ଆଜିର ରାଶିଫଳ, 21 ଅଗଷ୍ଟ 2020, ଶୁକ୍ରବାର, ମା ଦୂର୍ଗାଙ୍କ କୃପାରୁ ଏହି ୬ଟି ରାଶିଙ୍କ ଜୀବନରେ ଆସିବ ଖୁସି, ଧନପ୍ରାପ୍ତିର ବନୁଛି ପ୍ରବଳ ଯୋଗ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୧ ଅଗଷ୍ଟ ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଆର୍ଥିକ ସମସ୍ୟା ଦୂରେଇ ଯିବ । କର୍ମ କ୍ଷେତ୍ରରେ ଲାଭ ମିଳିବାର ସମ୍ଭାବନା ଅଛି । ପୂର୍ବରୁ ନେଇଥିବା ନିସ୍ପତି ଆଜି ଆପଣଙ୍କୁ ବଡ ଅସୁବିଧାରେ ପକାଇପାରେ । ନିଜ ପାଇଁ ଆଜି କିଛି ସମୟ ବାହାର କରିବାକୁ ଚେଷ୍ଟା କରନ୍ତୁ । ଯଦି ଆପଣ କୌଣସି ଜାଗାର ପରିବର୍ତନ କରିବା ପାଇଁ ଚାହୁନଥାନ୍ତି ତେବେ ଏହି ସମୟ ଆପଣଙ୍କ ପାଇଁ ବହୁତ ଭଲ ସମୟ ଅଟେ । ପୁରୁଣା ସାଙ୍ଗ ସହ ଦେଖା ହୋଇପାରେ ଓ ତାଙ୍କ ସହ ଆଜି ଭଲରେ ଦିନ କାଟିବ । ଆଜି ଆପଣଙ୍କର ସମସ୍ତ ମନ କାମନା ପୂର୍ଣ୍ଣ ହେବ ଓ ଭାଗ୍ୟ ନିଜର ସାଥ ଦେବ । ଆଜି କିଛି ଗାଡି ହେଉ ବା ଜିନିଷ ହେଉ କିଣିପାରନ୍ତି ।

ବୃଷ

ବ୍ୟବସାୟରେ ଆଜି ଭଲ ଲାଭ ହେବ । ଆଜି କୌଣସି କଲେଜ ସାଙ୍ଗ ଦେଖା ହେବା ଦ୍ଵାରା ଆପଣ ବହୁତ ଖୁସି ହେବା ସହିତ ଭଲରେ ଦିନ କଟିବ । ମାତା ପିତାଙ୍କର ଆଶ୍ରିବାଦ ରୁ ଆଜି ଭଲ ଖୁସି ଖବର ମିଳିପାରେ ଯେଉଁଟା ଆପଣ ବହୁତ ଦିନ ଅପେକ୍ଷା କରିଥିଲେ ଆଜି ସେହି ଜିନିଷ ଟି ପାଇବେ । ବିଦେଶରୁ ଏକ ବଡ ଚାକରିର ସୁଯୋଗ ଆସିପାରେ ଜୀବନ ସାଥିଙ୍କ ସହଯୋଗରେ ଆଜି ଆପଣଙ୍କୁ ବହୁତ ବଡ ଜିନିଷରେ ବହୁତ ଲାଭ ଦାୟକ ହେବ । ଚାକିରି କରିଥିବା ବ୍ୟକ୍ତି ଆଜି ଟିକେ ଉପର ଅଫିସରଙ୍କ ଠାରୁ ସାବଧାନ ହୋଇ ରହିବାକୁ ଚେଷ୍ଟା କରନ୍ତୁ । ପରିବାରରେ ଭଲରେ ଦିନ କଟିବ ।

ମିଥୁନ

ଗୁରୁଜନଙ୍କର ସହୋଯୋଗରୁ ଆଜି ଆପଣ ବହୁତ ଉପରକୁ ଯିବେ ଓ ଅନେକ ଗୁଡିଏ ରାସ୍ତା ଫିଟିଯିବ ଯାହାକି ନିଜେ ବହୁତ ଦିନ ହେଲା ଅପେକ୍ଷା କରିଥିଲେ । ଆଜି ନିଜକୁ ବହୁତ ଶାନ୍ତି ଅନୁଭବ କରିବେ । କର୍ମ କ୍ଷେତ୍ରରେ ବହୁତ ପରିଶ୍ରମ କରିଥିବା ହେତୁ ଏହା ଆପଣଙ୍କୁ ବହୁତ ଲାଭ ଦାୟକ ହେବ । ଘରକୁ ନୂଆ ବ୍ୟକ୍ତି ଆସିବାର ସମ୍ଭାବନା ଅଛି ଯାହା ଦ୍ଵାରା କି ଘରର ମହିଳା ମାନେ ବହୁତ ଖୁସି ରହିବେ । ଜୀବନ ସାଥିଙ୍କ ସହ ଭଲରେ ଦିନ କାଟିବ । ଏମିତି ରେ ଦେଖିବାକୁ ଗଲେ ଆପଣ ବହୁତ ଇମୋସନାଲ ଭଳି ଲୋକ ହୋଇଥିବାରୁ ଆପଣ ପାଖକୁ ଟାଣି ହୋଇ ଆସିଥାନ୍ତି ଓ ଆପଣ ସଦ ଭାବର ଲୋକ ଅଟନ୍ତି । ଆପଣଙ୍କର ଧନ ପାଇବାର ଯୋଗ ମଧ୍ୟ ଅଛି ।

କର୍କଟ

ଆଜି ଆପଣଙ୍କର କିଛି ସମସ୍ୟା ଦେଖା ଦେଇପାରେ । ଯଦି ଆପଣ ବଡ ବ୍ୟବସାୟ କରୁଛନ୍ତି ସାବଧାନ ହୋଇ ଭାବି ବିଚାରୀ କାମ କରିବାକୁ ଚେଷ୍ଟା କରନ୍ତୁ । ନିଜ ନିଜ ଭିତରେ କୌଣସି ଏକ କଥାକୁ ନେଇ ଓ ଭୁଲ ବୁଝାମଣା ଯୋଗୁଁ ଝଗଡା ହେବ । ଶରୀରରେ ଏକ ନୂଆ ଜୋଷ ଆସିବା ହେତୁ ଆପଣ ଆଜି ସବୁ କାମରେ ଆପଣ ଜୟ ଯୁକ୍ତ ହେବେ । ଆଜି ତାଙ୍କ ଭିତରେ ଥିବା ଊର୍ଜା କୁ ଏକ ନୂଆ କର୍ମରେ ଲଗାଇବେ । ଆପଣ ନିଜ ସମୟ ପର ଭଲ କାମ ଓ ପାଠ ପଢା ରେ ଲଗାଇବେ । ଆପଣଙ୍କର ବନ୍ଧୁଙ୍କ ସହ ଭଲରେ ଦିନ କାଟିବ । ସମୟ ଅନୁସାରେ ଆପଣ ଙ୍କୁ ତାଙ୍କର ସହଯୋଗ ମିଲିପାରେ । ସେଥିପାଇଁ ଆପଣ ସମସ୍ତଙ୍କ ପ୍ରତି ଭଲ ବ୍ୟବହାର ରଖିବା ସହିତ ଭଲ କଥା କୁହିବାକୁ ଚେଷ୍ଟା କରନ୍ତୁ ।

ସିଂହ

ଆଜି କର୍ମ କ୍ଷେତ୍ରରେ କିଛି ନୂଆ ଜିନିଷ ପାଇପାରନ୍ତି । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ଚେଷ୍ଟା କରନ୍ତୁ । ଟଙ୍କା ଦେବା ଓ ନେବାରେ ଟିକେ ସତର୍କତା ଅବଲମ୍ବନ କରନ୍ତୁ । ଆଧ୍ୟାତ୍ମିକ କାର୍ଯ୍ୟରେ ମନ ଲାଗିବା ସହିତ ସମାଜରେ ମାନ ଓ ସଂମାନ ବଢିବ । । ଆପଣ ଆଜି କିଛି ସମାଜର ମଙ୍ଗଳ କାମରେ ସାହାର୍ଯ୍ୟ କରିପାରନ୍ତି । ଲୋକ ମାନଙ୍କ ପାଇଁ ସରକାରୀ ଚାକିରିରୁ କିଛି ଭଲ ଖବର ଆସିପାରେ । ଆପଣ ଯଦି କୌଣସି କାମରେ ଯାଉଛନ୍ତି ତେବେ ଆପଣ ନିଶ୍ଚିନ୍ତ ଭାବରେ ସଫଳ ହେବେ । ଯଦି ଆପଣ ଚାକିରି କରୁଛନ୍ତି ତେବେ ଏଥିରେ ଆପଣଙ୍କର ଊର୍ଣ୍ଣତି ହେବାର ସୁଯୋଗ ଅଛି ଓ ଆପଣ ସମୟ ଆନୁସାରେ ଏହାର ଲାଭ ଉଠାଇ ପାରିବେ । ଆପଣଙ୍କ ଭାଇ ଓ ଭଉଣୀ ବା ସାଙ୍ଗ ସହିତ ବହୁତ ଭଲ ରେ ଦିନ କଟିବ । ଆପଣ ଭଲ ମନରେ ଅନୁକୂଳ କାମ କରୁଥିବା ଲୋକ ଅଟନ୍ତି ତେଣୁ କରି ଆପଣ ଏହାକୁ ଭଲ କାମରେ ଲଗାନ୍ତୁ । ଆପଣ ପରିଶ୍ରମ କରିଥିବା ଫଳ ନିଶ୍ଚିନ୍ତ ପାଇବେ ।

କନ୍ୟା

ସମାଜରେ ଆଜି କରିଥିବା କାମ ହେତୁ ଆପଣଙ୍କୁ ଲୋକେ ବହୁତ ପ୍ରଶଂସା କରିବେ । ସାମାଜିକ ସଂଗଠନ ରେ ଆଜି ମିଶି ପାରନ୍ତି ଓ ଯାହା ଆପଣଙ୍କୁ ଆଗକୁ ବହୁତ ଲାଭ ଦାୟକ ହେବ ଏବଂ ସମସ୍ତେ ଆପଣଙ୍କୁ ସପଟ କରିବେ । ଆର୍ଥିକ ସମସ୍ୟା ମଧ୍ୟ ଦୂରେଇ ଯିବ । ଆଜି ଦୁର୍ଘଟଣା ହେବାର ସମ୍ଭାବନା ଅଛି ଟିକେ ସାବଧାନ ହୋଇ ଗାଡି ଚଳାଇବାକୁ ଚେଷ୍ଟା କରନ୍ତୁ । ବ୍ୟବସାୟରେ କିଛି ଆଗ ଅପେକ୍ଷା କମ ଲାଭ ମିଳିବ ଓ ଚାକିରି କରୁଥିବା ବ୍ୟକ୍ତି ଊର୍ଣ୍ଣତି ହେବ । ଆଜି ଆପଣଙ୍କୁ ସମସ୍ତଙ୍କ ସାହାର୍ଯ୍ୟ ମିଳିବ । ଆଜି ଆପଣ ଭବିଷୟକୁ ନେଇ କିଛି ବଡ ଓ କଠୋର ନିସ୍ପତି ନେଇ ପାରନ୍ତି ।

ତୁଳା

କିଛି ଛୋଟ ମୋଟ ସମସ୍ୟା ଦେଖା ଦେଇପାରେ କିନ୍ତୁ ବଥିର୍ଥ ନହୋଇ ଧର୍ଯ୍ୟର ସହ କାମ କରିବାକୁ ଚେଷ୍ଟା କରନ୍ତୁ । ଦେଖିବେ କୌଣସି ଅସୁବିଧା ହେବ ନାହିଁ । ମାନସିକ ଋପରେ ଆଜି ଆପଣ ବହୁତ ଖୁସି ରହିବେ । କ୍ରୋଧ ଉପରେ ନିୟତରଣ ରଖିବାକୁ ଚେଷ୍ଟା କରନ୍ତୁ । ବ୍ୟବସାୟ ବଢିବା ସହିତ ଏହି ସମ୍ବନ୍ଧ୍ୟରେ ଭଲ ଲାଭ ମଧ୍ୟ ହୋଇପାରେ । ଆପଣଙ୍କୁ ହଠାତ ଧନ ପ୍ରାପ୍ତି ହୋଇପାରେ । ଆପଣ ନୂଆ ଗାଡି କିଣିବାକୁ ଚାହୁଞ୍ଚନ୍ତି ବା ଘର ନେବା ପାଇଁ ତେବେ ଟିକେ ଅପେକ୍ଷା କରନ୍ତୁ। ଯଦି ଆପଣ ରାଜନୀତିରେ ଅଛନ୍ତି ତେବେ ଏଥିରେ ମଧ୍ୟ ଆପଣଙ୍କୁ ବହୁତ ଲାଭ ଦାୟକ ହେବ । ସମାଜରେ ମାନ ଓ ସଂମ୍ମାନ ମିଳିବା ସହିତ ଆପଣଙ୍କୁ ପଦ ପ୍ରତିଷ୍ଠା ମିଳିବ । ଯେଉଁ କାମ ଆପଣ କରୁଥିବେ ଆପଣ ସେଥିରେ ନିଶ୍ଚିତ ରୂପେ ସଫଳ ହୋଇପାରନ୍ତି । ଆପଣ ଧାର୍ମିକ କାର୍ଯ୍ୟରେ ମନ ଲଗାଇବେ ।

ବିଚ୍ଛା

ଆଜି ଆପଣଙ୍କର ବହୁତ ଖୁସିରେ ଦିନ କଟିବ । କୌଣସି ଏକ ଭଲ କର୍ମ ଦ୍ଵାରା ଆପଣଙ୍କୁ କିଛି ବଡ ଜିନିଷର ସଫଳତା  ମିଳିବ ଓ କିଛି ପରିବର୍ତନ ଆସିପାରେ । ନିଜେ ଆଗକୁ ବଢିବା ପାଇଁ ଯୋଜନା କରିପାରିବେ ସହିତ ବ୍ୟବସାୟରେ ଭଲ ଲାଭ ଦାୟକ ହେବ । ଘରର କାମରେ ଲିପ୍ତ ରହିବେ ଓ ସେହି କାମରେ ସଫଳ ମଧ୍ୟ ହେବେ । ଭଲ ପାଇବା କ୍ଷେତ୍ରରେ ଆପଣଙ୍କୁ କିଛି ନୂଆ ଖୁସିର ଖବର ଆସିପାରେ । ଆପଣଙ୍କୁ ଆଜି ବହୁତ ଖୁସି ରହିବେ । ଯଦି ଆପଣଙ୍କର କେଉଁଠାରେ ବାଦ ବିବାଦ ଲାଗିଥାଏ ତେବେ ଏଥିରେ ଆପଣ ସଫଳ ହୋଇପାରନ୍ତି । ଆପଣ ନିଜ କାମ ପ୍ରତି ଧ୍ୟାନ ରଖନ୍ତୁ ଓ ସମୟ ଆନୁସାର କାମ କରିବାକୁ ଚେଷ୍ଟା କରନ୍ତୁ ।

ଧନୁ

ନିଜର ସକାରାତ୍ମକ ଶକ୍ତି ବଢିବାରେ ଲାଗିବ । ଆଜି ଆପଣଙ୍କର ଦିନ ଭଲରେ କଟିବ । ଆଜି ଆପଣଙ୍କୁ ଉଚ୍ଚ ପଦ ମିଳିବାର ସମ୍ଭାବନା ଅଛି । ସମାଜରେ ଆଜି କିଛି ନୂଆ ଲୋକଙ୍କ ସହ ଭେଟ ହେଲା ପରେ ଆପଣ ବହୁତ ଖୁସି ଅନୁଭବ କରିବା ସହିତ ତାଙ୍କ ସହ ଭଲରେ ଦିନ କଟିବ । । ଆପଣଙ୍କର ସ୍ୱାସ୍ଥ୍ୟ ଟିକେ ଖରାପ ହୋଇପାରେ । ଭାଗ୍ୟ ଆପଣଙ୍କର ହିଁ ସାଥ ଦେବ ଆପଣ ଯେଉଁ କ୍ଷେତ୍ର ଯାଆନ୍ତୁ ନା କାହିଁକି ସେଥିରେ ଆପଣ ଙ୍କୁ ଭଲ ଫଳ ମିଳିବ । ଆପଣ ଯେଉଁ କାମକୁ ଭାବିଚିନ୍ତି କାମ କରୁଛନ୍ତି ଭଲ ଭାବରେ ବୁଝି କରୁଛନ୍ତି ତେବେ ଆପଣ ସେଥିରେ ସଫଳ ହେବେ । ଆପଣଙ୍କ ଜୀବନରେ ବହୁତ ଖୁସି ଆସିପାରେ । ଆପଙ୍କର କିଛି ଛୋଟ ମୋଟ ଖଣ୍ଡିଆ ହୋଇପାରେ ସେଥିପାଇଁ ଟିକେ ଜଗି ରଖୀ ଚଳିବାକୁ ଚେଷ୍ଟା କରନ୍ତୁ ।

ମକର

ଆଜି ଆପଣଙ୍କର ଦିନ ମଧ୍ୟ ଧାରଣ ରହିବ । ଅଫିସରେ କିଛି ବଡ ଲୋକଙ୍କର ସାହାର୍ଯ୍ୟରେ କାମରେ ତ ଲାଭ ଦାୟକ ହେବ କିନ୍ତୁ ତାଙ୍କ ସହ କିଛି ବାଦ ବିବାଦ ଲାଗିପାରେ ସେଥିପାଇଁ କୌଣସି ମତ ରଖିବା ପୂର୍ବରୁ ସାବଧାନ ହୋଇ କହିବାକୁ ଚେଷ୍ଟା କରନ୍ତୁ । ଯଦି ଆପଣ ଏକ ନୂଆ ବ୍ୟବସାୟ ବା ନୂଆ ନିବେଶ କରିବାକୁ ଚାହୁଁଛନ୍ତି ତେବେ ଏହା ଆପଣଙ୍କୁ ବହୁତ ଭଲ ଫଳ ଦେବ କାରଣ ଲୋକଙ୍କ କହିବା କଥା ଅନୁସାରେ ଗଣେଶ ହେଉଛନ୍ତି ଆର୍ଥିକ ଓ ଲାଭର ପ୍ରତୀକ ସେଥିପାଇଁ ଆସୁଥିବା ସମୟ *ରେ ଆପଣ କିଛି ଭଲ ବ୍ୟବସାୟ କରିପାରିବେ । ଆପଣ କୌଣସି ଏକ ମହତ୍ୟ ପୂର୍ଣ୍ଣ କାମ କରିବାକୁ ଯାଉଛନ୍ତି ସେଥିରେ କେବେ ହେଲେ ପଛ ଘୁଞ୍ଚା ଦିଅନ୍ତୁ ନାହିଁ । ଆପଣଙ୍କୁ ସଦାବେଳେ ଗୁରୁଙ୍କର ଆଶ୍ରିବାଦ ମିଳିବ ।

କୁମ୍ଭ

ଆଜି ଆପଣଙ୍କର ଦିନ ପୁରା ମଧୁର ଓ ପ୍ରେମରୁ ହିଁ ଆରମ୍ଭ ହେବ । ଯେକୌଣସି ଟଙ୍କା ଓ ଜିନିଷ ଦେଇଥିବେ ବେଳେ ବେଳେ ବ୍ୟର୍ଥ ଯାଇଥାଏ କିନ୍ତୁ ଏବେ ସେହି ଜିନିଷ ପାଇ ପାରିବେ । ନିଜେ କରିଥିବା କଠିନ ପରିଶ୍ରମ ଦ୍ଵାରା ଅତ୍ୟଧିକ ଲାଭ ପରିବର୍ତେ କମ ଲାଭ ହେବ । ଆପଣଙ୍କର ମନରେ ସଦାବେଳେ କ୍ରୋଧ ରହୁଥିବା ହେତୁ ଆଜି ନିଜ ପ୍ରିୟଜନଙ୍କ ସହ କିଛି ମତ ଭେଦ ହେବ । ଆଜି ଆପଣଙ୍କର ଦିନ ଭଲରେ କଟିବ ଓ ଜୀବନ ସାଥିଙ୍କ ସହ ଭଲ ଭଲ ଖାଇବାକୁ ମିଳିପାରେ ।

ମୀନ

ମିତ୍ରଙ୍କ ସହ ସମ୍ବନ୍ଧ ଭଲରେ କଟିବ । ପିତାଙ୍କ ସହଯୋଗରେ ଆପଣ କିଛି ନୂଆ ବ୍ୟବସାୟରେ ଊର୍ଣ୍ଣତି ଓ ନୂଆ ବ୍ୟବସାୟ ଆରମ୍ଭ କରିପାରିବେ । ବିଦ୍ୟାର୍ଥୀ ମନ ଲଗାଇ ପାଠ ପଢିବାକୁ ଚେଷ୍ଟା କରନ୍ତୁ । ଆପଣ ଆଜି କିଛି ସମାଜର ମଙ୍ଗଳ କାମରେ ସାହାର୍ଯ୍ୟ କରିପାରନ୍ତି । ଆପଣଙ୍କର ଧନ ପାଇବାର ଯୋଗ ମଧ୍ୟ ଅଛି । କିନ୍ତୁ ଆପଣ ଅନାବଶ୍ୟକ କଥାରେ ଜମା ମନ ଦିଅନ୍ତୁ ନାହିଁ । ଘରକୁ ନୂଆ ବ୍ୟକ୍ତି ଆସିବାର ସମ୍ଭାବନା ଅଛି ଯାହା ଦ୍ଵାରା କି ଘରର ମହିଳା ମାନେ ବହୁତ ଖୁସି ରହିବେ । ଜୀବନ ସାଥିଙ୍କ ସହ ଭଲରେ ଦିନ କାଟିବ । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।