ଅଙ୍କିତା ଲୋଖଣ୍ଡେଙ୍କ ପାଇଁ ଆସିଲା ସବୁଠୁ ଖରାପ ଖବର, ଭାରି ପଡ଼ିଲା ୪ ବର୍ଷ ପୁରୁଣା ଏହି ଭୁଲ

ଦୂରଦର୍ଶନରୁ ବଲିଉଡକୁ ଆସିଥିବା ଆକ୍ଟ୍ରେସ ଅଙ୍କିତା ଲୋଖଣ୍ଡେ ଯିଏ କି ଲଗାତାର ସୁଶାନ୍ତ ସିଂ ରାଜପୁତ ଙ୍କ ସପୋର୍ଟରେ ତାଙ୍କ ଫ୍ୟାମିଲି ସହିତ ଠିଆ ହୋଇଛନ୍ତି । ସୁଶାନ୍ତଙ୍କ ଫ୍ୟାମିଲିଙ୍କ ଉପରେ ବହୁତ୍ ବଡ଼ ଦୁଃଖ ଖସିପଡିଚି, କିନ୍ତୁ ଏହି ସମୟରେ ଅଙ୍କିତା ନିଜର ସପୋର୍ଟ ସମ୍ପୂର୍ଣ୍ଣ ଭାବରେ ତାଙ୍କ ସହ ଦେଇଛନ୍ତି ।

କିନ୍ତୁ ଅଙ୍କିତା ଏବେ ନିଜେ ଫସୀ ଯାଇଛନ୍ତି କାରଣ ସିବସଂଜତ୍ ରାଉତ ଯିଏ କି ପୂର୍ବରୁ ସୁଶାନ୍ତଙ୍କ ପିତାଙ୍କ ଦିତୀୟ ବିବାହକୁ ନେଇ ବିବାଦ କରିଥିଲେ ସେ ଏବେ ଅଙ୍କିତାଙ୍କୁ ନେଇ ମଧ୍ୟ୍ୟ ବିବାଦ ସୃଷ୍ଟି କରିଛନ୍ତି ଯାହା ଦ୍ଵାରା ଅଙ୍କିତାଙ୍କୁ ଭାରି ପଡିପାରେ । ଅଙ୍କିତା ସୁଶାନ୍ତଙ୍କ ପରିବାରକୁ ନିଜ ପରିବାର ବୋଲି କହିଛନ୍ତି, ସୁଶାନ୍ତଙ୍କ ପିତାଙ୍କୁ ବାପା ବୋଲି ଡାକନ୍ତି ଏବଂ ସୁଶାନ୍ତଙ୍କ ଭଉଣୀଙ୍କୁ ଦିଦି ।

ଅଙ୍କିତା ସୁଶାନ୍ତଙ୍କ ପରିବାରକୁ ବହୁତ୍ ସପୋଟ୍ କରିଛନ୍ତି ଏବଂ ନ୍ୟାୟ ପାଇଁ ମଧ୍ୟ୍ୟ ଦାବି କରିଛନ୍ତି । କିନ୍ତୁ ଅଙ୍କିତା ସୁଶାନ୍ତଙ୍କ ସହିତ ରିଲେସନରେ ଥିଲେ ଏବଂ ୪ ବର୍ଷ ପୂର୍ବରୁ ବ୍ରେକ୍ ଅପ୍ କରିଥିଲେ । ବର୍ତ୍ତମାନ ପ୍ରଶ୍ନ ଏହା କି ସୁଶାନ୍ତଙ୍କ ସହିତ ଅଙ୍କିତା ବ୍ରେକ୍ ଅପ୍ କେଉଁ କାରଣ ପାଇଁ କରିଥିଲେ । ଅଙ୍କିତା ସୁଶାନ୍ତଙ୍କୁ ବିବାହ କରିବାର ଯୋଉ ଇଚ୍ଛା କରିଥିଲେ ଏମିତି କଣ ହେଲା ଯେ ସେ ସୁଶାନ୍ତଙ୍କ ସହ ବ୍ରେକ୍ ଅପ୍ କରିବାର ନିଷ୍ପତି ନେଇଥିଲେ ।

ସେଥିପାଇଁ ବର୍ତମାନ ସଂଜିତ୍ ରାଉତ୍ କହିଛନ୍ତି କି ଯଦି ରିୟା ଚକ୍ରବର୍ତ୍ତୀଙ୍କୁ ପ୍ରଶ୍ନ କରା ଯାଉଚି ତେବେ ଅଙ୍କିତା ଲୋଖଣ୍ଡେଙ୍କୁ ମଧ୍ୟ୍ୟ ପଚରା ଉଚରା କରା ଯାଉ ଯେ ସେ କଣ ପାଇଁ ସୁଶାନ୍ତଙ୍କ ସହିତ ବ୍ରେକ ଅପ କରିଥିଲେ । ସଂଜିତ୍ ରାଉତ୍ ଏହି ଷ୍ଟେଟମେଣ୍ଟ ଦେଇ ପୁଣି ବିବାଦ ସୃଷ୍ଟି କରିଛନ୍ତି । ପବ୍ଲିକ ମଧ୍ୟ୍ୟ ସୁଶାନ୍ତ ଏବଂ ଅଙ୍କିତାଙ୍କ ବ୍ରେକ ଅପର କାରଣ ଜାଣିବା ଦରକାର ବୋଲି ସେ କହିଛନ୍ତି ।

ବର୍ତମାନ ସେ ଜାଣିବାକୁ ଚାହିଁଛନ୍ତି କି ସେତେବେଳେ ଅଙ୍କିତା ସୁଶାନ୍ତଙ୍କ ସହିତ କଣ୍ ପାଇଁ ନଥିଲେ । ଅଙ୍କିତା କହିଥିଲେ କି ୪ ବର୍ଷ ଭିତରେ ସେ ସୁଶାନ୍ତଙ୍କ ସହିତ ଟଚରେ ନଥିଲେ କିନ୍ତୁ ପରିବାର ଲୋକଙ୍କ ସହିତ ତାଙ୍କର ବଣ୍ଡିଂ ବହୁତ୍ ଭଲ ଥିଲା । ସୁଶାନ୍ତଙ୍କ ଭଉଣୀ କହିଛନ୍ତି କି ୨୦୧୯ ରେ ଅଙ୍କିତାଙ୍କ ସହିତ ସୁଶାନ୍ତ ଦେଖା କରିଥାନ୍ତେ କିନ୍ତୁ ସୁଶାନ୍ତ ଅଚାନକ ମନା କରି ଦେଇଥିଲେ ।

ତେବେ କଣ ପାଇଁ ସୁଶାନ୍ତ ଦେଖା କରିନଥିଲେ ଅଙ୍କିତାଙ୍କ ସହ । କଣ ଅଙ୍କିତା କିଛି କଥା ଲୁଚଉଚନ୍ତି । ବର୍ତମାନ ଏହି ସବୁ ପ୍ରଶ୍ନକୁ ନେଇ ଠିଆ ହେଇଚି ଅଙ୍କିତାଙ୍କ ପାଇଁ ଦୁବିଧା ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।