ଏହି ଟପ 10 ନ୍ୟୁଜ ଆଙ୍କରଙ୍କ ଇନକମ ବିଷୟରେ ଶୁଣିଲେ ଆପଣଙ୍କୁ ବିଶ୍ବାସ ହେବ ନାହିଁ

ବର୍ତ୍ତମାନ ସମୟରେ ସମସ୍ତେ ନ୍ୟୁଜ ଦେଖନ୍ତି । କିନ୍ତୁ କେତେକ ନ୍ୟୁଜ ଚ୍ୟାନେଲର କେତେକ ଫେମସ ଏଙ୍କର ଅଛନ୍ତି ଯାହାକୁ ଆପଣ ସବୁଦିନ ନିଶ୍ଚିତ ଦେଖନ୍ତି । କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି କି ଜଣେ ନ୍ୟୁଜ ଆଙ୍କର ମାସକୁ କେତେ ଟଙ୍କା ଆୟ କରିଥାଏ । ପୁଣି ଯଦି ନ୍ୟୁଜ ଆଙ୍କର ଅଧିକ ଫେମସ ହୋଇଯାଏ ତେବେ ସେ କେତେ ଟଙ୍କା ଆୟ କରିଥାଏ । ଆଜି ଆମେ ଆପଣଙ୍କୁ ଏହିଭଳି ହିଁ କିଛି ଫେମସ ନ୍ୟୁଜ ଆଙ୍କରମାନଙ୍କର ସ୍ୟାଲେରୀ ବିଷୟରେ କହିବାକୁ ଯାଉଛୁ ।

ଶ୍ଵେତା ସିଂହ

ଶ୍ଵେତା ସିଂହ ଜଣେ ଭାରତୀୟ ପତ୍ରକାର ଓ ସମାଚାର ପ୍ରସ୍ତୁତକର୍ତ୍ତା ଅଟନ୍ତି । ସେ ଆଜତକରେ ଏକ ବିଶେଷ କାର୍ଯ୍ୟକ୍ରମରେ ଜଣେ ସମାଚାର ଆଙ୍କର ଓ ରିପୋର୍ଟର ଅଟନ୍ତି । ତାଙ୍କର ମାସିକ ଆୟ ବିଷୟରେ ଯଦି ଆମେ କଥାବାର୍ତ୍ତା କରିବା ତେବେ ଶ୍ଵେତା ସିଂହ ମାସକୁ ପାଖାପାଖି ୮ ଲକ୍ଷ ୩୩ ହଜାର ଟଙ୍କା ଆୟ କରନ୍ତି ।

ବରଖା ଦତ୍ତ

ବରଖା ଦତ୍ତ ଏନଡ଼ିଟିଭି ଇଣ୍ଡିଆର ପତ୍ରକାର ଅଟନ୍ତି । ତାଙ୍କର ମାସକ ଆୟ ୩୦ ଲକ୍ଷ ଟଙ୍କା ଅଟେ ।

ଅଞ୍ଜନା ଓମ କଶ୍ୟପ

ଅଞ୍ଜନା ଓମ କଶ୍ୟପ ଭାରତୀୟ ପତ୍ରକାର ଓ ସମାଚାର ପ୍ରସ୍ତୁତକର୍ତ୍ତା ଅଟନ୍ତି । ସେ ଆଜତକ ସମାଚାର ଚ୍ୟାନେଲର ପ୍ରମୁଖ ସମ୍ପାଦକ ବି ଅଟନ୍ତି । ସେ ଭାରତର ଜଣେ ସଫଳ ଓ ପ୍ରସିଦ୍ଧ ପତ୍ରକାର ମଧ୍ୟରେ ଜଣେ ଅଟନ୍ତି । ତାଙ୍କର ବର୍ଷକ ଆୟ ପାଖାପାଖି ୧ କୋଟି ଟଙ୍କା ଅଟେ ।

ସୁଧୀର ଚୌଧୀରି

ସୁଧୀର ଚୌଧୀରି ଜି ନ୍ୟୁଜରେ ଜଣେ ବରିଷ୍ଠ ସମ୍ପାଦକ ଓ ବିଜନେସର ମୁଖ୍ୟ ଅଟନ୍ତି । ସେ ନିଜର ସାମ୍ବାଦିକ କ୍ୟାରିୟର ୨୦୦୧ରୁ ଆରମ୍ଭ କରିଥିଲେ ଓ ସେ ବର୍ତ୍ତମାନ ସମୟରେ ମାସକୁ ୨୫ ଲକ୍ଷ ଟଙ୍କା ଆୟ କରିଥାନ୍ତି ।

ରାଜଦୀପ ସରଦେସାଈ

ରାଜଦୀପ ସରଦେସାଈ ଆଇବିଏନ ୭ରେ ବରିଷ୍ଠ ପତ୍ରକାର ରୂପରେ କାର୍ଯ୍ୟ କରନ୍ତି ଓ ତାଙ୍କର ବର୍ଷକ ଆୟ ୫ କୋଟି ଟଙ୍କାରୁ ବି ଅଧିକ ଅଟେ ।

ରବିଶ କୁମାର

ରବିଶ କୁମାର ଜଣେ ଭାରତୀୟ ଟିଭି ଆଙ୍କର, ଲେଖକ ଓ ପତ୍ରକାର ଅଟନ୍ତି । ସୁଧୀର ଚୌଧୀରି ଏନଡ଼ିଟିଭି ଇଣ୍ଡିଆର ବରିଷ୍ଠ ପତ୍ରକାର ଅଟନ୍ତି । ତାଙ୍କର ମାସକୁ ଆୟ ୨୫ ଲକ୍ଷ ଅଟେ ।

ରଜତ ଶର୍ମା

ରଜତ ଶର୍ମା ଗୋଟିଏ ହିନ୍ଦୀ ସମାଚାର ଚ୍ୟାନେଲ ଇଣ୍ଡିଆ ଟିଭିର ମାଲିକ ମୁଖ୍ୟ ସମ୍ପାଦକ ଅଟନ୍ତି । ସେ ଭାରତର ପ୍ରମୁଖ ପତ୍ରକାର ମଧ୍ୟରେ ଜଣେ ଅଟନ୍ତି । ତାଙ୍କୁ ଭାରତର ପଦ୍ମଭୁଷଣ ପୁରଷ୍କାର ବି ମିଳିସାରିଛି । ତାଙ୍କର ମୁଖ୍ୟ ଶୋ ଆପକୀ ଅଦାଲତ ଅଟେ । ତାଙ୍କର ଆୟ ବିଷୟରେ ଯଦି କହିବା ତେବେ ସେ ବର୍ଷକୁ ୩.୬ କୋଟି ଟଙ୍କା ଆୟ କରିଥାନ୍ତି ।

ଅଭିସାର ଶର୍ମା

ଅଭିସାର ଶର୍ମା ଏବିପି ନ୍ୟୁଜ ଚ୍ୟାନେଲର ବରିଷ୍ଠ ପତ୍ରକାର ଅଟନ୍ତି । ସେ ବର୍ଷକୁ ୫.୨୫ କୋଟି ଟଙ୍କା ଆୟ କରନ୍ତି ।

ଆର୍ନବ ଗୋସ୍ଵାମୀ

ଆର୍ନବ ଗୋସ୍ଵାମୀ ଜଣେ ଭାରତୀୟ ପତ୍ରକାର ଅଟନ୍ତି । ସେ ରିପବ୍ଲିକ ଟିଭିର ସମ୍ପାଦକ ଅଟନ୍ତି । ତାଙ୍କର ଗୋଟିଏ ଇଂଗ୍ଲିଶ ନ୍ୟୁଜ ଚ୍ୟାନେଲ ବି ଅଛି । ସେ ବର୍ଷକୁ ୧୨ କୋଟି ଟଙ୍କା ଆୟ କରନ୍ତି ।

ରୋହିତ ସରଦନା

ରୋହିତ ସରଦନା ପ୍ରଥମେ ଜୀ ନ୍ୟୁଜରେ କାମ କରୁଥିଲେ କିନ୍ତୁ ବର୍ତ୍ତମାନ ସେ ଆଜତକ ପାଇଁ କାମ କରୁଛନ୍ତି । ଯଦି ତାଙ୍କର ମାସିକ ଆୟ ବିଷୟରେ କହିବା ତେବେ ସେ ମାସକୁ ୭୨ ହଜାର ଟଙ୍କା ଆୟ କରିଥାନ୍ତି ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।