ମଣିଷ ଶରୀରର ସବୁଠୁ ଛୋଟ ହାଡ କେଉଁ ଅଙ୍ଗରେ ରହିଛି? ଏହା ସହିତ 15 ଟି GK Question ଓ Answer

ଆଇଏଏସର ଇଣ୍ଟରଭ୍ୟୁରେ ଏତେ ଅଜବ ଗଜବ ପ୍ରଶ୍ନ କରାଯାଏ କି ସେଥିରେ ଲୋକମାନଙ୍କର ମୁଣ୍ଡ ଖରାପ ହୋଇଯାଏ ଓ ଲୋକମାନେ ଚିନ୍ତାରେ ପଡି ଯାଆନ୍ତି । ଏହି ଇଣ୍ଟରଭ୍ୟୁରେ କ୍ଯାଣ୍ଡିଡେଟର ଦେଖାଯାଏ କି ତାହାର ସେନ୍ସ ଅଫ ହ୍ୟୁମର କେତେ ଭଲ ଅଟେ । ଆଜି ଆମେ ଆପଣଙ୍କ ପାଇଁ ଏମିତି ହିଁ କିଛି ପ୍ରଶ୍ନ ନେଇ ଆସିଛୁ । ଆପଣମାନେ ବି ଚିନ୍ତାରେ ପଡିଯିବେ କି ଏହି ସବୁ ପ୍ରଶ୍ନ ପଛରେ କଣ ରହସ୍ୟ ଲୁଚି ଅଛି ।

ସଂଘ ଲୋକ ସେବା ଆୟୋଗ ମାନେ UPSCର ପରୀକ୍ଷା ପାସ କରିବା ବହୁତ କଠିନ ଅଟେ । ଏହି ପରୀକ୍ଷାଟି ସମସ୍ତ କଠିନ ପରୀକ୍ଷା ମଧ୍ୟରୁ ଗୋଟିଏ ଅଟେ । ଆପଣଙ୍କୁ କହିଦେଉଛୁ କି ଏହି ପରୀକ୍ଷାକୁ ଲିଖିତ ରୂପରେ ପାସ କରିବା ପରେ IAS ହେବା ପାଇଁ ଆପଣଙ୍କର ଇଣ୍ଟରଭ୍ୟୁ ବି ନିଆ ଯାଇଥାଏ ।

୧- ଦେଶନାୟକ ଉପାଧି କାହାକୁ ମିଳିଥିଲା?

ଉ: ସୁବାସ ଚନ୍ଦ୍ର ବୋଷ

୨- ମଣିଷ ଶରୀରର ସବୁଠୁ ଛୋଟ ହାଡ କେଉଁ ଅଙ୍ଗରେ ରହିଛି?

ଉ: କାନ ରେ

୩- ବିଶ୍ଵ ଶ୍ରମିକ ଦିବସ କେବେ ପାଳିତ ହୋଇଥାଏ?

ଉ: ମଇ ୧ ତାରିଖ

୪- ଭାରତର ରାଷ୍ଟ୍ରୀୟ ନଦୀ ର ନାମ କଣ?

ଉ: ଗଙ୍ଗା

୫- କେଉଁ ବେଦ ସବୁଠୁ ପୁରୁଣା ଅଟେ?

ଉ: ଋକବେଦ

୬- କେଉଁ ଦେଶକୁ ସୌନ୍ଦର୍ଯ୍ୟର ଦେଶ କୁହାଯାଏ?

ଉ: ଫ୍ରାନ୍ସ

୭- କେଉଁ ଦେଶରେ ଗୋଟିଏ ମଧ୍ୟ ବିମାନ ବନ୍ଦର ନାହିଁ?

ଉ: ଭାଟିକାନ ସିଟି

୮- ବିହୁ କେଉଁ ରାଜ୍ୟର ନୃତ୍ୟ ଅଟେ?

ଉ: ଆସାମ

୯- କେଉଁ ପ୍ରାଣୀର ୮ ଟି ଆଖି ଥାଏ?

 

ଉ: ଷ୍ଟାର୍ ଫିସ୍

୧୦- କେଉଁ ଦେଶରେ ସବୁଠୁ ଅଧିକ ମନ୍ଦିର ରହିଛି?

ଉ: ଭାରତ

୧୧- ଭାରତରେ କେଉଁ ରାଜ୍ୟରେ ସବୁଠୁ କମ୍ ନଗରୀ ରହିଛି?

ଉ: ମେଘାଳୟ

୧୨- ଭାରତର ରାଷ୍ଟ୍ରୀୟ ଫଳ ର ନାମ କଣ?
ଉ: ଆମ୍ବ

୧୩- କେଉଁ ଶବ୍ଦ କୁ ଆମେ ପଢୁ କିନ୍ତୁ ଲେଖୁ ନାହିଁ?

ଉ: ନାହିଁ

୧୪- କେଉଁ ଜିନିଷ ଆମେ ସମସ୍ତଙ୍କର ଦେଖିପାରୁ କିନ୍ତୁ ନିଜର ଦେଖି ପାରୁ ନାହିଁ?

ଉ: ଭୁଲ/ଦୋଷ

୧୫- ବଗିଚାର ସହର କାହାକୁ କୁହାଯାଏ?

ଉ: ଲକ୍ଷ୍ନୌ ।

୧୬. ସେ କିଏ ଅଟେ ଯିଏ ଭିକାରି ନୁହେଁ

କିନ୍ତୁ ପଇସା ମାଗିଥାଏ ଝିଅ ନୁହେଁ

କିନ୍ତୁ ପର୍ସ ରଖିଥାଏ

ପୂଜାରୀ ନୁହେଁ

କିନ୍ତୁ ଘଣ୍ଟି ବଜାଇଥାଏ

ଉତ୍ତର- ବସ କଣ୍ଡକ୍ଟର

ଆଶକରୁଛୁ ଆମର ଏହି ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ ।