ଆଜିର ରାଶିଫଳ, 1 ସେପ୍ଟେମ୍ବର 2020, ମଙ୍ଗଳବାର, ମାସର ପ୍ରଥମ ଦିନରେ ବଜରଙ୍ଗବାଲିଙ୍କ ବର୍ଷିବ କୃପା, ଏହି ୫ଟି ରାଶିର ହେବ ଧନଲାଭ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧ ସେପ୍ଟେମ୍ବର ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଆଜି ଆପଣଙ୍କର କୌଣସି ପୁରୁଣା ମିତ୍ର ସହ ଦେଖା ହୋଇପାରେ ।କାମ କାର୍ଯ୍ୟ ପାଇଁ ବାହାରକୁ ଯାଇ ପାରନ୍ତି ଯାହାଫଳରେକି ଲାଭ ମିଳିବ । ଗାଡି , ଘର ଆଦି ସୁଖ ସୁବିଧା ମିଳିପାରେ ,ତଷ୍ଠା ସାମାଜିକ ମାନ ସମ୍ମାନ ପ୍ରତିଷ୍ଠା ମିଳିବ । ଯଦି ଧନ ପାଇବା ପାଇଁ ପ୍ରୟାସ ଜରୁଛି ବା କୌଣସି କାର୍ଯ୍ୟରେ ଧନ ପସିନ ଚେଷ୍ଟା କରୁଛନ୍ତି ତେବେ ସେଥିରେ ସଫଳ ହେବେ । ପରିବାରରେ ବିବାଦ ଯୋଗୁଁ ଚିନ୍ତାରେ ରହିବେ । ହନୁମାନ ଚାଲିଶା ପାଠ କରନ୍ତୁ ସବୁ କାର୍ଯ୍ୟରେ ସଫଳତା ପାଇବେ ।

ବୃଷ

ଆଜି କାର୍ଯ୍ୟ କ୍ଷେତ୍ରରେ ଉର୍ଣ୍ଣତି ହେବ । ପିତା ମାତାଙ୍କ ସହ ସମ୍ପର୍କ ଭଲରହିବା ଦ୍ୱାରା ତାଙ୍କର ସହଯୋଗ ମିଳିବ । ଯଦି ଆପଣ ଚାକିରି କରୁଛନ୍ତି ବା ପ୍ରୋମସନ ପାଇବା ପାଇଁ ଚାହୁଁଛନ୍ତି ତେବେ ଏହି ଦିଗରେ ପ୍ରୟାସ କଟନ୍ତୁ ଏଥିରେ ଲାଭ ମିଳିବ । କ୍ୟାରିୟର ପ୍ରତି ଯଦି ଲାଳସା ରଖୁଛନ୍ତି ତେବେ ସେଥିରେ ବିଳମ୍ବ ଘଟିବ । ଅସଜି କିଛି ଧନ ଶଶୁର ଘରକୁ ଦୃପ୍ସରନ୍ତି । ଯଦି ଧର ଉଧାର କାହାକୁ ଦେଉଛନ୍ତି ସେଥରେ ସାବଧାନ ରୁହନ୍ତୁ । ଗରିବ ଲୋକଙ୍କୁ ଖାଇବାକୁ ଦିଅନ୍ତୁ ଆପଣଙ୍କୁ ସବୁ କାମରେ ସଫଳତା ମିଳିବ ।

ମିଥୁନ

ଆଜି ଦିନଟି ଆପଣ ପୁରା ଦମରେ କାର୍ଯ୍ୟ କରିବେ । ଆପଣ ଯେଉଁଠାରେ କାମ କରୁଛନ୍ତି ସେଠାରେ ଆପଣଙ୍କୁ ସହଯୋଗୀ ମାନେ ସାହାଯ୍ୟ କରିବେ । ପରିବାରରେ ସହଯୋଗ ମିଳିବ ତଥା ଘରୋଇ କାର୍ଯ୍ୟରେ ସହଯୋଗ ମିଳିବ । ଯଦି କୌଣସି କାର୍ଯ୍ୟକୁ ନେଇ ବିଦେଶ ଯାତ୍ରା କରିବାକୁ ଚାହୁଁଛନ୍ତି ତେବେ ସେଥିରେ ସଫଳତା ମିଳିବ । ବ୍ୟବସାୟିକ ଦୃଷ୍ଟିକୋଣରୁ ଟିକିଏ ଚିନ୍ତିତ ରହିବେ । କାର୍ଯ୍ୟରେ ଅନାବଶ୍ୟକ ବ୍ୟବଧାନ ହୋଇପାରେ । ନିଜ ଜୀବନ ସାଥି ଉପରେ ବିଶ୍ଵାସ କରନ୍ତୁ । ଗାଈକୁ ରୁଟି ଖାଇବାକୁ ଦିଅନ୍ତୁ ସବୁ କାର୍ଯ୍ୟରେ ସଫଳତା ମିଳିବ ।

କର୍କଟ

ଆଜି ସ୍ବାସ୍ଥ୍ୟରେ ଅବନତି ଘଟିବ । ଆପଣଙ୍କୁ ସଫଳତା ମିଳିବ । ଆପଣ ଯଦି କୌଣସି ସମ୍ପତି ପାଇବା ଚେଷ୍ଟା କରୁଛନ୍ତି ତେବେ ସେଥିରେ ସଫଳ ହେବେ । ଚାକିରୀ କ୍ଷେତ୍ରରେ ଦିନଟି ସୁଭସ ରହିବ । ଘର ପରିବାର ସଦସ୍ୟଙ୍କ ସହ ଭଲ ସଂପର୍କ ରହିବ । ଆର୍ଥିକ କ୍ଷେତ୍ରରେ ବିବାଦ ଉପୁଜି ପାରେ । କାହାକୁ ଧାର ଉଧାର ଦିଅନ୍ତୁ ନାହିଁ କି ନିଅନ୍ତୁ ନାହିଁ ଏଥିପ୍ରତି ସାବଧାନ ରୁହନ୍ତୁ । ସୁସ୍ଥ ରହିବେ କିନ୍ତୁ ଆପଣଂକୁ ନିଜସ୍ଵ ମାନସିକ ସ୍ଥିତି ପ୍ରତି ସଜାଗ ରହିବାକୁ  ପଡିବ । ହନୁମାନଙ୍କୁ ଲଡୁ ର ଭୋଗ ଚଢାନ୍ତୁ ସବୁ କାର୍ଯ୍ୟରେ ସଫଳତାପାଇବେ ।

ସିଂହ

ଆଜି ପରିବାର ସହିତ ସମୟ ବିତାଇବେ । ନିଜ ପରିବାରର ସହଯୋଗ ମିଲବ । ପରିବାର ରେ ମାଙ୍ଗଳିକ କାର୍ଯ୍ୟ ହୋଇପାରେ । ସନ୍ତାନ ଶୁଖ ତଥା ସାହାଯ୍ୟ ମିଳିପାରେ । ଭାଇ ବନ୍ଧୁ ମିତ୍ରଙ୍କ ସହଯୋଗ ମିଳିବ । କିଛି ନୂତନ କାର୍ଯ୍ୟ ତଥା ତାହାକୁ ବିସ୍ତାରିତ କରିବା ଚିନ୍ତସର କାରଣ ହୋଇପାରେ । ଏହି ସମୟରେ ନିଜ ବ୍ୟବସାୟ ପ୍ରତି ବେସି ଧ୍ୟାନ ଦିଅନ୍ତୁ । ଆପଣଙ୍କ ଧନ ବ୍ୟୟ ହେବାର ଅଛି ଯଦି ଆଲନ ଆପଣଙ୍କର ପରିବାରର ସ୍ଥିତି ସୁଧାରିବା ପାଇଁ ଚାହିଁବେ ତେବେ ସେଥିରେ ସଫଳହେବେ କିନ୍ତୁ ସମୟ ଓ ପରିସ୍ଥିତି ଦେଖି ସବୁ କାର୍ଯ୍ୟ କରନ୍ତୁ । ମାତା ପିତାଙ୍କ ଆଶୀର୍ବାଦ ନିଅନ୍ତୁ ସବୁ କାର୍ଯ୍ୟରେ ସଫଳତା ପାଇବେ ।

କନ୍ୟା

ଆଜି ଆପଣଙ୍କୁ ପୁରା ପୁରି ଫୁର୍ତୀ ମନେ କରିବେ । ପରିବାରର ସହଯୋଗ ମିଳିବ । କାମ କାର୍ଯ୍ୟରେ ଭଲ ସଫଳତା ମିଳିବ । ଘର ପରିବାରରେ ସମସ୍ତଙ୍କ ସହ ସନ୍ତୁଳନ ରଖିଲେ ପରିବାରର ଡିଥିଟି ଭଲ ରହିବ ଏବଂ ପରିବାରର ସହଯୋଗ ମିଳିବ । ଘର , ଗାଡି ଇତ୍ୟାଦି ଯୋଗ ଅଛି ଯଦି ଏବି ସମୟରେ ଘର ବା ଗାଡି ନବା ପାଇଁ ଚାହୁଁଛନ୍ତି ତେବେ ସଫଳହେବେ । ଅନାବଶ୍ୟକ ବିବାଡ଼ଠାରୁ ଦୂରରେ ରୁହନ୍ତୁ ତଥା ନିଜ କାର୍ଯ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ଘରର ମହିଳାଙ୍କ ପାଦ ଛୁଇଁ ଆଶୀର୍ବାଦ ନିଅନ୍ତୁ ସବୁ କାର୍ଯ୍ୟରେ ସଫଳତା ପାଇବେ ।

ତୁଳା

ଆଜି ଆପଣଙ୍କ ଅଧିକାରୀଙ୍କ ସହ ବ୍ୟବହାରରେ ସାବଧାନ ରହନ୍ତୁ । ଶତ୍ରୁ ପକ୍ଷ ସାମାନ୍ୟ ରହିବ ଯଦି କୌଣସି ବିବାଦ ଉପୁଜେ ତାକୁ ବୁଝାଇ ପାରିବେ । ବାହାରକୁ ଯାତ୍ରା ସମ୍ବନ୍ଧ୍ୟ କାର୍ଯ୍ୟରେ ସଫଳତା ପାଇବେ । ନିଜ ଘର ପରିବାର ଶତ୍ରୁ ପକ୍ଷ ସାମାନ୍ୟ ରହିବ ଯଦି କୌଣସି ବିବାଦ ଉପୁଜେ ତାକୁ ବୁଝାଇ ପାରିବେ । ବାହାରକୁ ଯାତ୍ରା ସମ୍ବନ୍ଧ୍ୟ କାର୍ଯ୍ୟରେ ସଫଳତା ପାଇବେ । ନିଜ ଘର ପରିବାର ପ୍ରତି ଦାଇତ୍ୱ ବଢିବ । ଜୀବନ ସାଥି ସହିତ ମଧୁର ସମ୍ପର୍କ ରେ ସମସ୍ୟା ଦେଖାଯିବ । ଶୁର୍ଯ୍ୟ ଦେବଙ୍କୁ ନସମସ୍କାର କରନ୍ତୁ ଘରେ ଶୁଖ ସମୃଦ୍ଧି ବଢିବ

ବିଚ୍ଛା

ଆଜି ଅଫିସରେ ବଡ଼ ଅଧିକାରୀଙ୍କ ସହଯୋଗ ମିଳିବ । ଅନ୍ୟ କ୍ଷେତ୍ରରେ ବି ସଫଳତା ମିଳିବ ବ୍ୟାବସାୟାରେ ସଫଳତା ମିଳିବ ଆର୍ଥିକ କ୍ଷେତ୍ରରେ ଲାଭ ମିଳିବ । ଶଶୁର ଘର ସହିତ ସମ୍ପର୍କ ଭଲ ରହିବ । ଆବଶ୍ୟକତା ଅନୁଶାରେ ସ୍ହଶୁର ଘରୁ ସାହାଯ୍ୟ ମିଳିବ । ଆପଣ ଆପଣଙ୍କ ସହକର୍ମୀଙ୍କ ସହ ମଧୁର ସମ୍ପର୍କ ରଖନ୍ତୁ ଯାହାକି ଆପଣଙ୍କ କାମ କାର୍ଯ୍ୟରେ ସଫଳତା ମିଳିବା ସହ ଆର୍ଥିକ ଲାଭ ମଧ୍ୟ ହେବ ଆପଣ ଏକ ଦାୟିତ୍ୱ ବାନ ବ୍ୟଶକ୍ତି ଅଟନ୍ତି କିନ୍ତୁ ପରିବାର ଯତ୍ନ ନ ନେବାରୁ ପରିବାରର ସହ ମୋହ ଭଙ୍ଗ ହୋଇପାରେ । ଗରିବ ଲୋକଙ୍କୁ ବସ୍ତ୍ର ଦାନ କରନ୍ତୁ ସବୁ ସମ୍ପର୍କ ଭଲ ରହିବ ।

ଧନୁ

ଆଜି ପରିବାରରେ ଖୁସିରେ ଦିନ ବିତାଇବେ । ଆପଣଙ୍କୁ ସଫଳତା ମିଳିବ । ସନ୍ତାନଙ୍କ ଶୁଖ ମିଳିବ ସନ୍ତାନଙ୍କ କାର୍ଯ୍ୟକଳାପ ଦ୍ୱାରା ଆପଣ ଖୁସିରେ ରହିବେ । ପରିବାର ସହ ସହଯୋଗ କରନ୍ତୁ । ସମୟ ଓ ପରିସ୍ଥିତି କୁ ଦେଖି ସବୁ କାର୍ଯ୍ୟ କରନ୍ତୁ ଏଥିରେ ଆପଣଙ୍କୁ ସଫଳତା ମିଳିବ ନଚେତ ଚିନ୍ତାରେ ରହିବେ । ପାରିବାରିକ ସ୍ଥିତି ଖରାପ ହୋଇପାରେ ପରିବାରରେ ମତଭେଦ ଦ୍ୱାରା କଳହ ହୋଇପାରେ । ଆପଣ ନିଜ ମନ କଥା ପ୍ରେମିଜନଙ୍କ ସହ କଥା ହୋଇପାରନ୍ତି । ମନ୍ଦିରରେ ଦୀପ ଜାଳନ୍ତି ତେବେ ସବୁ କାର୍ଯ୍ୟରେ ସଫଳତା ମିଳିବ ।

ମକର

ଆଜି ଅଚାନକ ଘରଜୁ ମିତ୍ର ଆସିପାରନ୍ତି । ଆଜି କାର୍ଯ୍ୟ କ୍ଷେତ୍ରରେ ଓ ପରିବାରରେ ଉର୍ଣ୍ଣତି ଦେଖିବାକୁ ମିଳିବ । ଆପଣ ଏକ କାର୍ଯ୍ୟଶୀଳ ବ୍ୟକ୍ତି ଭାବେ ସବୁ କାର୍ଯ୍ୟକୁ ଦାଇତ୍ଵ ସହ ପାଳନ କରିବେ । ଚାକିରୀ କ୍ଷେତ୍ରରେ ପ୍ରମୋସନ ମିଳିବ ଆପଣଙ୍କୁ ଏଥିରେ ସନ୍ତୁଷ୍ଟି ମଲିବ ନିଜ ନିଜ ଭିତରେ ବିଶ୍ୱାସ କରି ବାପା ମା ଙ୍କ ସହ ମଧୁର ସମ୍ପର୍କ ରଖନ୍ତୁ ପରିବାରରେ ମତ ଭଡ ଦେଖାଦେଇପାରେ  । ଏଥିପାଇଁ ସମସ୍ତଙ୍କ ସହ ମିଳିମିଶି ରୁହନ୍ତୁ ନଚେତ ମାନସିକ ଅଶାନ୍ତିରେ ରହିବେ । ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ ସବୁ କାର୍ଯ୍ୟରେ ସଫଳତା ପାଇବେ ।

କୁମ୍ଭ

ଆଜି କର୍ମ କ୍ଷେତ୍ରରେ ପୁରୁଣା ପରିଚିତ ଲୋକଙ୍କ ଦ୍ୱାରା ସାହାଯ୍ୟ ମିଳିବ । ବିଦେଶ ଯାତ୍ରା କରିବାକୁ ଚାହୁଁଛନ୍ତି ତେବେ ସେଥିରେ ସଫଳତା ପାଇବେ । ଯଦି କିଛି କାର୍ଯ୍ୟ ବ୍ୟବସାୟ କରିବେ ସେଥିରେ ସଫଳତା ପାଇବେ । ଆର୍ଥିକ ସ୍ଥିତିରେ ବିବାଦ ସୃଷ୍ଟି ହୋଇପାରେ । କେଉଁଠି ବି ନିବେଶ କରିଥିବା ଆର୍ଥିକ କ୍ଷେତ୍ରରେ ଅଶାନ୍ତି ସୃଷ୍ଟି ହୋଇପାରେ । କୌଣସି ବି ଆର୍ଥିକ ଦବା ନେବା ରେ ସାବଧାନ ରେ ରୁହନ୍ତୁ । ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରନ୍ତୁ ସବୁ କାର୍ଯ୍ୟରେ ସଫଳତା ପାଇବେ ।

ମୀନ

ଆଜି ଆପଣଙ୍କୁ ସବୁ କାର୍ଯ୍ୟରେ ସଫଳତା ମିଳିବ । ସନ୍ତାନ ମାନଙ୍କ କ୍ଷେତ୍ରରେ ପାଠ ପଢାକୁ ନେଇ ସନ୍ତୁଷ୍ଟ ରହିବେ । ନିଜ ଉପରେ ବିଶ୍ବାସ ରଖିବା ସହ ଘର ପରିବାରର ସଦସ୍ୟଙ୍କ ଉପରେ ବିଶ୍ୱାସ ରଖନ୍ତୁ ଓ ସମସ୍ତଙ୍କ ସହ ମିଳି ମିଶି ରହିବାକୁ ଚେଷ୍ଟା କରନ୍ତୁ । ମାତା ପିତାଙ୍କ ସହ ସମ୍ପର୍କ ବଜାଇ ରଖନ୍ତୁ ତାଙ୍କର ସହଯୋଗ ମିଳିବ । ନିଜ ନିଜ ଭିତରେ ଅନ୍ୟର କଥାରେ ପଡି ମନାନ୍ତର ସୃଷ୍ଟି ହୋଇପାରେ ବା ଆର୍ଥିକ ସ୍ଥିତି ବିଗିଡି ପାରେ । ହନୁମାନଙ୍କୁ ଭୁଣ୍ଡିର ଲଡୁ ଭୋଗ ଲଗାନ୍ତୁ ସବୁ କାର୍ଯ୍ୟରେ ସଫଳତା ପାଇବେ । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।