କିଛି ଆଜିର ମଜାଦାର ଜୋକ୍ସ: ଝିଅଟି ପୁଅକୁ କୁଣ୍ଢେଇ ନେଇ କାନରେ କହିଲା, ଝିଅ- କିଛି ଏମିତି କୁହ କି ମୋ ଛାତି ଧକ ଧକ ହେବାକୁ ଲାଗିବ…

ଜୋକ୍ସ ସବୁ ବ୍ୟକ୍ତିଙ୍କ ଉପରେ ଔଷଧ ରୂପରେ ପ୍ରଭାବ ପକାଇ ଥାଏ । ରୋଗୀ ଓ ଚିନ୍ତିତ ବ୍ୟକ୍ତିଙ୍କ ପାଇଁ ଜୋକ୍ସ କୌଣସି ଔଷଧ ଠାରୁ କମ ନୁହେଁ । କେତେକ ଲୋକମାନେ ଜୋକ୍ସ କୁ ନିଜର ପାଖପାଖି ସମ୍ପର୍କୀୟ ଓ ବନ୍ଧୁଙ୍କୁ ଟ୍ୟାଗ ବି କରନ୍ତି । ଏମିତିରେ ଆଜି ଆମେ ଆପଣଙ୍କ ପାଇଁ କିଛି ଜୋକ୍ସ ନେଇ ଆସିଛୁ । ଯାହା ଆଜିକାଲି ସୋସିଆଲ ମିଡିଆରେ ବହୁତ ଟ୍ରେଣ୍ଡରେ ଅଛି । ଏହି ଜୋକ୍ସ କୁ ସୋସିଆଲ ମିଡିଆରେ ବହୁତ ଲାଇକ ଓ ଶେୟାର କରା ଯାଉଛି ।

୧. ଚତୁର୍ଥୀ ରାତିରେ ସ୍ଵାମୀ ସ୍ତ୍ରୀକୁ କହିଲା – ସମସ୍ତଙ୍କୁ ଭଲ ପାଇବ, ସମସ୍ତଙ୍କ ସମ୍ମାନ କରିବ, ସବୁବେଳେ ସତ କଥା କହିବ, କେବେ କାହାକୁ ଦୁଃଖୀ କରିବ ନାହିଁ ।

ସ୍ତ୍ରୀ ଉଠିଲା କବାଟ ପାଖକୁ ଯାଇ କବାଟ ଖୋଲି କହିଲା – ସମସ୍ତେ ଭିତରକୁ ଆସନ୍ତୁ ଏଠାରେ ସତ୍ସଙ୍ଗ ଚାଲିଛି ।

୨. ଅଇନା ଆଗରେ ଠିଆ ହୋଇ ସ୍ତ୍ରୀ ସ୍ଵାମୀକୁ ପଚାରିଲା – ମୁଁ ମୋଟି ହେଇଯାଇଛି କି ?

ସ୍ଵାମୀ ବହୁତ ଭାବି ଚିନ୍ତି ଝଗଡାରୁ ବଞ୍ଚିବା ପାଇଁ – ଜମା ନୁହଁ

ସ୍ତ୍ରୀ ରୋମାଣ୍ଟିକ ହୋଇ ତାହେଲେ ମତେ ଫ୍ରିଜ ପାଖକୁ ଉଠେଇ ନେଇଚାଲ ମୁଁ ଆଇସକ୍ରିମ ଖାଇବି ।

ସ୍ଵାମୀ ସ୍ଥିତି ଖରାପ ଦେଖି କହିଲା – ରାହିଜା ମୁଁ ଫ୍ରିଜ ଏଇଠି ନେଇ ଆସୁଛି ।

୩. ଝିଅ : ମୁଁ ତମ ପ୍ରେମରେ ଲୁଟି ଗଲି ବର୍ବାଦ ହୋଇଗଲି, ବଦନାମ ହୋଇଗଲି ।

ପପୁ : ପାଗେଳି ତାହାଲେ ମୁଁ କଣ ତୋ ପ୍ରେମରେ କଲେକ୍ଟର ହେଇଗଲି ମୁଁ ବି ତ ପକୋଡି ବିକୁଚି ।

୪. ନାସା ଚିନ୍ତୁକୁ ଚନ୍ଦ୍ର ଉପରେ ପଠେଇବା ପାଇଁ ନିଷ୍ପତ୍ତି କଲେ ।

କିନ୍ତୁ ଚିନ୍ତୁ ଅଧା ରାସ୍ତାରୁ ଫେରି ଆସିଲା ।

ନାସା ଅଧିକାରୀ ପଚାରିଲେ : ଫେରି ଆସିଲ କଣ ପାଇଁ ?

ଚିନ୍ତୁ : ଆଜି ଅମାବାସ୍ୟା ଅଟେ ଚନ୍ଦ୍ର ଆଜି ଉଇନି

୫. ସ୍ତ୍ରୀ – ଯଦି ମୋ ବାହାଘର ଗୋଟେ ରାକ୍ଷସ ସହ ବି ହୋଇଥିଲେ ମୁଁ ଏତେ ଚିନ୍ତା କରି ନଥାନ୍ତି ଯେତେ ତମ ସହ ରହି ମତେ ହବାକୁ ପଡୁଛି ।

ସ୍ଵାମୀ – ପାଗେଳି ରକ୍ତ ସମ୍ପର୍କରେ ବାହାଘର ହୁଏ ନାହିଁ

୬. ଝିଅ – ମୋ ଓଠ କେତେ ଖରାପ ଅଛନ୍ତି ।

ଡକ୍ଟର – ପ୍ଲାଷ୍ଟିକ ସର୍ଜରୀ କରି ଦିଅ

ଝିଅ – କେତେ ଖର୍ଚ ହବ

ଡକ୍ଟର – ୬ ଲକ୍ଷ ଟଙ୍କା

ଝିଅ – ଯଦି ପ୍ଲାଷ୍ଟିକ ମୁଁ ନେଇ ଆସିବି ତେବେ କେତେ ଲାଗିବ

ଡକ୍ଟର – ପ୍ଲାଷ୍ଟିକ ସାଫ ଫେବିକୋଲ ମଧ୍ୟ ନେଇ ଆସିବ ଫ୍ରିରେ ଲଗେଇ ଦେବୀ ।

 

୭. ଗାଁ ସବୁ ଲୋକ ଖୁସି ଥିଲେ ଓ ଖୁସି ହୋଇ ନାଚୁ ଥିଲେ ।

ସେତେବେଳେ ଗାଁ ଗୋଟେ ବ୍ୟକ୍ତି ଏହା ଦେଖିବାକୁ ପାଇଲା ଯେ ଗୋଟେ କୁକୁର ମଧ୍ୟ ତାଙ୍କ ସହ ନାଚୁଥିଲା ।

ମଣିଷ କୁକୁରକୁ ଯାଇ ପଚାରିଲା : ଆମେ ଖୁସି ଅଛୁ କାହିଁକିନା ଗାଁରେ ଲାଇନ ଆସିବ କିନ୍ତୁ ତୁ କାଇଁ ଏତେ ଖୁସି ହଉଚୁ ।

କୁକୁର : ଆରେ ଗଧ ଲାଇନ ଆସିଲେ ଖୁଣ୍ଟି ବି ଆସିବ ।

୮. ଝିଅଟି ପୁଅକୁ କୁଣ୍ଢେଇ ନେଇ କାନରେ କହିଲା…

ଝିଅ- କିଛି ଏମିତି କୁହ କି ମୋ ଛାତି ଧକ ଧକ ହେବାକୁ ଲାଗିବ

ପୁଅ- ପଛରେ ତୋ ବାପା ଠିଆ ହେଇଛି, ଏମିତି ହିଁ ଚିପକି ରହ, ନହେଲେ ଧରା ପଡିବୁ !

ଆପଣଙ୍କୁ ଆମର ଏହି ସବୁ ଜୋକ୍ସ ଭଲ ଲାଗିଥିଲେ ସାଙ୍ଗମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଆମେ ଏମିତ ନୂଆ ଜୋକ୍ସ ସବୁ ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିଦିଅନ୍ତୁ ।