କଳା ରଙ୍ଗର ହଂସ କେଉଁ ଠାରେ ଦେଖାଯାଆନ୍ତି ? ଏହା ସହିତ 37ଟି ମଜେଦାର ପ୍ରଶ୍ନ ଓ ଉତ୍ତର

ଆଜି କାଲି ର ଯୁବା ପିଢୀଙ୍କ ଗୋଟେ ହିଁ ସ୍ବପ୍ନ କି କିପରି ଭଲ ପାଠ ପଢି ହେବେ IAS ଅଫିସର୍ । କିନ୍ତୁ IAS ଅଫିସର୍ ହେବା ଏତେ ସହଜ ନୁହଁ ଏଥି ପାଇଁ ବହୁତ୍ ପରିଶ୍ରମ ଏବଂ ବହୁତ୍ ପରୀକ୍ଷା ଦେବାକୁ ପଡିଥାଏ । IAS ହେବା ପାଇଁ UPSC ପରୀକ୍ଷା ଦେବାକୁ ପଡେ । UPSC ଦେଶର ସବୁଠୁ କଠିନ ପରୀକ୍ଷା ଅଟେ । ଏହି ପରୀକ୍ଷା ପାସ କରିବା ଯେତିକି କଠିନ ତାହା ଠାରୁ ଏହାର ଇଣ୍ଟରଭିୟୁ ପାସ କରିବା ଆହୁରି କଠିନ ।

IAS ପରୀକ୍ଷାରେ ପଚରା ଯାଉଥିବା ପ୍ରଶ୍ନ ଶୁଣି ଆପଣଙ୍କ ମୁଣ୍ଡ ବୁଲାଇ ଦେବ । ଆଜି ଆମେ ଆପଣଙ୍କୁ ଏହାର କିଛି ପ୍ରଶ୍ନ ଏବଂ ଉତ୍ତର ଦେବୁ ଯାହା ଆପଣଙ୍କୁ ବହୁତ୍ ସାହାଯ୍ୟ କରିବ ।

୧- ଛୋଟ ଭାରତ କେଉଁ ଦେଶକୁ କୁହାଯାଏ ?

ଉତ୍ତର- ଫ୍ରିଜି ଦେଶକୁ

୨- କାହାକୁ ଆମେ ବିନା ହାତ ଲଗାଇ ଅଟକାଇ ପାରିବା ?

ଉତ୍ତର- ନିଶ୍ଵାସ

୩- ପୃଥିବୀର ସବୁଠୁ ଶକ୍ତି ଶାଳି ଜୀବ କିଏ ?

ଉତ୍ତର- ବ୍ଲୂ ୱ୍ହେଲ

୪- ଭବିଷ୍ୟର ଇନ୍ଧନ କାହାକୁ କୁହାଯାଏ ?

ଉତ୍ତର- ହାଇଡ୍ରୋଜେନ

୫- ଗୁପ୍ତ ବଂଶର ସଂସ୍ଥାପକ କିଏ ଥିଲେ ?

ଉତ୍ତର- ଶ୍ରୀଗୁପ୍ତ

୬- ସବୁଠୁ ଅଧିକ ଧନୀ ଲୋକ କେଉଁ ଦେଶରେ ଅଛନ୍ତି ?

ଉତ୍ତର- ଆମେରିକା

୭- ଶ୍ରୀନଗରକୁ କିଏ ସ୍ଥାପନ କରିଥିଲେ ?

ଉତ୍ତର- ଅଶୋକ

୮- କଳା ସୁନା କାହାକୁ କୁହାଯାଏ ?

ଉତ୍ତର- ଅଫିମ

୯- ଭାରତର ସବୁଠୁ ବଡ ଚା ଉତ୍ପାଦକ ରାଜ୍ୟ କାହାକୁ କୁହାଯାଏ ?

ଉତ୍ତର- ଆସାମ

୧୦- ଭାରତର ସବୁଠୁ ବଡ ସରକାରୀ ଚାକିରି କାହାକୁ କୁହାଯାଏ ?

ଉତ୍ତର- IAS

୧୧- ଅନୁସନ୍ଧାନର ବର୍ଣନା କେଉଁ ବେଦରେ ଅଛି ?

ଉତ୍ତର- ଅଥର୍ବବେଦ

୧୨- ବିଶ୍ଵର ସବୁଠୁ ବଡ ସଂଗ୍ରହାଳୟ କେଉଁ ଠାରେ ଅଛି ?

ଉତ୍ତର- ଲଣ୍ଡନ

୧୩- ଜଗନ୍ନାଥ ମନ୍ଦିର ଭାରତର କେଉଁ ରାଜ୍ୟରେ ଅବସ୍ଥିତ ?

ଉତ୍ତର- ଓଡିଶା

୧୪- ୧୦୦ ଟଙ୍କାର ନୋଟକୁ ଭଙ୍ଗାଇବେ, ଯେଉଁଥିରେ ୧୦ ଟଙ୍କା ନଥିବ, କିନ୍ତୁ ୧୦ ଟି ନୋଟ ଥିବ, କୁହନ୍ତୁ କେମିତି କରିବେ ?

ଉତ୍ତର- ୨୦ ଟଙ୍କା ନୋଟ ୪ ଟି,
୫ ଟଙ୍କା ନୋଟ ୩ ଟି,
୨ ଟଙ୍କା ନୋଟ ୨ ଟି,
୧ ଟଙ୍କା ନୋଟ ୧ଟି ।

୧୫- ବିଶ୍ଵର ପ୍ରଥମ ବିଶ୍ୱବିଦ୍ୟାଳୟ କାହାକୁ କୁହନ୍ତି ?

ଉତ୍ତର- ତକ୍ଷଶିଳା ବିଶ୍ଵ ବିଦ୍ୟାଳୟ

୧୬- ନୀତି ଆୟୋଗର ଅଧକ୍ଷ କାହାକୁ କହନ୍ତି ?

ଉତ୍ତର- ପ୍ରଧାନମନ୍ତ୍ରୀ

୧୭- କେଉଁ ଚଢେଇର ପର ନାହିଁ ?

ଉତ୍ତର- କିୱି ଚଢେଇ

୧୮- କଳା ରଙ୍ଗର ହଂସ କେଉଁ ଠାରେ ଦେଖାଯାଆନ୍ତି ?

ଉତ୍ତର- ଅଷ୍ଟ୍ରେଲିଆରେ

୧୯- ସବୁଠୁ ଅଧିକ ପୋଲିସ କେଉଁ ଦେଶରେ ଅଛନ୍ତି ?

ଉତ୍ତର- ଆମେରିକାରେ

୨୦- କେଉଁ ପ୍ରାଣୀ ଡେଇଁ ପାରେ ନାହିଁ ?

ଉତ୍ତର- ହାତୀ

୨୧- ଖଟା ମହୁ କେଉଁଠାରେ ମିଳେ ?

ଉତ୍ତର- ବ୍ରାଜିଲର ଜଙ୍ଗଲରେ

୨୨- ଭାରତର ସବୁଠୁ କମ ନଗର ବାଲା ରାଜ୍ୟର ନାମ କଣ ?

ଉତ୍ତର- ମେଘାଳୟ

୨୩- ମନୁଷ୍ୟର ଲୁହରେ କଣ ମିଳେ ?

ଉତ୍ତର- ସୋଡିୟମ କ୍ଳୋରାଇଡ

୨୪- ସବୁଠୁ ଅଧିକ ରୁଣ କେଉଁ ଦେଶ ଉପରେ ଅଛି ?

ଉତ୍ତର- ଚୀନ

୨୫- ସାପ-ସିଢି ଖେଳର ଆବିଷ୍କାର କେଉଁ ଦେଶରେ ହୋଇଥିଲା ?

ଉତ୍ତର- ଭାରତ ଦେଶରେ

୨୬- ମନୁଷ୍ୟର ସବୁଠୁ ଛୋଟ ହାଡ କେଉଁ ଠାରେ ଅଛି ?

ଉତ୍ତର- କାନ

୨୭- ଶରୀରରେ ଆୟରନର ମାତ୍ରା କମ ହେଲେ କେଉଁ ରୋଗ ହୋଇଥାଏ ?

ଉତ୍ତର- ଏନିମିୟା

୨୮- ଦେଶର ଲୌହ ପୁରୁଷ କାହାକୁ କୁହାଯାଏ ?

ଉତ୍ତର- ସରଦାର ବଲ୍ଲଭ ଭାଇ ପଟେଲ

୨୯- କେଉଁ ଜୀବ ନିଜର ପୁରା ଜୀବନକାଳରେ କେବେ ବି ଶୋଇ ନ ଥାଏ ?

ଉତ୍ତର- ପିମ୍ପୁଡି

୩୦- କେଉଁ ଦେଶରେ ସବୁଠୁ ଅଧିକ ବିଲେଇ ଦେଖା ଯାଆନ୍ତି ?

ଉତ୍ତର- ପାକିସ୍ତାନ

୩୧- ଭୂରି କ୍ରାନ୍ତି କେଉଁ ଜିନିଷ ସହିତ ସମ୍ବନ୍ଧ ଅଟେ ?

ଉତ୍ତର- ଉର୍ବରକ ଉତ୍ପାଦ

୩୨- କେଉଁ ଚଢେଇ ବସା କରେ ନାହିଁ ?

ଉତ୍ତର- କୋଇଲି

୩୩- ବୁଢିଆଣୀର କେତୋଟି ଗୋଡ ଥାଏ ?

ଉତ୍ତର- ୮ ଟି

୩୪- ହାତୀର ଗୁମ୍ଫା କେଉଁ ଠାରେ ଅଛି ?

ଉତ୍ତର- ଓଡିଶାରେ

୩୫- ଜବକୁ ଓଡିଆରେ କଣ କୁହନ୍ତି ?

ଉତ୍ତର- ଚାକିରି

୩୬- ବିଶ୍ଵରେ ମିଠା ପାଣିର ସବୁଠୁ ବଡ ହ୍ରଦ କେଉଁଠାରେ ଅବସ୍ଥିତ ?

ଉତ୍ତର- ଆମେରିକା

୩୭- ଭାରତର ପ୍ରଥମ ସମାଚାର- ପତ୍ରର ନାଁ କଣ ?

ଉତ୍ତର- ବଙ୍ଗାଲ ଗଜଟ

ଆଶକରୁଛୁ ଆମର ଏହି ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ ।