫ . ସବୁଠାରୁ ବେଶୀ ଇଣ୍ଟରନେଟର ବ୍ୟବହାର କେଉଁ ଦେଶ କରୁଛି ?
ଉତ୍ତର – ଚୀନ ।
୨୬ . ହୀରା ର ନଗର କାହାକୁ କୁହାଯାଏ ?
ଉତ୍ତର – କିମ୍ବରଲେ ।
୨୭ – ରାଷ୍ଟ୍ରୀୟ ବିଜ୍ଞାନ ଦିବସ କେବେ ପାଳନ କରାଯାଏ ?
ଉତ୍ତର – ଫେବ୍ରୁଆରୀ ୨୮ ।
୨୮ . କେଉଁ ଦେଶରେ ଟ୍ରାଫିକ ସିଗନାଲ ନ ଥାଏ ?
ଉତ୍ତର – ଭୁଟାନ ।
୨୯ . ପୃଥିବୀ ରେ ମୋଟ କେତୋଟି ମହାଦେଶ ଅଛି ?
ଉତ୍ତର – ୭ଟି ।
୩୦ . ଭାରତ ର ରାଷ୍ଟ୍ରୀୟ ଗଛ କହାକୁ କୁହାଯାଏ ?
ଉତ୍ତର – ବର ଗଛ ।
ତେବେ ବନ୍ଧୁଗଣ ଆଶା କରୁଛି ଆମର ଏହି ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟ ପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ