ଆଜିର ଏହି ବ୍ୟସ୍ତ ପୂର୍ଣ ଜୀବନରେ ମନୁଷ୍ୟ ପାଖରେ ହସିବା ପାଇଁ ବିଲିକୁଲ ବି ସମୟ ନାହିଁ । ଲୋକମାନେ ଜୀବନର ଦୌଡରେ ଏତେ ବ୍ୟସ୍ତ ହୋଇ ଯାଇଛନ୍ତି କି ସେମାନଙ୍କ ପାଇଁ ଖୁସିରେ ଦୁଇ ମୁହୂର୍ତ ଅତିବାହିତ କରିବା ପାଇଁ ବି ସମୟ ନାହିଁ । ଯେତେବେଳେ କି ଜୀବନରେ ଅସଲ ଖୁସି ଛୋଟ ଛୋଟ କଥାରେ ହିଁ ଆସିଥାଏ । ଜୀବନରେ କିଛି ପାଇବା ଓ ହରାଇବା ମଧ୍ୟରେ ଯେଉଁ ସମୟ ଥାଏ ତାହା ହିଁ ଅସଲ ଜୀବନ ଅଟେ ।
ଏମିତିରେ ଜୀବନର ସବୁ ମୁହୂର୍ତକୁ ସୁଖମୟ କରନ୍ତୁ । ନିଜେ ବି ଆନନ୍ଦରେ ରୁହନ୍ତୁ ଓ ଅନ୍ୟ ବ୍ୟକ୍ତିଙ୍କୁ ଖୁସିରେ ରଖିବାକୁ ଚେଷ୍ଟା କରନ୍ତୁ । ଯଦି ଆପଣ ବି ଜୀବନର ବ୍ୟସତତା ମଧ୍ୟରେ ହସିବ ଭୁଲି ଯାଇଛନ୍ତି ତେବେ ଆଜି ଆମେ ଆପଣଙ୍କ ପାଇଁ କିଛି ଭଲ ଜୋକ ନେଇ ଆସିଛୁ । ଯାହାକୁ ପଢିବା ପରେ ଆପଣଙ୍କ ଦିନ ହୋଇଯିବ ଓ ଆପଣ ନିଜର ହସକୁ ଅଟକାଇ ପାରିବେ ନାହିଁ ।
ଜୋକ – ୧
ସବୁ ଭାରତୀୟ ଉପଦେଶ ଦେଲା ପରେ
ଏହା ନିଶ୍ଚିତ ରୂପରେ କହିଥାଏ
ଆଗେ ଆପଣଙ୍କର ଇଚ୍ଛା ଉପଦେଶ ଭୁଲ ଆସିଲେ
ମୋତେ ଦୋଷ ଦବ ନାହିଁ ।
ଜୋକ – ୨
ଦଶମ ଶ୍ରେଣୀର ଭଲ ପାଇବା
ଆଉ ଏକାଦଶ ଶ୍ରେଣୀର ମାର୍କଶିଟ
କେବେ ହେଲେ ବି କାମରେ ଆସେ ନାହିଁ ।
ଜୋକ – ୩
ଯେ କୌଣସି ବ୍ୟକ୍ତି ଯେତେ ବି ସତ କଥା କହୁ
କିନ୍ତୁ ପଡିବା ପରେ
ମିଛ କଥା ନିଶ୍ଚିତ କହିଥାଏ ।
ଜୋକ – ୪
ମାରୁତି ୮୦୦ ଟଙ୍କାରେ ନିଲାମି ହେଉଥିଲା
ସେଥିରେ ବୋଲି ଲାଗିଲା
୨୦ ଲକ୍ଷ, ୨୫ ଲକ୍ଷ, ୪୦ ଲକ୍ଷ
ପପୁ – ଏହି ଭଙ୍ଗା ଗାଡିରେ ଏମିତି କଣ ଅଛି ?
ମାଲିକ କହିଲା – ଏଥିରେ ୨୫ଟି ଆକ୍ସିଡେଣ୍ଟ ହୋଇଛି
ଯେଉଁଥିରେ କେବଳ ସ୍ତ୍ରୀମାନେ ମରୁଛନ୍ତି ।
ପପୁ – ୧ କୋଟି
ଜୋକ – ୫
ଶିକ୍ଷକ – ମୁ ତୋର ମା ହୋଇଯିବି ତ
ତୋତେ ଦୁଇ ଦିନରେ ଠିକ କରିଦେବି
ପିଲା କହିଲା – ମ୍ୟାଡମ ମୁ ବର୍ତ୍ତମାନ ଯାଇ ବାପାଙ୍କୁ କହି ଦେଉଛି
କି ବାପା ତୁମର ଲଟେରି ଲାଗିଗଲା ।
ଜୋକ – ୬
ସହରର ଲୋକମାନେ ୭ ଲକ୍ଷର କାର ସହିତ
ସେଲଫି ନେଇ ବହୁତ ଷ୍ଟାଇଲ ମାରନ୍ତି ।
ଆଉ ୧୨ ଲକ୍ଷ ଟଙ୍କାର ଟ୍ରାକ୍ଟର ତ ମଇଁଷିଙ୍କ
ଚାରା ଆଣିବା ପାଇଁ ରଖିଛନ୍ତି ଗାଁ ଲୋକମାନେ………
ଜୋକ – ୭
ଆଗରୁ ସେ ବିଲରେ ଦେଖା କରିବାକୁ ଆସୁଥିଲା
କିନ୍ତୁ ସରକାର ତାଙ୍କ ଘରେ ଶୌଚଳୟ ତିଆରି କରିଦେଲେ ।
ସମସ୍ତେ ପ୍ରେମର ଶତ୍ରୁ ଅଟନ୍ତି ।
ଜୋକ – ୮
ଗୋଟିଏ ପୁଅ ଝିଅ ଦେଖିବାକୁ ଯାଇଥିଲା
ତାଙ୍କୁ କଥା ହେବା ପାଇଁ ଏକାଠି ବସାଇ ଦିଆଗଲା
ଝିଅ ଡରି ଡରି କହିଲା – ଭାଇ ଆପଣ କେତେ ଭାଇ ଭଉଣୀ ଅଟନ୍ତି ।
ପୁଅ କହିଲା – ବର୍ତ୍ତମାନ ପର୍ଯ୍ୟନ୍ତ ତ ତିନି ଜଣ ଥିଲୁ ବର୍ତ୍ତମାନ ଚାରିଜଣ ହୋଇଯାଇଛୁ
ଜୋକ – ୯
ସିରିୟଲରେ ସବୁ ସ୍ଵାମୀମାନେ ବଡ ବଡ ବିଜନେସମ୍ୟାନ ହୋଇଥାନ୍ତି ।
ତଥାପି ଦିନ ସାରା ନିଜ ସ୍ତ୍ରୀଙ୍କ ଆଗ ପଛରେ ବୁଲୁଥାନ୍ତି ।
ତ ବିଜନେସ କିଏ ସମ୍ଭାଳନ୍ତି ।
ଜୋକ – ୧୦
ବାପଘରକୁ ଯାଇଥିବା ସ୍ତ୍ରୀ ପାଖକୁ ସ୍ଵାମୀର ଫୋନ ଆସିଲା
ସ୍ଵାମୀ – ହ୍ୟାଲୋ
ସ୍ତ୍ରୀ – ଆଜି କେମିତି ମନେ ପକେଇଲ
ସ୍ଵାମୀ – ହିଁ ଏମିତି
ମଶା ରକ୍ତ ପିଉଥିଲେ ତ
ତମ କଥା ମନେ ପଡିଗଲା ।
ଜୋକ – ୧୧
ସ୍କୁଲରେ ପଢୁଥିବା ସମୟରେ
ଅଧିକ ଖାଉଥିବା ଜିନିଷ ହେଲା
‘ବିଦ୍ୟାରାଣ’
ଜୋକ – ୧୨
ଗୋଟେ ଛୋଟ ପିଲା ରେଜଲ୍ଟ ନେଇ ଆସିଲା
ଓ ବାପାଙ୍କୁ କହିଲା, ବାପା ଆପଣ ବହୁତ ଭାଗ୍ୟଶାଳୀ ଅଟନ୍ତି ।
ବାପା – କେମିତି ପୁଅ ?
ପୁଅ – କାହିଁକି ନା ବାପା ମୁଁ ଫେଲ ହୋଇଯାଛି
ଆପଣଙ୍କୁ ମୋ ପାଇଁ ନୂଆ ବହି କିଣିବାକୁ ପଡିବନି ।
ଆପଣଙ୍କୁ ଆମର ଏହି ସବୁ ଜୋକ୍ସ ଭଲ ଲାଗିଥିଲେ ସାଙ୍ଗମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଆମେ ଏମିତ ନୂଆ ଜୋକ୍ସ ସବୁ ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିଦିଅନ୍ତୁ ।