ଓଡିଆ ଗାୟକମାନଙ୍କ ସ୍ତ୍ରୀ ମାନଙ୍କ ପ୍ରଫେସନ ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ, ଦେଖନ୍ତୁ

ପ୍ରତ୍ୟକ ଲୋକମାନଙ୍କୁ ସଙ୍ଗୀତ ଶୁଣିବାକୁ ଭଲ ଲାଗେ । ସମସ୍ତେ ବିଭିନ୍ନ ପ୍ରକାରର ଭାଷାର ସଙ୍ଗୀତ ଶୁଣିଥାନ୍ତି । କିନ୍ତୁ ଯଦି ଓଡିଆ ସଙ୍ଗୀତ ବିଷୟରେ କଥାବାର୍ତ୍ତା କରିବା ତେବେ ତାହାର କଥା ହିଁ କିଛି ଅଲଗା ଅଟେ । କାରଣ ସମସ୍ତଙ୍କୁ ନିଜ ଭାଷାର ସଙ୍ଗୀତ ଶୁଣିବାକୁ ଭଲ ଲାଗେ । ଏମିତିରେ ଯଦି ଆମେ ଓଡିଶାର ଗାୟକମାନଙ୍କ ବିଷୟରେ କହିବା ତେବେ ସେମାନେ ନିଜର ସଙ୍ଗୀତ ଦ୍ଵାରା ଲକ୍ଷ ଲକ୍ଷ ଓଡିଶାବାସୀଙ୍କ ହୃଦୟ ଜିତିଛନ୍ତି ।

ଏମିତିରେ ଆଜି ଆମେ ଆପଣଙ୍କୁ ଓଡିଆ ଫିଲ୍ମ ଜଗତର କିଛି ଜଣା ଶୁଣା ଓ ପ୍ରସିଦ୍ଧ ଗାୟକମାନଙ୍କ ବିଷୟରେ ଓ ତାଙ୍କ ପତ୍ନୀଙ୍କ ବିଷୟରେ କହିବାକୁ ଯାଉଛୁ । ଓଡିଆ ସିଙ୍ଗର ସ୍ତ୍ରୀ ମାନଙ୍କ ପ୍ରଫେସନ ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ହ୍ୟୁମାନ ସାଗର

ହ୍ୟୁମାନ ସାଗର ଓଡିଶାର ସବୁଠୁ ଚର୍ଚିତ ଗାୟକ ଅଟନ୍ତି । ହ୍ୟୁମାନ ସାଗରଙ୍କ ସ୍ତ୍ରୀ ଶ୍ରୀୟା ମିଶ୍ର ବି ଜଣେ ସିଙ୍ଗର ଅଟନ୍ତି । ତରଙ୍ଗ ଟିଭିରେ ପ୍ରସାରିତ ଏକ ରିୟାଲିଟି ଶୋ ରେ ହ୍ୟୁମାନ ସାଗର ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଏହା ପରେ ଦୁଇ ଜଣ ପ୍ରେମ ବିବାହ କରିଥିଲେ ।

ସ୍ଵୟଂ ପାଢୀ

ସ୍ଵୟଂ ପାଢୀଙ୍କ ସ୍ତ୍ରୀ ଇପ୍ସିତା ପାଣିଗ୍ରାହୀ ହେଉଛନ୍ତି ଟିସିଏସ କମ୍ପାନିର ଜଣେ କର୍ମଚାରୀ ଅଟନ୍ତି । ସ୍ଵୟଂ ପାଢୀ ମଧ୍ୟ ଟିସିଏସ କମ୍ପାନୀରେ କାମ କରନ୍ତି । ଦୁଇ ଜଣ ହିଁ  ଇଞ୍ଜିନିୟର ଓ ଟିସିଏସ କମ୍ପାନୀରେ କାମ କରୁଛନ୍ତି । ଏହା ଛଡା ସ୍ଵୟଂ ପାଢୀ ଓଡିଆ ସଙ୍ଗୀତ ଗାଈ ଓଡିଶାରେ ବହୁତ ଲୋକପ୍ରିୟତା ହାସିଲ କରିଛନ୍ତି ।

ଆଶୁତୋଷ

ଆଶୁତୋଷଙ୍କୁ ଆପଣ ମାନେ ଜାଣିଥିବେ, ରୋମାଣ୍ଟିକ ଗୀତରେ ସେ ବହୁତ ପାରଗମ ଅଟନ୍ତି । ତାଙ୍କ ସ୍ତ୍ରୀ ଶ୍ରୀଜତା ଉପାଧ୍ୟାୟ ବି ଜଣେ ସିଙ୍ଗର ଅଟନ୍ତି । ସେ ଓଡିଆ ଫିଲ୍ମ ଜଗତରେ ଜଣେ ଜଣା ଶୁଣା ଗାୟିକ ଅଟନ୍ତି ।

ସତ୍ୟଜୀତ

ସତ୍ୟଜୀତ ଦେଖିବାକୁ ଯେତିକି ସୁନ୍ଦର ତାଙ୍କ ସ୍ତ୍ରୀ ମଧ୍ୟ ସେତିକି ସୁନ୍ଦର ଅଟନ୍ତି । ସତ୍ୟଜିତଙ୍କ ସ୍ତ୍ରୀ ଜଣେ ଗୃହିଣୀ ଅଟନ୍ତି ।

ତାରିକ (Tarique)

ତାରିକ ଅନେକ ପପୁଲାର ଗୀତ ଗାଇ ଫେମସ ହୋଇଛନ୍ତି ଏହା ପରେ ସେ ଲୋକଙ୍କ ହୃଦୟରେ ରାଜ କରିବାକୁ ଲାଗିଲେ । ତାଙ୍କ ସ୍ତ୍ରୀ ବି ଜଣେ ହାଉସ ୱାଇଫ ଅଟନ୍ତି ।

ଅଭିଜୀତ ମଞ୍ଜୁନ୍ଦାର

ଅଭିଜୀତ ମଞ୍ଜୁନ୍ଦାରଙ୍କୁ ପ୍ରତ୍ୟକ ଓଡିଆବାସୀ ଜାଣିଛନ୍ତି । ତାଙ୍କର ସବୁ ଗୀତ ହିଟ ହୋଇଥାଏ । ସେ ସବୁବେଳେ ଯୁବପିଢୀଙ୍କୁ ଦ୍ରୁଷ୍ଟିରେ ରଖି ଭିନ୍ନ ରୂପରେ ଗୀତ ଲେଖିଥାନ୍ତି ଓ ଗାଇ ଥାନ୍ତି । ତାଙ୍କ ସ୍ତ୍ରୀ ଜଣେ ହୋମ ମେକର । ସେ ଜଣେ ଭଲ ହୋମ ମେକର ଭାବରେ ପରିଚିତ ଅଛନ୍ତି ।

ପ୍ରେମନାଦ

ପ୍ରେମନାଦ ଜଣେ ମ୍ୟୁଜିକ ଡାୟରେକ୍ଟର ଓ ସିଙ୍ଗର ଅଟନ୍ତି । ତାଙ୍କର ସ୍ତ୍ରୀ ଇଞ୍ଜିନିୟରିଂ ଶେଷ କରି ବର୍ତ୍ତମାନ ଟିସିଏସରେ ଚାକିରି କରୁଛନ୍ତି ।

ରିତୁରାଜ

ରିତୁରାଜ କିଛି ଦିନ ତଳେ ହିଁ ବିବାହ କରିଛନ୍ତି । ସେ ବି ଜଣେ ଓଡିଆ ଗାୟକ ଶିଳ୍ପୀ ରୂପରେ ଓଡିଶାରେ ପ୍ରସିଦ୍ଧ ଅଟନ୍ତି । ତାଙ୍କ ସ୍ତ୍ରୀ ବି ଜଣେ ଗୃହିଣୀ ଅଟନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।