ଗତ କିଛି ଦିନ ହେଲାଣି କରୋନା ଭାଇରସର ସଙ୍କଟ ଚାଲିଛି । ଏହି ସଙ୍କଟ ସମୟରେ ଅଧିକାଂଶ ଜିନିଷର ମୂଲ୍ୟ ବୃଦ୍ଧି ପାଇବାରେ ଲାଗିଛି । ସେହି ଜିନିଷ ଗୁଡିକ ମଧ୍ୟରେ ସୁନା ଏବଂ ରୂପା ଅନ୍ୟତମ । ଗତ କିଛି ଦିନ ହେଲାଣି ବଜାରରେ ସୁନା ଏବଂ ରୂପାର ଦାମ ବହୁତ ବୃଦ୍ଧି ପାଇଛି । ଯେଉଁ କାରଣରୁ ଲୋକ ମାନଙ୍କୁ ବହୁତ ଅସୁବିଧା ମଧ୍ୟ ହେଉଛି । ବିଶେଷ କରି ସାଧାରଣ ଲୋକ ମାନଙ୍କୁ ଅଧିକ ଅସୁବିଧାର ସାମ୍ନା କରିବାକୁ ପଡୁଛି ।
ଏମିତିରେ ଆଜି ୧୭ ଅକ୍ଟୋବର ୨୦୨୦ ସୁନାର ମୂଲ୍ୟ କେତେ ଅଛି, ସୁନା ବଢିଛି ନ କମିଛି ଏହା ଜାଣିବା ସମସ୍ତଙ୍କ ପାଇଁ ଉଚିତ ଅଟେ । କାରଣ ଆପଣ ସୁନା ଓ ଚାନ୍ଦିର ଦାମ ଜାଣିଲେ ହିଁ ସୁନା ଓ ଚାନ୍ଦି କିଣି ପାରିବେ । ତବେ ଚାଳନ୍ତୁ ଜାଣିବା ଆଜି ମାର୍କେଟରେ ସୁନାର ଦାମ କେତେ ଅଛି ।
ଆଜି ୧୭ ଅକ୍ଟୋବର ଶନିବାର ଦିନ ଚାନ୍ଦିର ଦାମ କିଛି ଏହିଭଳି ଅଟେ । ଆଜି ଚାନ୍ଦି ୧ ଗ୍ରାମକୁ ୬୧.୭୦ ଟଙ୍କା ଅଛି, ୮ ଗ୍ରାମକୁ ୪୯୩.୬୦ ଟଙ୍କା, ୧୦ ଗ୍ରାମକୁ ୬୧୭ ଟଙ୍କା, ୧୦୦ ଗ୍ରାମକୁ ୬,୧୭୦ ଟଙ୍କା ଓ ୧ କିଲୋ ଚାନ୍ଦିର ଦାମ ୬୧,୭୦୦ ଟଙ୍କା ଅଛି । କହିବାକୁ ଗଲେ କାଲି ଅପେକ୍ଷା ଚାନ୍ଦି ଆଜି ୧ କିଲୋକୁ ୬୦୦ ଟଙ୍କା ବଢିଛି ।
ଯଦି ସୁନାର ଦାମ ବିଷୟରେ କହିବା ତେବେ ଆଜି ୧୭ ଅକ୍ଟୋବର ଶନିବାର ଦିନ ୧୮ କ୍ୟାରେଟ ସୁନାର ଦାମ ୧ ଗ୍ରାମକୁ ୪,୦୬୯ ଟଙ୍କା, ୮ ଗ୍ରାମକୁ ୩୨,୫୫୨ ଟଙ୍କା, ୧୦ ଗ୍ରାମକୁ ୪୦,୬୯୦ ଟଙ୍କା ଓ ୧୦୦ ଗ୍ରାମକୁ ୪,୦୬,୯୦୦ ଟଙ୍କା ଅଛି । ଆଜି ୧୮ କ୍ୟାରେଟ ସୁନାର ଦାମରେ ସେହିଭଳି କିଛି ବଢି ନାହିଁ ।
ସେହିଭଳି ୨୨ କ୍ୟାରେଟ ସୁନାର ଦାମ ୧ ଗ୍ରାମକୁ ୪,୯୭୬ ଟଙ୍କା, ୮ ଗ୍ରାମକୁ ୩୯,୮୦୮ ଟଙ୍କା, ୧୦ ଗ୍ରାମକୁ ୪୯,୭୬୦ ଟଙ୍କା ଓ ୧୦୦ ଗ୍ରାମକୁ ୪,୯୭,୬୦୦ ଟଙ୍କା ଅଛି । ୨୨ କ୍ୟାରେଟ ସୁନା ଗତ କାଲି ଅପେକ୍ଷା ୧୦ ଗ୍ରାମକୁ ମାତ୍ର ୧୦ ଟଙ୍କା ବଢିଛି ।
ଯଦି ୨୪ କ୍ୟାରେଟ ସୁନାର ଦାମ ବିଷୟରେ କହିବା ତେବେ ୧ ଗ୍ରାମକୁ ୫,୨୭୮ ଟଙ୍କା, ୮ ଗ୍ରାମକୁ ୪୨,୨୨୪ ଟଙ୍କା, ୧୦ ଗ୍ରାମକୁ ୫୨,୭୮୦ ଟଙ୍କା ଓ ୧୦୦ ଗ୍ରାମକୁ ୫,୨୭,୮୦୦ ଟଙ୍କା ଅଛି ।
୨୪ କ୍ୟାରେଟ ସୁନା ବି ୨୨ କ୍ୟାରେଟ ସୁନା ଭଳି ୧୦ ଗ୍ରାମକୁ ମାତ୍ର ୧୦ ଟଙ୍କା ବଢିଛି । କହିବାକୁ ଗଲେ ଗତ ଦୁଇ ଦିନ ହେବ ସୁନାର ଦାମରେ ସେହିଭଳି କିଛି ଚେଞ୍ଜେସ ଦେଖା ଯାଉ ନାହିଁ । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।