ଘରେ ଯଦି ଆସୁଛି ଦରିଦ୍ରତା ତ ତୁରନ୍ତ ବନ୍ଦ କରି ଦିଅନ୍ତୁ ଏହି 5ଟି କାମ

ଚାଣକ୍ୟ ନୀତି ଚାଣ୍ୟକ ଦ୍ୱାରା ରଚିତ ଏକ ନୀତି ଗ୍ରନ୍ଥ ଅଟେ । ଯେଉଁଥିରେ ଜୀବନରେ ସଫଳତା ହାସଲ କରିବା ଓ ଜୀବନକୁ ସୁଖମୟ କରିବା ପାଇଁ ବିଭିନ୍ନ ପ୍ରକାରର ଉପାୟ ବିଷୟରେ କୁହାଯାଇଛି । ଆପଣଙ୍କୁ କହିଦେଉଛୁ କି ଚାଣ୍ୟକ ଏକ ମହାନ ଜ୍ଞାନୀ ପଣ୍ଡିତ ଥିଲେ । ଯିଏକି ନିଜର ନୀତି ଦ୍ଵାରା ଚନ୍ଦ୍ରଗୁପ୍ତ ମୋର୍ଯ୍ୟଙ୍କୁ ରାଜା କରିଥିଲେ ।

ଆଜି ଆମେ ଆପଣଙ୍କୁ ଚାଣ୍ୟକଙ୍କ କିଛି ନୀତି ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କ ଜୀବନର କିଛି ନା କିଛି କାର୍ଯ୍ୟରେ ନିଶ୍ଚିତ ଦରକାର ଆସିବ । ଏହା ସହିତ ଆଜି ଆମେ ଆପଣଙ୍କୁ କହିବୁ କି ଯଦି ଆପଣ ଅନ୍ୟ ବ୍ୟକ୍ତିଙ୍କ ଠାରୁ ଏହି ୫ଟି ଜିନିଷ ନେଉଛନ୍ତି ତେବେ ଏହା ନେବା ସହିତ ଆପଣ ଘରେ ବର୍ବାଦି ବି ନେଇ ଆସୁଛନ୍ତି ।

ଏହା ସହିତ ଆପଣଙ୍କ ଜୀବନରେ କେବଳ ଦୁଃଖ ହିଁ ଦୁଃଖ ଆସିବ । ଆମ ଦ୍ଵାରା କରାଯାଇଥିବା କିଛି ଛୋଟ ଛୋଟ ଭୁଲ ଆମ ଜୀବନରେ ଦୁଃଖ ଓ ବାସ୍ତୁକୁ ଧ୍ୟାନରେ ରଖି କରାଯାଇଥିବା କିଛି କାମ  ଆମ ଜୀବନରେ ଭଲ ସମୟ ନେଇ ଆସିଥାଏ ।

ଆଜି ଆମେ ସେହି ଲୋକମାନଙ୍କ ବିଷୟରେ କହିବା ଯେଉଁମାନେ ଅନ୍ୟ ଠାରୁ ଜିନିଷ ଆଣି ବ୍ୟବହାର କରନ୍ତି । ନିଜ ଜିନିଷ ସ୍ଵୟଂ ବ୍ୟବହାର କରିବା ବଦଳରେ ଅନ୍ୟମାନଙ୍କୁ ଦେଇ ଦିଅନ୍ତି । ଏହା ସହିତ ଆମେ ଆପଣଙ୍କୁ କିଛି ଏମିତି ଵସ୍ତୁ ବିଷୟରେ କହିବୁ ଯେଉଁ ଜିନିଷକୁ ନା ହିଁ ଦେବା ଉଚିତ ଓ ନା ହିଁ ଆଣିବା ଉଚିତ ।

ପେନ

ଯେତେବେଳେ ଯେ କୌଣସି କାର୍ଯ୍ୟରେ ଆପଣ ଘରୁ ବାହାରକୁ ଯାଉଛନ୍ତି ତେବେ ନିଜ କଲମ ନିଜ ସହିତ ନେଇ ଯାଆନ୍ତୁ । ଯଦି କଲମ ନେବାକୁ ଭୁଲି ଯାଉଛନ୍ତି ତେବେ କାହାଠାରୁ ଆଣି ବ୍ୟବହାର କରୁଛନ୍ତି ତେବେ ସଙ୍ଗେ ସଙ୍ଗେ ତାଙ୍କୁ ଫେରାଇ ଦିଅନ୍ତୁ । ଏହିପରି ଯଦି କରୁ ନାହାନ୍ତି ତେବେ ଆପଣଙ୍କ ଘରେ ଟଙ୍କାର ଅଭାବ ଦେଖାଯିବ । ଯଦି ଭୁଲରେ ଆପଣଙ୍କ ପାଖରେ କଲମ ରହି ଯାଉଛି ତେବେ ତାକୁ ଓସ୍ତ ଗଛ ମୂଳେ ରଖି ଦିଅନ୍ତୁ । ନହେଲେ କୌଣସି ଗରିବ ବ୍ୟକ୍ତିକୁ କଲମ ଦେଇ ଦିଅନ୍ତୁ ।

ରୁମାଲ

ଯଦି ଆପଣ ଅନ୍ୟ କାହାର ରୁମାଲ ବ୍ୟବହାର କରୁଛନ୍ତି ତେବେ ଏହା ଆପଣଙ୍କ ପରସ୍ପରର ଝଗଡାର କାରଣ ହୋଇପାରେ । ଅନ୍ୟର ରୁମାଲ ବ୍ୟବହାର କରିବା ଦ୍ଵାରା ତାଙ୍କର ନକାରତ୍ମକ ଶକ୍ତି ଆପଣଙ୍କ ଜୀବନ ଉପରେ ପଡିଥାଏ । ବାସ୍ତୁ ଶାସ୍ତ୍ର ଅନୁସାରେ ଏହିଭଳି କରିବା ଦ୍ଵାରା ଆପଣଙ୍କୁ ସ୍ୱାସ୍ଥ୍ୟ ସମ୍ବନ୍ଧିତ ସମସ୍ୟାର ବି ସାମ୍ନା କରିବାକୁ ପଡିପାରେ ।

ବିଛଣା

ଅନ୍ୟ କାହାର ବିଛଣା ବ୍ୟଵହାର କରିବା ଉଚିତ ନୁହେଁ । ଏହିଭଳି କରିବା ଦ୍ଵାରା କଲେ ଆପଣଙ୍କ ଜୀବନରେ ଆର୍ଥିକ ସ୍ଥିତି ଖରାପ ରହିଥାଏ । ଘରେ ବାସ୍ତୁ ଦୋଷ ଉତ୍ପନ୍ନ ହୋଇଥାଏ । ଯଦି କେହି ଆପଣଙ୍କୁ  ବିଛଣା ମାଗନ୍ତି । ତେବେ ଆପଣ ବ୍ୟବହାର କରୁଥିବା ବିଛଣା ଦିଅନ୍ତୁ ନାହିଁ ଓ ନା ହିଁ ଅନ୍ୟର ବିଛଣା ବ୍ୟବହାର କରନ୍ତୁ । ଅନ୍ୟ ବିଛଣାରେ ଶୋଇବା ଦ୍ଵାରା ଅନ୍ୟର ନକାରତ୍ମକ ପ୍ରଭାବ ଆପଣଙ୍କ ଉପରେ ପଡିଥାଏ ।

ଘଡି

ହାତରେ ବାନ୍ଧୁଥିବା ଘଡି ଆଦାନ ପ୍ରଦାନ କରିବା ବି ଉଚିତ ନୁହେଁ । ଯଦି ଆଉ କାହାର ଘଡି ପିନ୍ଧୁଛନ୍ତି ତେବେ ତାହାର ଖରାପ ସମୟ ଆପଣଙ୍କ ଉପରେ ପ୍ରଭାବ ପକାଇଥାଏ । ଯଦି ନିଜ ଘଡି ଆଉ କାହାକୁ ପିନ୍ଧିବାକୁ ଦେଉଛନ୍ତି । ତେବେ ଆପଣଙ୍କ ଭଲ ସମୟ ତାହା ପାଖକୁ ଚାଲିଯିବ । ସେଥିପାଇଁ ଅନ୍ୟ କାହାର ଘଡି ପିନ୍ଧନ୍ତୁ ନାହିଁ ଓ ନା ହିଁ ନିଜ ଘଡି ଅନ୍ୟ କାହାକୁ ପିନ୍ଧିବାକୁ ଦିଅନ୍ତୁ ।

ଟଙ୍କା

ଟଙ୍କାକୁ ନିଜର ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରିବା ଉଚିତ । ଯଦି ଟଙ୍କା ଧାର ନେଉଛନ୍ତି ତେବେ ଶୀଘ୍ର ଫେରାଇ ଦିଅନ୍ତୁ । ଅନ୍ୟ ଠାରୁ କରଜ ଆଣି ଟଙ୍କା ନ ଫେରାଇବା ଦ୍ଵାରା ଆପଣ ଜୀବନରେ କେବେ ବି ଆଗକୁ ବଢି ପାରିବେ ନାହିଁ ।

ବସ୍ତ୍ର

ବାସ୍ତୁ ଶାସ୍ତ୍ର ଅନୁସାରେ ଅନ୍ୟର ବସ୍ତ୍ରର ଆଦାନ ପ୍ରଦାନ କରିବା ଉଚିତ ନୁହଁ । ଯଦି ଅନ୍ୟ କାହାର ବସ୍ତ୍ର ବ୍ୟବହାର କରୁଛନ୍ତି ।  ତେବେ ତାହାର ନକାରତ୍ମକ ପ୍ରଭାବ ଆପଣଙ୍କ ଉପରେ ପଡିବ । ଯଦି କେହି ଖୁସିରେ ନୂଆ ବସ୍ତ୍ର ଦେଉଛନ୍ତି ତେବେ ତାକୁ ଖୁସିରେ ଗ୍ରହଣ କରିବା ଉଚିତ । ଏହା ଦ୍ୱାର ଆପଣଙ୍କ ଭଗ୍ୟ ଉଦୟ ହୋଇଥାଏ । କିନ୍ତୁ ମାଗି ବସ୍ତ୍ର ବ୍ୟବହାର କରିବା ଦ୍ଵାରା ବାସ୍ତୁ ଶାସ୍ତ୍ର ଅନୁସାରେ ଏହା ଆପଣଏନକେ ପାଇଁ ଅଶୁଭ ହୋଇପାରେ । ସେଥିପାଇଁ କାହାକୁ ବି ଏହି ସମସ୍ତ ଜିନିଷ ନା ହିଁ ଦିଅନ୍ତୁ ଓ ନା ହିଁ ତାଙ୍କ ଠାରୁ ଆଣିବା ଉଚିତ ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।