ଘରେ ଏହି ୨ଟି ଗଛ କରି ଦେଇଥାଏ ମାତା ଲକ୍ଷ୍ମୀଙ୍କୁ ଅସନ୍ତୁଷ୍ଟ, ଜୀବନ ସାରା ରହିଥାଏ ଦରିଦ୍ରତା

ଧର୍ମ ଶାସ୍ତ୍ରରେ ଗଛକୁ ବହୁତ ପବିତ୍ର ଏବଂ ସକାରାତ୍ମକ ଊର୍ଜା ପ୍ରଦାନ କରେ ବୋଲି କୁହାଯାଇଛି । ସେଥିପାଇଁ ସମସ୍ତେ ନିଜ ଘରେ କିଛି ଏମିତି ଗଛ ଲଗାଇଥାନ୍ତି ଯାହାକି ବହୁତ ଲାଭାଦାୟକ ହୋଇଥାଏ । କିଛି ଗଛକୁ ସବୁଦିନ ପୂଜା ମଧ୍ୟ କରାଯାଏ । ଉଦାହରଣ ଅନୁସାରେ ତୁଲସୀ ଗଛକୁ ଘରେ ଲଗାଇବା ଦ୍ଵାରା ଘରର ସୁଖ ଶାନ୍ତି ସହିତ ସମୃଦ୍ଧି ପାଇବା ପାଇଁ ପୂଜା କରଯାଇଥାଏ । କିନ୍ତୁ କିଛି ଗଛ ସକାରାତ୍ମକ ହେଲେ ସେମିତି ହିଁ କିଛି ଗଛ ନକାରାତ୍ମକ ହୋଇଥାଏ । ଆଜି ଆମେ କହିବୁ କି ଘରେ କେଉଁ ଗଛ ସବୁ ଲଗାଇବା ଉଚିତ ନୁହେଁ ।

ଘରେ ଏହି ସବୁ ଗଛ ଲଗାନ୍ତୁ ନାହିଁ ନହେଲେ ଲକ୍ଷ୍ମୀଙ୍କର ହେବ ନାହିଁ କୃପା

Image courtesy: Google

ଆମେ ସମସ୍ତେ ଦେଖି ଥାଉ କି ସମସ୍ତେ ନିଜ ଘରେ କିମ୍ବା ଆଖ ପାଖରେ ଯେ କୌଣସି ଗଛ ଲଗାଇଥାନ୍ତି । କିନ୍ତୁ ଘରେ କିଛି ଗଛ ଲାଗାଇବା ଦ୍ଵାରା ମାତା ଲକ୍ଷ୍ମୀ ରାଗି ଯାଆନ୍ତି । ଏହି ଗଛ ଗୁଡିକ ସବୁ ଆପଣଙ୍କ ପାଇଁ ଏବଂ ଘର ପାଇଁ ଅଶୁଭ ହୋଇଥାଏ ।

Image courtesy: Google

ତୁଳସୀ ଗଛ ଲଗାଇବା ଶୁଭ ବୋଲି କୁହାଯାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ତୁଳସୀ ଗଛ ଘରେ ସୁଖ ସମୃଦ୍ଧି ଆଣିଥାଏ । କିନ୍ତୁ କିଛି ଗଛ ଏମିତି ବି ଅଛି ଯାହାକି ଘରେ ଝଗଡା ଏବଂ ଖରାପ ଭାଗ୍ୟର କାରଣ ହୋଇଥାଏ । ଏହି ସବୁ ଗଛକୁ ଘରେ ଲଗାଇବା ଉଚିତ ନୁହେଁ ।

ବୋନସାଈ ଗଛ

Image courtesy: Google

ଯଦି ଆପଣଙ୍କ ଘରେ କିମ୍ବା ଆଖପାଖରେ ବୋନସାଈର ଗଛ ଲାଗିଛି ତେବେ ତାହାକୁ ତୁରନ୍ତ ହଟାଇ ଦିଅନ୍ତୁ । ବୋନସାଈ ଗଛ ଆର୍ଥିକ ବିକାସରେ ବାଧା ସୃଷ୍ଟି କରିଥାଏ ।

କୈକ୍ଟସ ଗଛ

Image courtesy: Google

ବାସ୍ତୁଶାସ୍ତ୍ର ଅନୁସାରେ ଘରେ କେବେ ବି କଣ୍ଟା ଥିବା ଗଛକୁ ଲଗାଇବା ଉଚିତ ନୁହେଁ । ଏହା ଛଡା ସେହି ସବୁ ଗଛକୁ ମଧ୍ୟ ଲଗାଇବା ଉଚିତ ନୁହେଁ ଯାହାକୁ କାଟିବା ଦ୍ଵାରା କ୍ଷୀର ବାହାରି ଥାଏ । ଏହି ସବୁ ଗଛ ନକାରାତ୍ମକ ଊର୍ଜାର କାରଣ ହୋଇଥାନ୍ତି ।

ତେନ୍ତୁଳୀ ଗଛ

Image courtesy: Google

ଘରର ଆଖ ପାଖରେ କେବେବି ତେନ୍ତୁଳୀ ଗଛ ଲଗାଇବେ ନାହିଁ । ଏମିତି କୁହାଯାଏ କି ତେନ୍ତୁଳୀ ଗଛରେ ଭୁତଙ୍କର ବାସ ହୋଇଥାଏ । ତେନ୍ତୁଳୀ ଗଛ ସ୍ୱାସ୍ଥ୍ୟ ପାଇଁ ହାନିକାରକ ଅଟେ କାରଣ ତେନ୍ତୁଳୀ ଗଛର ପତ୍ରରେ ଅମ୍ଳ ଅଧିକ ମାତ୍ରେ ଥାଏ ଯେଉଁ କାରଣରୁ ଏହା ଆଖପାଖର ବାତାବରଣକୁ ଅମ୍ଳୀୟ କରିଦେଇଥାଏ ।

ମରିଯାଇଥିବା ଗଛ

Image courtesy: Google

ଯଦି ଆପଣଙ୍କ ଘରେ କୌଣସି ଏମିତି ଗଛ ଅଛି ଯାହା ମାରି ଯାଇଛି ତେବ ତାହାକୁ ହଟାଇ ଦିଅନ୍ତୁ । ଏହା ଘର ପାଇଁ ଭଲ ନୁହେଁ । ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିବ । ଭଲ ଲାଗିଲେ ଶେୟାର କରିବେ ଓ ଆମ ପେଜକୁ ଲାଇକ ନିଶ୍ଚୟ କରିବେ ।