ଆଜିର ଏହି ବ୍ୟସ୍ତ ପୂର୍ଣ ଜୀବନରେ ମନୁଷ୍ୟ ପାଖରେ ହସିବା ପାଇଁ ବିଲିକୁଲ ବି ସମୟ ନାହିଁ । ଲୋକମାନେ ଜୀବନର ଦୌଡରେ ଏତେ ବ୍ୟସ୍ତ ହୋଇ ଯାଇଛନ୍ତି କି ସେମାନଙ୍କ ପାଇଁ ଖୁସିରେ ଦୁଇ ମୁହୂର୍ତ ଅତିବାହିତ କରିବା ପାଇଁ ବି ସମୟ ନାହିଁ । ଯେତେବେଳେ କି ଜୀବନରେ ଅସଲ ଖୁସି ଛୋଟ ଛୋଟ କଥାରେ ହିଁ ଆସିଥାଏ । ଜୀବନରେ କିଛି ପାଇବା ଓ ହରାଇବା ମଧ୍ୟରେ ଯେଉଁ ସମୟ ଥାଏ ତାହା ହିଁ ଅସଲ ଜୀବନ ଅଟେ ।
ଏମିତିରେ ଜୀବନର ସବୁ ମୁହୂର୍ତକୁ ସୁଖମୟ କରନ୍ତୁ । ନିଜେ ବି ଆନନ୍ଦରେ ରୁହନ୍ତୁ ଓ ଅନ୍ୟ ବ୍ୟକ୍ତିଙ୍କୁ ଖୁସିରେ ରଖିବାକୁ ଚେଷ୍ଟା କରନ୍ତୁ । ଯଦି ଆପଣ ବି ଜୀବନର ବ୍ୟସତତା ମଧ୍ୟରେ ହସିବ ଭୁଲି ଯାଇଛନ୍ତି ତେବେ ଆଜି ଆମେ ଆପଣଙ୍କ ପାଇଁ କିଛି ଭଲ ଜୋକ ନେଇ ଆସିଛୁ । ଯାହାକୁ ପଢିବା ପରେ ଆପଣଙ୍କ ଦିନ ହୋଇଯିବ ଓ ଆପଣ ନିଜର ହସକୁ ଅଟକାଇ ପାରିବେ ନାହିଁ ।
ଜୋକ – ୧
ଟିଚର – ଏତେ ଦିନ ହେବ କାହିଁକି ଆସୁ ନ ଥିଲ ?
ସୋନୁ – ସାର ବାର୍ଡଫ୍ଲୁ ହୋଇ ଯାଇ ଥିଲା
ଟିଚର – କିନ୍ତୁ ଏହା ତ ପକ୍ଷୀମାନଙ୍କୁ ହୋଇଥାଏ, ତତେ କେମିତି ହେଲା ?
ସୋନୁ (ରାଗରେ) – ଆପଣ ମୋତେ ମଣିଷ କେତେବେଳେ ଭାବିଲେ କି ?
ସବୁଦିନ ତ କୁକୁଡା କରି ଦିଅନ୍ତି
ଜୋକ – ୨
ସୀତା – କାଲି ରାତିରେ ଆମର ପଡୋଶୀ ରାତି ଅଧରେ ଆସି ଆମର କବାଟ ବାଡେଇବାକୁ ଲାଗିଲା ।
ଗୀତା – ତୁ କଣ କରିଲୁ ?
ସୀତା – ମୁଁ କଣ କରିବି, ମୁଁ ବି ମସ୍ତିରେ ତବଲା ବଜାଇବାକୁ ଲାଗିଲି ।
ଜୋକ – ୩
ମୂଷା ହାତୀ ପାଖକୁ ଯାଇ କହିଲା, ହାତୀ ଭାଇ, କଣ
ଆପଣ ମୋତେ ଆପଣଙ୍କ ଲୁଙ୍ଗୀ ଦୁଇ ଦିନ ପାଇଁ ଦେବେ
ହାତୀ – ତୁ ତାର କଣ କରିବୁ ?
ମୂଷା – ମୋ ପୁଅର ବାହାଘର ଅଛି, ଟେଣ୍ଟ କରିବି…..
ଜୋକ – ୪
ସ୍ଵାମୀ ଯେମିତି ହିଁ ଘରେ ପହଞ୍ଚିଲା
ସ୍ତ୍ରୀ ସ୍ଵାମୀକୁ ମାରିବା ଆରମ୍ଭ କରିଦେଲା
ବହୁତ ମାରିବା ପରେ ଯେତେବେଳେ ସ୍ଵାମୀ ମାରିବାର କାରଣ ପଚାରିଲା
ତ ସ୍ତ୍ରୀ କହିଲା କି, ‘ପଡୋଶୀରେ ଥିବା ଶର୍ମା ବାବୁଙ୍କର ଆମ ପଡୋଶୀରେ ଥିବା ଭାଉଜଙ୍କ ସହ ଚକର ଚାଲିଛି’
ସ୍ଵାମୀ – ତେବେ ମୋତେ କାହିଁକି ମାରୁଛୁ ?
ସ୍ତ୍ରୀ – ଏହା ଦ୍ଵାରା ଭୟ ରହିବ….
ଜୋକ – ୫
ଟିଚର – ଏମିତି କେଉଁ ଜିନିଷ ଅଛି ଯାହାକୁ ଟାଣିବା ଦ୍ଵାରା ତାହା ଛୋଟ ହୋଇଥାଏ ?
ଛାତ୍ର – ସାର ବିଡି
ଟିଚର – ବାହାର ମୋର କ୍ଳାସରୁ
ଜୋକ – ୬
ପପୁର ଜେଜେମା ମରି ଗଲେ ।
ଜଣେ ବ୍ୟକ୍ତି କହିଲା – ଜେଜମା ମୋତେ ବି ନିଜ ସହିତ ନେଇ ଯାଇଥାନ୍ତ ।
ଅନ୍ୟ କେତେ ଜଣ ବ୍ୟକ୍ତି ବି କହିଲେ – ଜେଜେମା ଆମକୁ ବି ନିଜ ସହିତ ନେଇ ଯାଇ ଥାନ୍ତ ।
ପପୁ – ଚୁପ ହୋଇ ଯାଅ, ଜେଜେମା କଣ ବୋଲେରୋ ନେଇ ଯାଇଛି ?
ଆପଣଙ୍କୁ ଆମର ଏହି ସବୁ ଜୋକ୍ସ ଭଲ ଲାଗିଥିଲେ ସାଙ୍ଗମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଆମେ ଏମିତ ନୂଆ ଜୋକ୍ସ ସବୁ ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିଦିଅନ୍ତୁ ।