Sidharthଙ୍କ ଏମିତି ବ୍ୟବହାର କାରଣରୁ Rakul Preetଙ୍କୁ ସମସ୍ତଙ୍କ ସାମ୍ନାରେ ହେବାକୁ ପଡିଲା ଲଜ୍ଜିତ, ଦେଖନ୍ତୁ ଭିଡିଓ

ବଲୀଉଡ ଅଭିନେତ୍ରୀ ରକୁଲ ପ୍ରୀତ ସିଂହ ବର୍ତ୍ତମାନ ହିଁ କିଛି ଦିନ ତଳେ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ନିଜର ଛୁଟି ଦିନ ଗୁଡିକ ଏଞ୍ଜୟ କରୁଥିବାର କିଛି ଫଟୋ ଶେୟାର କରିଛନ୍ତି । ଯେଉଁଥିରେ ସେ ଅରେଞ୍ଜ ରଙ୍ଗର ସୁଇମ ସୁଟରେ ନଜର ଆସୁଛନ୍ତି । ରକୁଲ ପ୍ରୀତ ସିଂହଙ୍କ ଏହି ଫଟୋ ଉପରେ ତାଙ୍କର ଫ୍ୟାନମାନେ ବହୁତ କମେଣ୍ଟ ବି କରୁଛନ୍ତି । ଅଭିନେତ୍ରୀଙ୍କ ଏହି ଫଟୋ ସୋସିଆଲ ମିଡିଆରେ ବହୁତ ଭାଇରାଲ ବି ହେଉଛି । ଏହା ପୂର୍ବରୁ ବି ରକୁଲ ପ୍ରୀତ ସିଂହ ବିକିନୀରେ ନିଜର ଫଟୋ ଶେୟାର କରିଛନ୍ତି । ଯାହାକୁ ବହୁତ ଲାଇକ ମଧ୍ୟ ମିଳିଥିଲା । କିନ୍ତୁ ବର୍ତ୍ତମାନ ସମୟରେ ରକୁଲ ପ୍ରୀତ ସିଂହଙ୍କର ଅନ୍ୟ କିଛି ଭିଡିଓ ଓ ଫଟୋ ଭାଇରାଲ ହେବାକୁ ଲାଗିଛି ।

ସବୁବେଳେ ନିଜର ବୋଲ୍ଡ ଫଟୋସୁଟ ଓ ସେକ୍ସି ଅନ୍ଦାଜ ପାଇଁ ଲାଇମଲାଇଟରେ ରହୁଥିବା ଅଭିନେତ୍ରୀ ରକୁଲ ପ୍ରୀତ ସିଂହଙ୍କ ଗୋଟିଏ ଭିଡିଓ ବର୍ତ୍ତମାନ ସମୟରେ ପୁଣି ଥରେ ବହୁତ ଭାଇରାଲ ହେଉଛି । ଯେଉଁଥିରେ ରକୁଲ ପ୍ରୀତ ସିଂହ ଆପତ୍ତି ଜଣକ ଅବସ୍ଥାରେ ନଜର ଆସୁଛନ୍ତି । ଏହା ପ୍ରଥମ ଥର ନୁହେଁ ଯେତେବେଳେ ରକୁଲ ପ୍ରୀତ ସିଂହଙ୍କ ସହିତ ଏହିଭଳି ହୋଇଛି ।

କହିବାକୁ ଗଲେ ଯେତେବେଳେ ଅଭିନେତା ସିଦ୍ଧାର୍ଥ ଓ ଅଭିନେତ୍ରୀ ରକୁଲ ପ୍ରୀତ ସିଂହ ଏକ ଫିଲ୍ମ ପ୍ରମୋଶନ ପାଇଁ ଯାଇଥିଲେ ତେବେ ସେହି ସମୟରେ ରକୁଲ ପ୍ରୀତ ସିଂହ ଲଜ୍ଜିତ ହୋଇଯାଇଥିଲେ । ସେହି ସମୟରେ ସିଦ୍ଧାର୍ଥ ଓ ରକୁଲ ପ୍ରୀତ ସିଂହ ନିଜର ଫିଲ୍ମର ଗୀତରେ ନାଛୁଥିଲେ । କିନ୍ତୁ ଯେତେବେଳେ ସିଦ୍ଧାର୍ଥ ରକୁଲ ପ୍ରୀତ ସିଂହଙ୍କୁ ନିଜ ହାତରେ ଉଠାଇ ନେଲେ ତେବେ ସେହି ସମୟରେ ରକୁଲ ପ୍ରୀତ ସିଂହଙ୍କୁ ନିଜ ଡ୍ରେସ କାରଣରୁ ସମସ୍ତଙ୍କ ସାମ୍ନାରେ ଲଜ୍ଜିତ ହେବାକୁ ପଡିଥିଲା ।

କିନ୍ତୁ ଏହା ପ୍ରଥମ ଥର ନ ଥିଲା ଯେତେବେଳେ ସିଦ୍ଧାର୍ଥ କାରଣରୁ କୌଣସି ଅଭିନେତ୍ରୀଙ୍କୁ ସମସ୍ତଙ୍କ ସାମ୍ନାରେ ଲଜ୍ଜିତ ହେବାକୁ ପଡିଛି । ଏହା ପୂର୍ବରୁ ଫିଲ୍ମ ଯବରୀୟ ଯୋଡି ସମୟରେ ସିଦ୍ଧାର୍ଥ ଓ ପରିମିତି ନିଜର ଫିଲ୍ମର ପ୍ରମୋଶନ ପାଇଁ ଗୋଟିଏ ଇଭେଣ୍ଟକୁ ଯାଇଥିଲେ ତେବେ ସେହି ସମୟରେ ଯେତେବେଳେ ସିଦ୍ଧାର୍ଥ ପରିମିତଙ୍କୁ ନିଜ କୋଳ ଉପରେ ଉଠାଇ ଥିଲେ ତେବେ ସେହି ସମୟରେ ପରିମିତି ବି ନିଜର ଡ୍ରେସକୁ ନେଇ ବହୁତ ଅଧିକ ଲଜ୍ଜତି ହୋଇଥିଲେ ।

ଯଦି ରକୁଲ ପ୍ରୀତ ସିଂହଙ୍କ ଫିଲ୍ମ ବିଷୟରେ କଥାବାର୍ତ୍ତା କରବା ତେବେ ବର୍ତ୍ତମାନ ରକୁଲ ପ୍ରୀତ ସିଂହ ନିଜର ଫିଲ୍ମକୁ ନେଇ ବହୁତ ବ୍ୟସ୍ତ ଅଛନ୍ତି । ରକୁଲ ପ୍ରୀତ ସିଂହଙ୍କ ପାଖରେ ତିନୋଟି ହିନ୍ଦୀ ଫିଲ୍ମ ଅଛି ଓ ଏହା ଛଡା ତେଲୁଗୁ ଓ ତାମିଲ ଫିଲ୍ମ ବି ଅଛି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।