ଭାଗ୍ୟଶାଳି ଲୋକଙ୍କଙ୍କ ହାତରେ ହୋଇଥାଏ ଏମିତି ସଂଯୋଗ, ଯଦି ଆପଣଙ୍କ ହାତରେ ବି ଥାଏ ଏମିତି ତେବେ ଆପଣ ବି ଭାଗ୍ୟଶାଳୀ – ଜାଣନ୍ତୁ

ଭାଗ୍ୟ ଉପରେ ବିଶ୍ଵାସ କରନ୍ତୁ କିମ୍ବା ନାହିଁ । କିନ୍ତୁ ଥରେ ଯେତେବେଳେ ଆପଣ ଖରାପ ସମୟରେ ଥାନ୍ତି ତେବେ ଆପଣ ସର୍ବେ ପ୍ରଥମେ ନିଜର ଭାଗ୍ୟକୁ ଦୋଷ ଦେଇ ଥାନ୍ତି । ଏମିତିରେ ବି କେତେଜଣ ଅଛନ୍ତି ସେମାନେ ନିଜ ଭାଗ୍ୟ ଉପରେ ମଧ୍ୟ ଭରସା କରିଥାନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଭାଗ୍ୟ ଉପରେ ନୁହେଁ ଆପଣଙ୍କର ଆଙ୍ଗୁଳି ସହ ଜଡିତ କିଛି ଖାସ କଥା କହିବାକୁ ଯାଉଛୁ । ଯେଉଁଥିରେ ଆପଣଙ୍କୁ ଜଣା ପଡିବ ଯେ ଆପଣଙ୍କର ଭାଗ୍ୟ ଚମକିବ କି ନାହିଁ ?

ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ, ଯାହା ବହୁତ କମ ଲୋକଙ୍କ ପାଖରେ ରହିଥାଏ । କିନ୍ତୁ ଯାହା ପାଖରେ ଏହା ରହିଥାଏ ସେ ବହୁତ ଧନୀ ହୋଇଥାଏ । ଏହାର ରାଜ ଆପଣଙ୍କର ଆଙ୍ଗୁଠିରେ ଅଛି । ଆପଣଙ୍କ ଭାଗ୍ୟରେ ଧନୀ ହେବାର ଯୋଗ ଅଛି ନା ନାହିଁ ଏହା ଜାଣିବା ପାଇଁ ଆପଣ ବହୁତ ଟଙ୍କା ଖର୍ଚ କରିଥାନ୍ତି । କିନ୍ତୁ ଆଜି ଆମେ ଆପଣଙ୍କର ଏହି ପ୍ରଶ୍ନର ଉତ୍ତର ନେଇ ଆସିଛୁ ।

Image courtesy: Google

ଶରୀରର ହାତର ଆଙ୍ଗୁଠି ବ୍ୟକ୍ତିର ବ୍ୟକ୍ତିତ୍ବର ଅଧୟନ କରିବା ପାଇଁ ଅହମ ଭୂମିକା ନିଭାଇ ଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆପଣଙ୍କର ଆଙ୍ଗୁଠି ଆପଣଙ୍କର ବିଷୟରେ ବହୁତ କିଛି କହିଥାଏ । ଯେମିତି କି ଆପଣଙ୍କ ଭାଗ୍ୟରେ ଆପଣ ଧନୀ ଅଟନ୍ତି କି ନାହିଁ ? ଧନୀ ସେମାନଙ୍କୁ କୁହାଯାଏ ଯେଉଁ ମାନଙ୍କୁ ସଫଳତା ପ୍ରଥମ ଚେଷ୍ଟାରେ ହିଁ ମିଳିଥାଏ । ଆଜି ଆମେ ଆପଣ ମାନଙ୍କୁ ତର୍ଜନୀ ଏବଂ ଅନାମିକା ଆଙ୍ଗୁଠି ବିଷୟରେ କହିବୁ ।

ତର୍ଜନୀ ଆଙ୍ଗୁଠି ଏବଂ ଅନାମିକା ଠାରୁ ବଡ ହେବା

Image courtesy: Google

ଯେଉଁ ବ୍ୟକ୍ତିର ତର୍ଜନୀ ଆଙ୍ଗୁଠି ଅନାମିକା ଆଙ୍ଗୁଠି ଠାରୁ ବଡ ହୋଇଥାଏ, ସେହି ବ୍ୟକ୍ତିମାନେ ବହୁତ ଶାନ୍ତ ସ୍ଵଭାବର ଅଟନ୍ତି । ଏହିଭଳି ଲୋକମାନେ ସବୁବେଳେ କିଛି ନୂଆ ଶିଖିବାକୁ ଆଶା ରଖନ୍ତି, ଏମାନେ ସବୁବେଳେ ନିଜର କାର୍ଯ୍ୟ ପ୍ରତି ଧ୍ୟାନ ରଖନ୍ତି ।

ଅନାମିକା ଆଙ୍ଗୁଠି ତର୍ଜନୀ ଠାରୁ ବଡ ହେବା

Image courtesy: Google

ଏହି ଲୋକମାନେ ଅଳ୍ପ ରାଗି ହୋଇଥାନ୍ତି । ଏମାନଙ୍କୁ ରାଗ ବହୁତ ଜଲ୍ଦି ଆସିଥାଏ ଏବଂ ଅଳ୍ପ ସମୟ ପାଇଁ ରହିଥାଏ । କିନ୍ତୁ ଏମାନେ କାହାକୁ କ୍ଷତି ପହଚାନ୍ତି ନାହିଁ । ଏହି ଲୋକମାନେ ସ୍ଵପ୍ନ ଦେଖନ୍ତି ଏବଂ ତାହାକୁ ପୁରା ମଧ୍ୟ କରନ୍ତି ।

ତର୍ଜନୀ ଏବଂ ଅନାମିକା ସମାନ ଥିବ

Image courtesy: Google

ଯେଉଁଲୋକମାନଙ୍କର ଦୁଇଟି ଯାକ ଆଙ୍ଗୁଠି ସମାନ ଥିବ ସେମାନେ ବହୁତ ଶାନ୍ତ ସ୍ଵଭାବର ଅଟନ୍ତି ଅନ୍ୟମାନଙ୍କ ଠାରୁ ଅଧିକ ଭାଗ୍ୟଶାଳୀ ହୋଇଥାନ୍ତି । ଏହି ଲୋକମାନଙ୍କର ସମାଜରେ ମାନ –ସମ୍ମାନ ରହିଥାଏ । ଏହି ଲୋକମାନେ ବାତ୍ୟା ଆସିବା ପୂର୍ବରୁ ଯେମିତି ଶାନ୍ତ ଥାଏ ସେହି ସ୍ଵଭାବର ହୋଇଥାନ୍ତି । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।