ଏହି ଦୁନିଆରେ କୋଟି କୋଟି ଲୋକ ରହୁଛନ୍ତି । ଯେଉଁମାନେ ନିଜର ଅଲଗା ଅଲଗା ଧର୍ମ ଏବଂ ପରମ୍ପରା ସହିତ ସମ୍ବନ୍ଧ ରଖନ୍ତି । ଯେମିତି ଆମ ହିନ୍ଦୁ ଏବଂ ଶିଖ ଲୋକମାନେ ମନ୍ଦିର ଏବଂ ଗୁରୁଦ୍ଵାରକୁ ଉତ୍ତମ ମାନିଥାଉ । ସେମିତି ହିଁ ମୁସ୍ଲିମମାନଙ୍କ ପାଇଁ ମକ୍କା ମଦୀନା କୌଣସି ସ୍ଵର୍ଗ ଠାରୁ କମ ନୁହେଁ । ମକ୍କା ମଦୀନାର ଇତିହାସ ବହୁତ ବର୍ଷ ହେବ ରହସ୍ୟରେ ରହିଛି ।
ସବୁ ମୁସଲମାନ ନିଜର ଜୀବନରେ ଥରେ ମକ୍କା ମଦୀନା ଯିବାର ସ୍ଵପ୍ନ ନିଶ୍ଚିତ ଦେଖିଥାଏ । ମକ୍କା ମଦୀନାର ଯାତ୍ରାକୁ ଆମେ “ହଜ” ନାମରେ ମଧ୍ୟ ଜାଣିଛୁ । ସବୁ ବର୍ଷ ଲକ୍ଷ ଲକ୍ଷ ଲୋକ ହଜର ଯାତ୍ରା ପାଇଁ ଯାଇଥାନ୍ତି । ଏମିତି କୁହାଯାଏ କି ମକ୍କା ମଦୀନାରେ ଯେଉଁ ମୁସଲମାନ ବ୍ୟକ୍ତି ଥରେ ଯାଏ, ତେବେ ତାହାର ଜୀବନ ସଫଳ ହୋଇଯାଏ ଏବଂ କିଛି ଲୋକ ମକ୍କା ମଦୀନାକୁ ହିନ୍ଦୁ ମାନଙ୍କ ସହିତ ଯୋଡିଥାନ୍ତି । ଚାଲନ୍ତୁ ଏହି ବିଷୟରେ ଜାଣିବା ।
କେଉଁଠି ଅଛି ମକ୍କା ମଦୀନା ?
ମକ୍କା ମଦୀନା ସାଉଥ ଆରବିୟାରେ ଅବସ୍ଥିତ । କୁହାଯାଏ କି ସଊଦୀ ଆରବରେ ଇସଲାମ ଧର୍ମର ପ୍ରତିଷ୍ଠା କର ଯାଇଥିଲା । ମକ୍କାରେ ଥିବା କାବାର ପରିକର୍ମା କରିବା ଦ୍ଵାରା ସବୁ ମୁସଲମାନେ ଧନୀ ହୋଇ ଯାଇଥାନ୍ତି । ସବୁ ବର୍ଷ ୧୦ ଜିଲ ହଜରେ ଦୁନିଆରେ କୋଣ କୋଣରୁ ମୁସଲମାନ ମାନେ ପହଞ୍ଚିଥାନ୍ତି ।
ମକ୍କା ମଦୀନା ଅସଲରେ ସାମ୍ରାଜ୍ୟ ଶାସକର ରାଜଧାନୀ ଅଟେ ଯାହାକି ସମୁଦ୍ର ତଟରୁ ୨୭୭ ମିଟର (୯୦୯ ଫୁଟ) ଉଞ୍ଚାରେ ଜିନ୍ନାହ ଘାଟିର ସହରରେ ୭୦ କିଲୋମିଟର ଭିତରେ ଅବସ୍ଥିତ । ମକ୍କା ମଦୀନାକୁ ଅଲ-ମଦୀନା ଏବଂ ଅଲ-ମୁନୱ୍ୱରା ମଧ୍ୟ କୁହଯାଏ । ମାନ୍ୟତା ଅନୁସାରେ ମକ୍କା ମଦୀନାର ଇତିହାସ, ମୁସ୍ଲିମର ପୈଗଂବର ହଜରତ ମୁହମ୍ମଦ ଏହାକୁ ମୁସ୍ଲିମଙ୍କର ତୀର୍ଥସ୍ଥଳ କରିଥିଲେ । ଏଠି ପୈଗଂବର ହଜରତ ମୁହମ୍ମଦଙ୍କୁ ଦଫନ କରା ଯାଇଅଛି ।
ମକ୍କା ମଦୀନାରେ ‘କାଫିର’ ଶବ୍ଦର ରହସ୍ୟ
ମକ୍କା ମଦୀନା ଏକ ସଂକରୀ ବକୁଈ ଏବଂ ଅନଉପଜାଊ ଘାଟୀରେ ବସି ଥିବା ସହର ଯେଉଁଠି ବହୁତ କମ ବର୍ଷା ହୋଇଥାଏ । ଏହି ନଗରର ପୁରା ଖର୍ଚା ଯାତ୍ରୀମାନଙ୍କ ଠାରୁ ଆଦାୟ କରାଯାଇଥିବା ଟଙ୍କା ଦ୍ଵାରା କରା ଯାଇଥାଏ । ଏହା ମଧ୍ୟରେ ଥିବା କାବା ଗୋଟିଏ କ୍ୟୁବର ଆକାରର ଘର ଅଟେ । ଯେଉଁଠି ମୁସ୍ଲିମ ଲୋକମାନେ ୭ ଥର ଚକ୍କର ଲଗା ଇଥାନ୍ତି ।
କହିଦେଉଛୁ ଯେ ଏଠି ପୈଗଂବର ମୁହମ୍ମଦ ସାହବ ୫୭୦ ଈ. ପୂ. ରେ ଜନ୍ମ ନେଇଥିଲ କିନ୍ତୁ ୬୨୦ ଈ. ପୂ. ରେ ସେ ମକ୍କା ଛାଡି ମଦୀନା ଚାଲି ଯାଇଥିଲେ । ମୁହମ୍ମଦଙ୍କ ଅନୁସାରେ ସବୁ ମୁସ୍ଲିମକୁ ନିଜର ପାପର ମୁକ୍ତି ପାଇଁ ଥରେ ଏହି ଜାଗାକୁ ଆସିବା ଦରକାର । ଆଜି ବି ଏଠି ମୁହମ୍ମଦଙ୍କର ପାଦ ଚିହ୍ନ ଅଛି । କିଛି ସମୟ ପୂର୍ବେ ସୂଚନା ଅନୁସାରେ ଏହାର ପ୍ରବେଶ ଦ୍ଵାରରେ “କାଫିରୋଂମାନେ ଆସି ପାରିବେ ନାହିଁ” ବୋଲି ଲେଖା ଯାଇଥିଲା ।
ଯାହାକୁ ହିନ୍ଦୁ ମାନଙ୍କ ସହ ଯୋଡା ଯାଇଛି । କିନ୍ତୁ ଅସଲରେ କାଫିର ଶବ୍ଦର ଅର୍ଥ ଯେଉଁମାନେ ମୁସଲମାନ ନୁହନ୍ତି । ମାନେ ଏଠି ମୁସଲମାନ ଛଡା ଅନ୍ୟ ଧର୍ମର ଲୋକମାନଙ୍କୁ ଆସିବା ପାଇଁ ବର୍ଜିତ ରଖା ଯାଇଛି ।
ମକ୍କା ମଦୀନାର ଶିବଲିଙ୍ଗର ସତ୍ୟତା
ବହୁତ ଲୋକମାନେ ମକ୍କା ମଦୀନାର ଇତିହାସ ହିନ୍ଦୁ ଧର୍ମ ସହିତ ଯୋଡି ଥାନ୍ତି । ମାନ୍ୟତା ଅନୁସାରେ ଏହି ଜାଗରେ ମକ୍କା ମଦୀନା ତିଆରି ହେବା ପୂର୍ବରୁ ହିନ୍ଦୁ ଧର୍ମର ବହୁତ ବଡ ମକ୍କେଶ୍ୱର ମହାଦେବଙ୍କ ମନ୍ଦିର ଥିଲା । ଇତିହାସକାର ମାନଙ୍କର କହିବ ଆନୁସାରେ ଏଠି ଏକ କଳା ରଙ୍ଗର ବିଶାଳ ଶିବଲିଙ୍ଗ ଥିଲା ଯାହା ଆଜି ବି ଖଣ୍ଡିତ ଅବସ୍ଥାରେ ସେହି ଜାଗାରେ ଅବସ୍ଥିତ ।
ଏହା ବିଷୟରେ ପ୍ରସିଦ୍ଧ ଇତିହାସକାର ସ୍ୱ ପୀ.ଏନ.ଓକ ନିଜର ପୁସ୍ତକରେ “ୱୈଦିକ ବିଶ୍ୱ ରାଷ୍ଟ୍ର କା ଇତିହାସ’ ବହୁତ ବିସ୍ତାରରେ ଲେଖିଛନ୍ତି । ଏହି ପୁସ୍ତକ ଅନୁସାରେ ମୁସ୍ଲିମ ଲୋକମାନେ କାବାରେ ଯେଉଁ ପଥର କୁ ମୁହଁରେ ଲଗାନ୍ତି ତାହା ହିଁ ଭଗବାନ ଶିବଙ୍କର ଶିବଲିଙ୍ଗ ଅଟେ । ଏହା ବିଷୟରେ କିଛି ସମୟ ପୂର୍ବରୁ ହିଁ ସୋସିୟାଲ ମିଡିୟାରେ ଗୋଟିଏ ଫଟୋ ବହୁତ ଶେୟାର କରାଯାଇଥିଲା, ଯେଉଁଥିରେ ଲୋକମାନେ ଶିବଲିଙ୍ଗକୁ ମକ୍କା ମଦୀନା ସହ ଯୋଡୁଥିଲେ ।
କିନ୍ତୁ ଏହା ସବୁ ଆମର କଳ୍ପନା ଅଟେ , ମକ୍କା ମଦୀନାରେ ନାହିଁ କୌଣସି ଶିବଲିଙ୍ଗ ଅଛି ଏବଂ ନାହିଁ ମୁସଲମାନ ଲୋକମାନେ ସେହି ଜାଗାକୁ କୌଣସି ଅନ୍ୟ ଧର୍ମର ବ୍ୟକ୍ତିକୁ ଭିତରକୁ ଯିବାକୁ ଦିଅନ୍ତି ।