ଆଜିର ଦିନରେ ସୁନାର ମୂଲ୍ୟ କେତେ ରହିଛି ଆଜି ଆମେ ଆପଣଙ୍କୁ ଏହି ଆର୍ଟିକୀଳ ମାଧ୍ୟମରେ କହିବୁ । କହିବାକୁ ଗଲେ ଗତ କିଛି ଦିନ ହେବ ସୁନା ଓ ଚାନ୍ଦିରର ଦାମ କମ ହେବାରେ ଲାଗିଛି । ଏମିତିରେ ଆଜି ଆମେ ଆପଣଙ୍କୁ ୧୮ କ୍ୟାରେଟ, ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନାର ଦାମ କେତେ ଅଛି ସେହି ବିଷୟରେ କହିବୁ । ଏହା ସହିତ କହିବୁ କି ସୁନା ଓ ଚାନ୍ଦି ପୂର୍ବ ଦିନ ଅପେକ୍ଷା କେତେ ଟଙ୍କା କମ ହୋଇଛି । ତେବେ ଚଲାନ୍ତୁ ଜାଣିବା କଣ ରହିଛି ଆଜିର ସୁନା ଓ ଚାନ୍ଦିର ମୂଲ୍ୟ ।
କହିବାକୁ ଗଲେ ଆଜି ୧୦ ଡିସେମ୍ବର ୨୦୨୦ ଗୁରୁବାର ଦିନ ଚାନ୍ଦି ୧ ଗ୍ରାମକୁ ୬୭.୩୦ ଟଙ୍କା, ୮ ଗ୍ରାମକୁ ୫୩୮.୪୦ ଟଙ୍କା, ୧୦ ଗ୍ରାମକୁ ୬୭୩ ଟଙ୍କା, ୧୦୦ ଗ୍ରାମକୁ ୬,୭୩୦ ଟଙ୍କା ଓ ୧ କିଲୋ ଚାନ୍ଦିର ଦାମ ୬୭,୩୦୦ ଟଙ୍କା ଅଛି ।
କାଲି ୧ କିଲୋ ଚାନ୍ଦିର ଦାମ ୬୮,୦୦୦ ଟଙ୍କା ଥିଲା ଯେତେବେଳେ କି ଆଜି ୬୭,୩୦୦ ଟଙ୍କା ଅଛି । ଏମିତିରେ ଆଜି ପୁଣି ଥରେ ଚାନ୍ଦିର ଦାମ ହ୍ରାସ ହୋଇଛି । ଆଜି ଚାନ୍ଦି ଗତକାଲି ଅପେକ୍ଷା ୭୦୦ ଟଙ୍କା କମ ହୋଇଛି ।
ଯଦି ସୁନାର ଦାମ ବିଷୟରେ କଥାବାର୍ତ୍ତା କରିବା ତେବେ ବିଶ୍ଳେଷକମାନଙ୍କ ଅନୁସାରେ ଆଜି ୧୦ ଡିସେମ୍ବର ୨୦୨୦ ଗୁରୁବାର ଦିନ ୧୮ କ୍ୟାରେଟ ସୁନା ୧ ଗ୍ରାମକୁ ୩,୮୮୦ ଟଙ୍କା, ୮ ଗ୍ରାମକୁ ୩୧,୦୪୦ ଟଙ୍କା, ୧୦ ଗ୍ରାମକୁ ୩୮,୮୦୦ ଟଙ୍କା, ୧୦୦ ଗ୍ରାମକୁ ୩,୮୮,୦୦୦ ଟଙ୍କା ଅଛି । ଗତକାଲି ୧୦ ଗ୍ରାମ ସୁନା ୩୯,୧୧୭ ଟଙ୍କା ଥିଲା । କିନ୍ତୁ ଆଜି ୩୮,୮୦୦ ଟଙ୍କା ଅଛି । ଏମିତିରେ ଆଜି ୩୧୭ ଟଙ୍କା କମ ହୋଇଛି ।
ସେହିଭଳି ୨୨ କ୍ୟାରେଟ ସୁନା ୧ ଗ୍ରାମକୁ ୪,୫୯୦ ଟଙ୍କା, ୮ ଗ୍ରାମକୁ ୩୬,୭୨୦ ଟଙ୍କା, ୧୦ ଗ୍ରାମକୁ ୪୫,୯୦୦ ଟଙ୍କା, ୧୦୦ ଗ୍ରାମକୁ ୪,୫୯,୦୦୦ ଟଙ୍କା ଅଛି । କହିଦେଉଛୁ କି ଗତକାଲି ୨୨ କ୍ୟାରେଟ ସୁନା ୧୦ ଗ୍ରାମକୁ ୪୬,୩୦୦ ଟଙ୍କା ଥିଲା କିନ୍ତୁ ଆଜି ୪୫,୯୦୦ ଅଛି । ଏମିତିରେ ଆଜି ଗତକାଲି ଅପେକ୍ଷା ୪୦୦ ଟଙ୍କା କମ ହୋଇଛି । କହିବାକାଉ ଗଲେ ଦୁଇ ଦିନ ଭିତରେ ସୁନା 10 ଗ୍ରାମକୁ ୭୦୦ ଟଙ୍କା ହ୍ରାସ ହେଇଛି ।
୨୪ କ୍ୟାରେଟ ସୁନା ୧ ଗ୍ରାମକୁ ୫,୦୦୭ ଟଙ୍କା, ୮ ଗ୍ରାମକୁ ୪୦,୦୫୬ ଟଙ୍କା, ୧୦ ଗ୍ରାମକୁ ୫୦,୦୭୦ ଟଙ୍କା, ୧୦୦ ଗ୍ରାମକୁ ୫,୦୦,୭୦୦ ଟଙ୍କା ଅଛି । କହିଦେଉଛୁ କି ଗତକାଲି ୨୪ କ୍ୟାରେଟ ସୁନା ୧୦ ଗ୍ରାମକୁ ୫୦,୫୦୦ ଟଙ୍କା ଥିଲା କିନ୍ତୁ ଆଜି ୫୦,୦୭୦ ଟଙ୍କା ଅଛି । ଏମିତିରେ ଆଜି ଗତକାଲି ଅପେକ୍ଷା ୪୩୦ ଟଙ୍କା କମ ହୋଇଛି । କହିବାକୁ ଗଲେ ଦୁଇ ଦିନ ଭିତରେ ସୁନା ୧୦ ଗ୍ରାମକୁ ୭୬୦ ଟଙ୍କା ହ୍ରାସ ହେଇଛି ।
ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।