Abhishek Bacchan ନିଜ କ୍ଯରିଅରରେ ଫ୍ଲପ ହେଇଥିଲେ ବି ତାଙ୍କ ଘର, ସମ୍ପତି ବିଷୟରେ ଜାଣିଲେ ଉଡିଯିବ ଆପଣଙ୍କ ହୋସ

ବଲିଉଡ ର ମହାନାୟକ ଅମିତାଭ ବଚ୍ଚନ ସବୁବେଳେ ସମସ୍ତଙ୍କ ହୃଦୟରେ ରହିଛନ୍ତି । ଆଜିକା ସମୟରେ ଏମିତି କେହି ନାହାନ୍ତି ଯିଏ ଅମିତାଭ ବଚ୍ଚନ ଙ୍କୁ ଜାଣିନାହାନ୍ତି । ତାଙ୍କର ପରିବାରର ସବୁ ସଦସ୍ୟ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ଅମିତାଭ ବଚ୍ଚନ ହୁଅନ୍ତୁ ବା ଐଶ୍ୱରିଆ ବଚ୍ଚନ ସବୁବେଳେ ସମସ୍ତେ ଚର୍ଚ୍ଚାରେ ରୁହନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି ଅଭିଷେକ ବଚ୍ଚନ ଙ୍କ ପାଖରେ ଟୋଟାଲ କେତେ ସମ୍ପତ୍ତି ରହିଛି ଏବଂ ସେ କେତେ ସମ୍ପତ୍ତି ର ମାଲିକ ଅଟନ୍ତି । ତେବେ ଚାଲନ୍ତୁ ଜାଣିବା ।

ଆପଣ ଭାବୁଥିବେ ଅଭିଷେକ ଙ୍କ ପାଖରେ ଯେତିକି ସମ୍ପତି ଅଛି ସବୁ ତାଙ୍କ ପିତା ଅମିତାଭ ବଚ୍ଚନ ଙ୍କ ଅଟେ । କିନ୍ତୁ ଆପଣ ଭୁଲ ଭାବୁଛନ୍ତି ସେ ନିଜେ ମଧ୍ୟ ପଇସା କମେଇଛନ୍ତି । ଅଭିଷେକ ବଚ୍ଚନ ଫିଲ୍ମ ଜଗତର ଜଣା ଶୁଣା ଅଭିନେତା ଅଛନ୍ତି । ସେ ବହୁତ ହିଟ ଫିଲ୍ମ ମଧ୍ୟ କରିଛନ୍ତି । ଅଭିଷେକ ବଚ୍ଚନ ଫିଲ୍ମ ସହିତ ବିଜନେସ ରେ ବି ବହୁତ ଧ୍ୟାନ ଦିଅନ୍ତି । ସବୁଠୁ ବେସୀ ପଇସା ସେ ତାଙ୍କ ବିଜନେସ ରୁ ପାଇଥାନ୍ତି ।

ଅଭିଷେକ ବଚ୍ଚନ ପ୍ରୋ କବାଡି ଟିମ ଜୟପୁର ପିଙ୍କ ପ୍ୟାନ୍ଥର ର ମାଲିକ ଅଟନ୍ତି । ଅଭିଷେକ ନିଜ ପରିବାର ସହ ଘର ଜଲ୍ସା ରେ ରହୁଛନ୍ତି । ଏହି ଘର ର ଦାମ କୋଟି କୋଟି ଟଙ୍କା ଅଟେ । ଅଭିଷେକ ୨୦୧୩ ରେ ଗୋଟେ ବିଲଡିଂ କିଣିଥିଲେ ସେତେବେଳେ ତା ଦାମ ୨୫ କୋଟି ଟଙ୍କା ଥିଲା । ଏହି ଆପାର୍ଟମେଣ୍ଟ ଜୁହୁ ରେ ଅଛି । ବରଲିରେ ତାଙ୍କର ଗୋଟେ ବଙ୍ଗଳା ରହିଛି ।

ଦୁବାଇ ରେ ଯୁରୁସିଆଲ ଭିଲ୍ଲା ବୋଲି ଗୋଟେ ଭିଲ୍ଲା ମଧ୍ୟ ଅଛି । ଏହାର ଦାମ ମଧ୍ୟ କୋଟି କୋଟି ଟଙ୍କା ଅଟେ । ଅଭିଷେକ ବଚ୍ଚନ ଙ୍କ ପୁରା ସମ୍ପତି ୪୨୫ କୋଟି ଟଙ୍କାର ଅଟେ । ଅଭିଷେକ ଙ୍କ ପାଖରେ ଜଗୁଆର, ମର୍ସିଦିସ, ରେଞ୍ଜରୋଭର ଭଳି ବହୁତ ଦାମୀ ଦାମୀ ଗାଡ଼ି ଅଛି । ଅଭିଷେକ ବଚ୍ଚନ ଅଭିନୟରେ ନିଜର କ୍ୟାରିଅର ରେ ଏତେ ଅଧିକ ସଫଳତା ହାସଲ କରିପାରିନାହାନ୍ତି କିନ୍ତୁ ବିଜନେସ ରେ ସେ ବହୁତ ସଫଳତା ହାସଲ କରିଛନ୍ତି ।

ଏବଂ ଏବେ ସେ ବହୁତ ଟଙ୍କା ରୋଜଗାର ମଧ୍ୟ କରିଛନ୍ତି । ଅଭିଷେକ ବଚ୍ଚନ ନଜର ବହୁତ ଧନ ସମ୍ପତି ରହିଛି । ତେବେ ଆପଣଙ୍କୁ ଅଭିଷେକ ବଚ୍ଚନ କେମିତି ଲାଗନ୍ତି ଆମକୁ ନିଶ୍ଚୟ ଜଣାନ୍ତୁ । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।